• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Heath Tips

HMPV outbreak in Khordha
HMPV Virus In Odisha: ଖୋର୍ଦ୍ଧାରୁ HMPV ରୋଗୀ ଚିହ୍ନଟ ପ୍ରସଙ୍ଗ; ଏନେଇ ବଡ଼ ସୂଚନା ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ...

ଖୋର୍ଦ୍ଧା କାଇପଦର ଅଞ୍ଚଳରୁ ଜଣେ HMPV ରୋଗୀ ଚିହ୍ନଟ ହୋଇଥିବା ନେଇ ଖବର ଭାଇରାଲ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏ ନେଇ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର।

ମାନନ୍ତୁ ଏହି ଉପାୟ
Health Tips: ମହାମାରୀ ଆଣିବ କି ହ୍ୟୁମାନ୍ ମେଟାନିମୋ ଭାଇରସ୍, ସୁରକ୍ଷା ପାଇଁ ମାନନ୍ତୁ ଏହି ଉପାୟ

ବିଶେଷଜ୍ଞ ଏବଂ ବିଶ୍ବ ସ୍ବାସ୍ଥ୍ୟ ସ°ଗଠନ ଦ୍ବାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁସାରେ ଏହି hMPV ସ°କ୍ରମଣ ମାନବ ଜାତି ପାଇଁ ନୂଆ ନୁହେଁ। ଯଦି ଆପଣଙ୍କ ବୟସ ୫ବର୍ଷରୁ ଊର୍ଦ୍ଧ୍ବ ତାହେଲେ ଏହି hMPV ଦ୍ବାରା ଆପଣ ଆଗରୁ କେବେ ଥରେ ସ°କ୍ରମିତ ହୋଇସାରିଥିବାର ଅନେକ ସମ୍ଭାବନା ରହିଛି। ତେବେ କ’ଣ ଏ hMPV, କେତେ କ୍ଷତିକାରକ ଏହା ମଣିଷ ପାଇଁ ଏବଂ କେମିତି ନିଜକୁ ସୁରକ୍ଷିତ ରଖିବେ, ଜାଣିବା ପାଇଁ ପଢନ୍ତୁ ଆଜିର ଆଲେଖ୍ୟ।

How to develop positive mindset know some easy ways for happy life
Tips and Tricks: ଆଜିର ବ୍ୟସ୍ତବହୁଳ ଜୀବନରେ ନିଜକୁ କେମିତି ରଖିବେ ପଜିଟିଭ୍‌; ଜାଣନ୍ତୁ ୭ ଟିପ୍ସ

ଆଜିର ଏହି ବ୍ୟସ୍ତବହୁଳ ଜୀବନ ଭିତରେ ନିଜକୁ ସକରାତ୍ମକ ରଖିବାକୁ ହେଲେ କେତେକ ଟିପ୍ସ ଉପରେ ନଜର ରଖିବାକୁ ହେବ। ତେବେ ଆସନ୍ତୁ ସେହି ଟିପ୍ସଗୁଡିକ କ’ଣ ଜାଣିନେବା ଆଉ ନିଜକୁ ସବୁ ପରିସ୍ଥିତିରେ ବି ପଜିଟିଭ୍ ରଖିବା।

Garlic oil for prevent hair loss Make it at home
Hair Care Tips: ଘରେ ବନାନ୍ତୁ ରସୁଣ ତେଲ; ମୁଣ୍ଡରେ ଲଗେଇଲେ ଉପୁଡିବ ନାହିଁ ଚୁଟି

ଆମେ ଏହି ଲେଖା ମାଧ୍ୟମରେ ରସୁଣର ଏକ ଚମତ୍କାର ଟିପ୍ସ କହିବୁ। ରସୁଣର ଲାଭ ଏବଂ ଆପଣଙ୍କ ଖପୁରୀକୁ ପୋଷକ ଯୋଗାଇବା ପାଇଁ ରସୁଣ ତେଲ ତିଆରି କରିବାର ଏକ ଉପାୟ ମଧ୍ୟ କହିବୁ। ଏହାକୁ ନିଜେ ଘରେ କରି ମୁଣ୍ଡରେ ଲଗେଇଲେ ଚୁଟି ଝଡିବା ବନ୍ଦ ହେବ ଆଉ ଚୁଟି ଶୀଘ୍ର ବଢିବ।

Steamed Amla
Health Tips: ଭାରି ଉପକାରୀ ଅଅଁଳା; ପ୍ରତିଦିନ ଖାଆନ୍ତୁ ଗୋଟିଏ, ଦୂର ହେବ ଏହି ରୋଗ

କଞ୍ଚା ଅଅଁଳା ପରି ସିଝା ଅଅଁଳା ମଧ୍ୟ ସ୍ୱାସ୍ଥ୍ୟ ପ୍ରତି ହିତକର । ପ୍ରତିଦିନ ଆପଣ ଗୋଟିଏ ସିଝା ଅଅଁଳା ଖାଇବା ଦ୍ୱାରା ସ୍ୱାସ୍ଥ୍ୟରେ ଅନେକ ପରିବର୍ତ୍ତନ ଆଣିପାରିବେ ।

benefits of mustard oil
ମାଂସପେଶୀ ଏବଂ ହାଡ ମଜବୁତ କରେ ସୋରିଷ ତେଲ, ଜାଣନ୍ତୁ ଏହାର ଅନେକ ଲାଭଦାୟକ ଗୁଣ

କର୍ମମୟ ଜୀବନ ଭିତରେ ଆମେମାନେ ନିଜକୁ ସମୟ ଦେଇପାରୁନା । ବିଶେଷକରି ମହିଳାମାନେ ନିଜର ବିଶେଷ ଯତ୍ନ ନେଇପାରନ୍ତି ନାହିଁ । ଏହି କାରଣରୁ, ଅନେକ ମହିଳା ପ୍ରାୟତଃ କ୍ଲାନ୍ତ ଏବଂ ଅସ୍ଥିର ଅନୁଭବ କରିଥାନ୍ତି । ଏକ ସହଜ ଉପାୟ ଦ୍ୱାରା ଆପଣ ଏଥିରୁ ମୁକ୍ତି ପାଇ ପାରିବେ । ଶରୀର ପାଇଁ ରାମବାଣ ଭଳି କାମ କରେ ସୋରିଷ ତେଲ । ସୋରିଷ ତେଲରେ ଭିଟାମିନ୍, ଆଣ୍ଟି-ଅକ୍ସିଡାଣ୍ଟ, କ୍ୟାଲସିୟମ୍, ଆଇରନ୍ ଇତ୍ୟାଦି ଔଷଧୀୟ ଗୁଣ ଭରପୂର ରହିଥାଏ । ଏହା ଶରୀରର ମାଂସପେଶୀ ଏବଂ ହାଡକୁ ମଜବୁତ କରିଥାଏ । ସୋରିଷ ତେଲରେ ଶରୀରକୁ ମାଲିସ୍ କରିବା ଦ୍ୱାରା ରକ୍ତ ସଞ୍ଚାଳନରେ ଉନ୍ନତି ହୋଇଥାଏ ।