• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Acid attack
ବିଲରେ କାମ କରୁଥିବା ବେଳେ ବାପପୁଅଙ୍କୁ ଏସିଡ ମାଡ଼, ଉଭୟ ଗୁରୁତର

ଜମିବାଡ଼ି ବିବାଦରୁ ବାପପୁଅଙ୍କୁ ଏସିଡ ମାଡ଼.... ଦୁଇ ଗୁରୁତର ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ...ଜଣଙ୍କୁ ଅଟକ ରଖି ପୋଲିସର ତଦନ୍ତ ଜାରି...

Malkangiri Gurupriya Setu in dark for last three day
୩ ଦିନ ହେଲା ଅନ୍ଧାରରେ ଗୁରୁପ୍ରିୟା ସେତୁ

ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବାବେଳେ ଗୁରୁପ୍ରିୟା ସେତୁ ଦେଖିବା ପାଇଁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି । ହେଲେ ଏହା ଅନ୍ଧାରରେ ରହିଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଗମନାଗମନରେ ଅସୁବିଧା ସୃଷ୍ଟି ହୋଇଛି ।

  • Monday, 11 December 2023
IT Raid
୫ଦିନର ଗଣନା ପରେ ସରିଲା ଟଙ୍କା, ଅନ୍ୟପଟେ ଧୀରଜଙ୍କୁ ନେଇ ହଇଚଇ

ମୋଟ ଟଙ୍କା ୩୪୮ କୋଟି । କେବଳ ବଲାଙ୍ଗିରରୁ ମିଳିଛି ୩୦୫ କୋଟି । ଟିଟିଲାଗଡ଼ରୁ ୧୧ କୋଟି ଓ ସମ୍ବଲପୁରରୁ ୩୭ କୋଟି ୫୦ ଲକ୍ଷ । ବଲାଙ୍ଗିର ସୁଦପଡ଼ାରେ ଥିବା ମଦ ଭାଟିରୁ ମିଳିଥିଲା ଆଲମିରା ଭର୍ତ୍ତି ଟଙ୍କା ।

Mercury to drop further in Odisha
୨ ଦିନ ଭିତରେ ଖସିବ ପାରଦ, ବଢ଼ିବ ଶୀତ !

ରାତିର ତାପମାତ୍ରାରେ ପରିବର୍ତ୍ତନ ଆସିପାରେ । ତେବେ ଆସନ୍ତା ୭ ଦିନ ଯାଏ ରାଜ୍ୟରେ ପାଗରେ ବିଶେଷ ପରିବର୍ତ୍ତନ ନାହିଁ ।

Rourkela Medical
ନାହିଁ ନାହିଁରେ ଚାଲିଛି ରାଉରକେଲା ସରକାରୀ ମେଡିକାଲ, ରୋଗୀ ହନ୍ତସନ୍ତ

ରାଜ୍ୟର ଦ୍ୱିତୀୟ ସ୍ମାର୍ଟସିଟି ତଥା ମିନି ଇଣ୍ଡିଆର ସ୍ବାସ୍ଥ୍ୟବସ୍ଥା କେମିତି ଅଛି? ଏଠାକାର ଲୋକେ ଠିକ ଭାବେ ସ୍ବାସ୍ଥ୍ୟସେବା ପାଉଛନ୍ତି ତ ?

  • Monday, 11 December 2023
Panchanga
Panchang Today 11th Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ବିଛା ମାସ  ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୧ତାରିଖ ସୋମବାର ଚନ୍ଦ୍ର- ବିଛା ଅହୋରାତ୍ର ତିଥି-  ୧୩ ଶୀ ପ୍ରାତଃ ୦୭.୧୦ ଗତେ ୧୪ ଶୀ ଘାତଚନ୍ଦ୍ର-  ନାସ୍ତି

IT Raid
IT ରେଡକୁ ନେଇ ତେଜିଲା ରାଜନୀତି, ଆଜି ବିଜେପିର ପ୍ରତିବାଦ କାର୍ଯ୍ୟକ୍ରମ

ବଲାଙ୍ଗିର ସୁଦପଡ଼ା ମଦ ବ୍ୟବସାୟୀଙ୍କଠୁ ଜବତ ନୋଟର ପରିମାଣ ୩ ଶହ କୋଟିରେ ପହଞ୍ଚିଲା । ପ୍ରାୟ ୨୫ଟି ମେସିନରେ ୫୦ କର୍ମଚାରୀଙ୍କ ଦ୍ବାରା ଜାରି ରହିଥିଲା ଗଣତି । ୫ ଦିନର ଲଗାତାର ଗଣତି ପରେ ଏହା ୩ ଶହ ୫ କୋଟି ଟଙ୍କା ବୋଲି ସୂଚନା ମିଳିଛି ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Monday, 11 December 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Monday, 11 December 2023
IT Raid
ବଲାଙ୍ଗିରରେ ସରିଲା ଗଣତି, ମିଳିଲା ୩୦୫ କୋଟି ନଗଦ !

ବଲାଙ୍ଗିର SBI ମୁଖ୍ୟ ଶାଖାରେ ଟଙ୍କା ଗଣତି ସରିଲା । ବଲାଙ୍ଗିର ଗଣତିରୁ ମିଳିଲା ମୋଟ ୩୦୫ କୋଟି ଟଙ୍କା ।

illegal marriage
ବିବାହ ବେଦୀରେ ହଙ୍ଗାମା; ସ୍ୱାମୀ ବାହାଘରେ ଦୁଇ ଝିଅଙ୍କୁ ଧରି ପତ୍ନୀଙ୍କ ରେଡ୍

ସୁରେଶ ଆଜି ସଂପୃକ୍ତ ମହିଳାଙ୍କୁ ମନ୍ଦିରରେ ବାହା ହେଉଥିବା ଖବର ପାଇବା ପରେ ସିଧା ଦୁଇ ଝିଅଙ୍କ ସହ ସେଠି ପହଞ୍ଚିଯାଇଥିଲେ ଅହଲ୍ୟା । ଆଉ ସିଧା ବେଦୀରୁ ଟାଣି ଆଣି ସୁରେଶଙ୍କ ଉପରେ ଉତ୍ତମ ମଧ୍ୟମ ବର୍ଷା କରିଥିଲେ ଅହଲ୍ୟା ଓ ତାଙ୍କ ଝିଅ ।

Autonomous College
ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ଅଟୋନମସ୍ କଲେଜ୍; ବିନା ଅନୁମୋଦନରେ ଚାଲିଛି ପ୍ରଫେସନାଲ କୋର୍ସ

ଛାତ୍ରଛାତ୍ରୀଙ୍କ କ୍ୟାରିଅର ପ୍ରଭାବିତ ହେବା ସହ ଶିକ୍ଷାନୁଷ୍ଠାନଗୁଡ଼ିକ ନିଜର ବିଶ୍ୱସନୀୟତା ହରାଉଥିବା ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟ କରିଛି । AICTE ଅନୁମୋଦନ ଲାଗି କଲେଜଗୁଡ଼ିକ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସ୍ୱୟଂ ଶାସିତ ମହାବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛି ।

  • Sunday, 10 December 2023
  • MBA
Odisha Politics
ନବୀନ ଓଡ଼ିଶା ଆଳରେ ମୈଦାନକୁ ପ୍ରାର୍ଥୀଙ୍କୁ ଓହ୍ଲାଇଲା କି ବିଜେଡି ?

MP, MLAଙ୍କୁ ଛାଡ଼ି ଟିକେଟ୍ ଲବିରେ ଥିବା ୧୯ ନେତା ହେଲେ ସଂଯୋଜକ ।

IT Raid
ମେସିନଠୁ ମଣିଷ ଯାଏଁ, ଟଙ୍କା ଗଣି ଗଣି ନାକେଦମ୍; ଏଯାଏଁ ପ୍ରାୟ ୩ଶହ କୋଟି !

କେବଳ ବଲାଙ୍ଗିର ଗଣତିରୁ ଏଯାଏଁ ମିଳିଛି ୨୭୦ କୋଟିରୁ ଅଧିକ । ଟଙ୍କାର ଉତ୍ସ ଜାଣିବାକୁ ୨ ଭାଟି ମ୍ୟାନେଜରଙ୍କୁ ଘାଣ୍ଟୁଛି IT ଟିମ୍ ।

Odisha Crime Rate
ଦୋଷୀ ସାବ୍ୟସ୍ତ ହାରରେ ଦେଶରେ ସର୍ବନିମ୍ନ ସ୍ଥାନରେ ଓଡ଼ିଶା 

ରାଜ୍ୟରେ ଶହେରୁ ମାତ୍ର ୧୧.୯ ମାମଲାରେ ସଜା ପାଉଛନ୍ତି ଅଭିଯୁକ୍ତ । ଗତବର୍ଷ ସୁଦ୍ଧା ବିଚାର ନହୋଇ ପଡ଼ିରହିଥିଲା ୮ ଲକ୍ଷ ୬୪ ହଜାର ମାମଲା ।

Dev Deepawali
ଦେବ ଦୀପାବଳୀରେ ବଡ଼ଦାଣ୍ଡରେ ଜଳିବ ଏକ ଲକ୍ଷ ଦୀପ, ବିଶ୍ୱର ମଙ୍ଗଳକାମନା ଲାଗି ହେବ ଦୀପଦାନ

ଏହି ଦୀପଦାନ ସମାରୋହ ଶ୍ରୀମନ୍ଦିର ସିଂହଦ୍ୱାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଏକ ଲକ୍ଷ ଦୀପ ଜଳାଯିବ। ଆସନ୍ତା ୧୨ ତାରିଖ ଦେବଦୀପାବଳିରେ ଏକ ଲକ୍ଷ ଦୀପଦାନ କରାଯିବ ।

Love Story, Hate Story,
ବିବାହ ବେଦୀରେ ହଙ୍ଗାମା ! ଦ୍ୱିତୀୟ ବିବାହ କରୁଥିଲା ସ୍ୱାମୀ, ଦୁଇ ଝିଅ ସହ ପହଞ୍ଚିଲେ ପତ୍ନୀ

ଭୁବନେଶ୍ବର ବାଳକାଟିସ୍ଥିତ ଏକ ମନ୍ଦିରରେ ଚାଲିଥିଲା ବାହାଘର । ବେଦୀରେ ସ୍ବାମୀଙ୍କୁ ଉତ୍ତମ ମଧ୍ୟମ ଦେଲେ ପ୍ରଥମ ସ୍ତ୍ରୀ ।

Balijatra
ଗେଟ-ଲେଜର ସୋ-ସବୁଜ ବାଣ ଫୁଟାଇବାରେ ହୋଇଛି ବଡ଼ ଲୁଟ !

ଗେଟ, ଲେଜର ସୋ, ସବୁଜ ବାଣ ଫୁଟାଇବାରେ ବ୍ୟାପକ ହରିଲୁଟ ହୋଇଥିବା ମୋକିମ୍ ଅଭିଯୋଗ କରିଛନ୍ତି।

IT Raid
‘୧୪୦ଟି ଟଙ୍କା ଭର୍ତ୍ତି ବ୍ୟାଗ୍ ଗଣତି ସରିଛି, ଆଉ ୩୬ଟି ବାକି ଅଛି’

ଟଙ୍କା ଗଣତି ନେଇ SBI ରିଜିଓନାଲ୍ ମ୍ୟାନେଜରଙ୍କ ସୂଚନା । ‘୨ଟି ମେସିନ ଖରାପ ହେଲାଣି, ମୋଟ ୪୦ଟି ମେସିନ୍ ରହିଛି’ ।

Murder
ପ୍ରେମ ପାଇଁ ଗଢ଼ିଥିଲା ମୁଣ୍ଡ, ଯୁବକଙ୍କୁ ହତ୍ୟା ମାମଲାରେ ଜଣେ ଗିରଫ

ଏହି ଘଟଣାରେ ଅନ୍ୟ ଯୁବକଙ୍କର ସମ୍ପୃକ୍ତି ରହିଥିବା ମଧ୍ୟ ପୋଲିସ ସନ୍ଦେହ କରୁଛି । ଏକ ପ୍ରେମ ଘଟଣାକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା କରାଯାଇଥିବା ପୋଲିସ ସୂଚନା ପାଇଛି ।

IT Raid
ସରୁନି ମଦ ଟଙ୍କା ଗଣତି, ଆହୁରି ବାକି ଅଛି ୭୦ଟି ବ୍ୟାଗର ଟଙ୍କା

ମଦ ଟଙ୍କା ଗଣି ଗଣି କେବଳ କର୍ମଚାରୀ ନୁହନ୍ତି, ଟଙ୍କା ଗଣତି ମେସିନ ବି ହାଲିଆ। ଗତକାଲି ସୁଦ୍ଧା ୧୦୬ ବ୍ୟାଗର ପ୍ରାୟ ୧୪୦ କୋଟି ଟଙ୍କା ଗଣତି ସରିଛି । ବାକି ଅଛି ଆହୁରି ୭୦ଟି ବ୍ୟାଗ୍ ।

death
ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ ଶିଶୁ ମୃତ

ବିଦ୍ୟୁତ୍‌ ଆଘାତରେ ପୁଅ ସହ ପୁତୁରାର ମୃତ୍ୟୁ, ବାପା ଗୁରୁତର

Bear Beaten To Death By Villagers
ପିଟି ପିଟି ନରହନ୍ତା ଭାଲୁକୁ ମାରିଦେଲେ ଲୋକେ

ଜଣେ ଠିକାଦାରକୁ ଆକ୍ରମଣ କରି ଭାଲୁ ମାରି ଦେଇଥିଲା..ସେଥିପାଇଁ..

  • Sunday, 10 December 2023
Today Panchang
Panchang today 10th Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ବିଛା ମାସ  ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ  ରବିବାର । ଚନ୍ଦ୍ର- ତୁଳା ନିଶାନ୍ତ ୦୬.୧୧ ଗତେ ବିଛା, ତିଥି- ୧୨ଶୀ ପ୍ରାତଃ ୦୭.୧୩ ଗତେ ୧୩ଶୀ, ଘାତଚନ୍ଦ୍ର- ନାସ୍ତି, ଘାତବାର- ମେଷ ରାଶିର, ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ପ୍ରାତଃ ୦୭.୧୩ ଗତେ ୧ ପାଦ-କୃଷିହାନି-ଭୂମିଦାନ ଦିବା ୧୧.୪୮ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ

Winter
କମୁଛି ପାରଦ ବଢୁଛି ଶୀତ, ସକାଳୁ ସକାଳୁ ଜୋର୍ ଜାଡ଼

ଆସନ୍ତା ୨ରୁ ୩ ଦିନ ମଧ୍ୟରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତଲ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Shree Jagannath Temple
କେବେ ନିର୍ମାଣ ହେବ ଶ୍ରୀଜଗନ୍ନାଥ ମ୍ୟୁଜିୟମ? ଜୋରଧରିଲା ଦାବି....

ଜଗନ୍ନାଥ ସଂସ୍କୃତି, ପରମ୍ପରାକୁ ନେଇ ମ୍ୟୁଜିୟମ ପ୍ରତିଷ୍ଠା ଦାବି...ମହାପ୍ରଭୁଙ୍କ ବିଭିନ୍ନ ବେଶ ଓ ଅନ୍ୟ ଦିବ୍ୟ ପଦାର୍ଥ ସଂରକ୍ଷିତ ରଖିବାକୁ ସ୍ବର ଉଠାଇଲେ ବୁଦ୍ଧିଜୀବୀ...