/odishatv-khabar/media/post_attachments/uploadimage/library/16_9/16_9_0/Panchanga_1702261387.jpg)
Panchanga
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୧ତାରିଖ ସୋମବାର
ଚନ୍ଦ୍ର- ବିଛା ଅହୋରାତ୍ର
ତିଥି- ୧୩ ଶୀ ପ୍ରାତଃ ୦୭.୧୦ ଗତେ ୧୪ ଶୀ
ଘାତଚନ୍ଦ୍ର- ନାସ୍ତି
ଘାତବାର- ମିଥୁନ ରାଶିର
ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୧୨.୧୨ପର୍ଯ୍ୟନ୍ତ
ଶୁଭ ସମୟ
ପ୍ରାତଃ- ୦୬.୧୪ ରୁ ୦୭.୩୫
ଦିବା- ୦୯.୦୭ ରୁ ୧୧.୧୭
ରାତ୍ରି- ୦୭.୪୨ ରୁ ୧୦.୦୧
ରାତ୍ରି- ୦୨.୪୪ ରୁ ୦୩.୩୭
ଅଶୁଭ ସମୟ
ରାହୁକାଳ – ପ୍ରାତଃ ୦୭.୩୫ ରୁ ୦୮.୫୭
କାଳବେଳା- ପ୍ରାତଃ ୦୭.୩୫ ରୁ ୦୮.୫୭
ବାରବେଳା- ଦିବା ୦୨.୨୨ ରୁ ୦୩.୪୩
କାଳରାତ୍ରି- ରାତ୍ରି ୧୦.୦୧ ରୁ ୧୧.୩୯
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)