୨୦୧୪ ନିର୍ବାଚନ ପୂର୍ବରୁ ବିଜୁ ଗାଁ ଗାଡି ଯୋଜନା ଆରମ୍ଭ ହୋଇଥିବା ବେଳେ ୧୪ ଟି ବ୍ଲକରେ ୧୨୭ଟି ଗାଡି ଚଳାଚଳ କରୁଥିଲା । ଯାହାକୁ ଜିଲ୍ଲାର ଆରଟିଓ ପରିଚାଳନା କରୁଥିଲେ । ଏବେ ବିଭାଗୀୟ ଉଦାସୀନତା କି ଦୂରଦୃଷ୍ଟିର ଅଭାବ ହେତୁ ଗାଡି ଗୁଡିକ ରାସ୍ତା କଡରେ ପଡି ଖତ ଖାଉଛିଏବଂ ଲୋକେ ଅସୁରକ୍ଷିତ ଭାବରେ ଯାତାୟତ କରୁଛନ୍ତି