• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Dhanu Sankranti

Why is the holy dip in the holy water in Dhanu Sankranti
Dhanu Sankranti 2023: ଧନୁ ସଂକ୍ରାନ୍ତିରେ ପବିତ୍ର ଜଳରେ କାହିଁକି ପକାଯାଏ ପବିତ୍ର ବୁଡ଼

ହିନ୍ଦୁ ଧର୍ମରେ ଗ୍ରହମାନଙ୍କୁ ସର୍ବାଧିକ ଗୁରୁତ୍ୱ ଦିଆଯାଏ, ତେଣୁ ଯେତେବେଳେ ଗ୍ରହମାନଙ୍କର ରାଜା ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କରନ୍ତି, ସେତେବେଳେ ପଞ୍ଚାଙ୍ଗ ଅନୁଯାୟୀ ଏହାକୁ ଧନୁ ସଂକ୍ରାନ୍ତି କୁହାଯାଏ। ଏହି ଦିନ ବଡି ଭୋରୁ ପବିତ୍ର ନଦୀ ଜଳରେ ସ୍ନାନ କରି ସୂର୍ଯ୍ୟ ଭଗବାନଙ୍କୁ ପୂଜା କରାଯାଏ। ଏହା ପଛରେ କ’ଣ ରହିଛି କାରଣ ଆସନ୍ତୁ ଜାଣିବା।

Dhanu Sankranti 2023
Dhanu Sankranti 2023: ଧନୁ ସଂକ୍ରାନ୍ତିରେ ଠାକୁର କାହିଁକି ଖାଆନ୍ତି ମୁଆଁ ଭୋଗ

‘ମୁଆଁ’ ହେଉଛି ଧନୁ ସଂକ୍ରାନ୍ତିର ଲୋକପ୍ରିୟ ଭୋଗ । ଧନୁ ସଂକ୍ରାନ୍ତି ଦିନ ମୁଆଁକୁ ଠାକୁରଙ୍କ ପାଖରେ ଭୋଗ ଲଗାଯାଏ। ଶ୍ରୀଜଗନ୍ନାଥଙ୍କ ସେବାରେ ଏହି ପରମ୍ପରା କାହିଁକି ରହିଛି ଆସନ୍ତୁ ଜାଣିବା।

Dhanu Sankranti
ଧନୁ ସଂକ୍ରାନ୍ତି ପୂର୍ବରୁ ବ୍ରହ୍ମପୁରରେ ଲାଗିଲାଣି ମୁଆଁର ସମ୍ଭାର

ଭଳିକି ଭଳି ମୁଆଁ ତିଆରିରେ ବ୍ୟସ୍ତ କାରିଗର । ସ୍ପେଶାଲ ମୁଆଁ, ଘିଅ ଓ କାଜୁ ମୁଆଁର ରହିଛି ଡିମାଣ୍ଡ । ବନ୍ଧୁ ପରିଜନଙ୍କ ପାଖକୁ ମୁଆଁ ପଠାଇବାକୁ ଲାଗିଲାଣି ଲୋକଙ୍କ ଭିଡ଼ ।

Dhanu Sankranti- Maun Makers In Cuttack Do Brisk Business
ଆଧୁନିକ ଯୁଗରେ ପରମ୍ପରାର ଛାପ; ବଢୁଛି ଧନୁ ମୁଆଁର ଚାହିଦା

ଆଜି ହେଉଛି ଧନୁ ସଂକ୍ରାନ୍ତି । ଏନେଇ କାରିଗରମାନେ ଲାଗିପଡିଛନ୍ତି ମୁଆଁ ପ୍ରସ୍ତୁତ କରିବାରେ । ଆଧୁନିକତା ଭିତରେ ଆଜି ବି ବଞ୍ଚି ରହିଛି ପରମ୍ପରା । ରାଜ୍ୟର ବିଭିନ୍ନ ସ୍ଥାନରେ ମୁଆଁ ବିକ୍ରି କରାଯାଏ ।

Dhanu Sankranti- Maun Makers In Cuttack Do Brisk Business
ଆଜି ଧନୁ ମୁଆଁ ଖାଇବା

ଆଜି ଧନୁ ସଂକ୍ରାନ୍ତି.. ଓଡ଼ିଆଙ୍କ ଘରେ ପୂଜା ହୁଏ ଧନୁ ମୁଆଁ.. ସମୟ ବଦଳିବା ସହ ବଦଳିଛି ଲୋକଙ୍କ ପାଟିର ସ୍ୱାଦ.. ଆଧୁନିକତା ଭିତରେ ଆଜି ବି ବଞ୍ଚି ରହିଛି ପରମ୍ପରା.. କରୋନା କଟକଣା ଥିବାରୁ ଏଥର ମୁଆଁ ଅନଲାଇନରେ ବି ମିଳୁଛି.