ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ଲକ୍ଷାଧିକ ଛାତ୍ରଛାତ୍ରୀ ପଢୁଛନ୍ତି। ଯଦି ଓମିକ୍ରନ କାରଣରୁ ସମ୍ଭାବ୍ୟ ତୃତୀୟ ଲହର ଆସେ ତେବେ ସରକାର କି ପଦକ୍ଷେପ ନେବେ?
ଭୁବନେଶ୍ୱର: ମାଟ୍ରିକ୍ ଓ ଯୁକ୍ତ ଦୁଇ ପରେ ଏବେ ୟୁଜି-ପିଜି ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ । ପରୀକ୍ଷା ହେବ ନା ନାହିଁ ? ଯଦି ହେବ କେମିତି ଓ କେତେବେଳେ ? କାରଣ ସାଧାରଣ ସମୟରେ ଏବେ ସୁଦ୍ଧା ଶେଷ ସେମିଷ୍ଟର…