• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Crop

Cuttack Farmers In Distress After Standing Crop In Over Hectares Of Land Damaged By Pests
ରୋଗ ପୋକ ଯୋଗୁଁ ରବି ଚାଷ ନଷ୍ଟ

କଟକ ଜିଲ୍ଲା ନିଶ୍ଚନ୍ତକୋଇଲି ବ୍ଲକର ହଜାର ହଜାର ହେକ୍ଟର ଜମିରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ରବି ଫସଲରେ ବ୍ୟାପକ କ୍ଷତି ସହିଛନ୍ତି ଚାଷୀ ।

Cyclone Jawad| Untimely Rain Damages Acres Of Paddy Crop In Ganjam And Gajapati
ଏକର ଏକର ଜମିରେ କୋବି ଓ ପରିବା ଫସଲ ନଷ୍ଟ

ବାତ୍ୟା ପ୍ରଭାବରେ ବର୍ଷା ଯୋଗୁଁ ଛାରଖାର୍ ଧାନ ଓ ପରିବା ଚାଷ... ପାଣି ଜମି ରହି ବିଲରେ ଗଜା ହୋଇଗଲାଣି ପାଚିଲା ଧାନ... ସେପଟେ ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ ପରିବା ଚାଷୀ ହନ୍ତସନ୍ତ... ଏକର ଏକର ଜମିରେ କୋବି ଓ ପରିବା ଫସଲ ନଷ୍ଟ... କେମିତି ଶୁଝିବେ ଋଣ ସେହି ଚିନ୍ତାରେ ଚାଷୀ...

Crop damaged
ଅମଳ ହେବାକୁ ଥିବା ଫସଲକୁ ଛାରଖାର କରିଦେଲା ବର୍ଷା

ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଗୁଲାପଡା ମହାନଦୀର ବଢି ପାଣିରେ ନଷ୍ଟ ହୋଇଯାଇଛି ଏକର ଏକର ଧାନ ଚାଷ ସହ ପରିବା ଫସଲ। ବର୍ଷା ଯୋଗୁ ଗତ ୩ ଦିନ ଧରି ଚାଷ ଜମିରେ ଲହଡି ମାରୁଥିଲା ବଢି ପାଣି। ତାହାରି ଭିତରେ ପୋତି ହୋଇ ରହିଥିଲା ବାଇଗଣ, ଭେଣ୍ଡି, ଟମାଟୋ, କଲରା ଆଦି ପନି ପରିବା। ଏବେ ବର୍ଷା ଛାଡ଼ିବା ସହ ପାଣି କମିିଯିବା ପରେ ଦାଉ ଦାଉ ହୋଇ ଦେଖାଯାଉଛି କ୍ଷୟକ୍ଷତି।