/odishatv-khabar/media/post_attachments/uploadimage/library/16_9/16_9_0/Panchang_1730439971.jpg)
Panchang
ସୈାର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ଶୁକ୍ରବାର । ଚନ୍ଦ୍ର- ତୁଳା ଅହୋରାତ୍ର,ତିଥି- ଅମାବାସ୍ୟା ସନ୍ଧ୍ୟା ୦୬.୧୬ ଗତେ ପ୍ରତିପଦ,ଘାତଚନ୍ଦ୍ର- ନାସ୍ତି,ଘାତବାର- ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ରାତ୍ରି ୦୩.୩୦ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ
Advertisment
ଶୁଭ ସମୟ:
ପ୍ରାତଃ-୦୫.୫୧ ରୁ ୦୬.୩୬
ପ୍ରାତଃ- ୦୭.୨୧ ରୁ ୦୮.୪୦
ଦିବା- ୧୧.୫୨ ରୁ ୦୨.୫୩
ଦିବା- ୦୩.୩୮ ରୁ ୦୫.୦୮
ସନ୍ଧ୍ୟା-୦୫.୫୯ ରୁ ୦୮.୧୯
ରାତ୍ରି-୧୧.୫୫ ରୁ ୦୧.୩୭
ରାତ୍ରି- ୦୨.୨୮ ରୁ ୦୪.୧୦
ଅଶୁଭ ସମୟ:
ରାହୁକାଳ- ଦିବା ୧୦.୦୫ ରୁ ୧୧.୩୦
କାଳବେଳା- ଦିବା ୧୦.୦୫ ରୁ ୧୧.୩୦
ବାରବେଳା- ଦିବା ୦୮.୪୦ ରୁ ୧୦.୦୫
କାଳରାତ୍ରି- ରାତ୍ରି ୦୮.୧୯ ରୁ ୦୯.୫୪
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)