କଥାରେ ଅଛି ଖିର ଯଦି ଖାଇବୁ ଘରେ ଥିବ ଗାଈ, ଯୁଦ୍ଧ ଯଦି ଲଢ଼ିବୁ ପାଖରେ ଥିବ ଭାଇ। କିନ୍ତୁ ଭାଇ-ଭାଇ ମଧ୍ୟରେ ସେ ପୁରୁଣା ସଂପର୍କ ଆଉ ଏବେ ନାହିଁ। କେନ୍ଦୁଝର ଜିଲ୍ଲାରୁ ଆସିଥିବା ଏକ ନୂଆ ଉଦାହରଣ ଆପଣଙ୍କୁ ହତବାକ କରିଦେବ। ବଡ଼ଭାଇର ମୃତ୍ୟୁ ପୂର୍ବର ଦେହଥରା ଫୋନ୍ କଲ୍ ଏବେ ଭାଇରାଲ୍ ହେଉଛି।
୩୬ଟି ଭାଷାରେ ୩୦ ହଜାରରୁ ଅଧିକ ଗୀତ ଗାଇଥିଲେ ଲତା ଦିଦି। “ଏ ମେରେ ବତନ କେ ଲୋଗୋଁ” ପରି ଗୀତରେ ଦେଶପ୍ରେମର ମିଳୁଥିଲା ଝଲକ ତ “ଲଗଜା ଗଲେ” “ପ୍ୟାର କା ନଗମା ଭଳି” ଗୀତରେ ଭରିଦେଉଥିଲେ ପ୍ରେମର ରଙ୍ଗ....ଶୁଣନ୍ତୁ ଦିଦିଙ୍କର ସୁପର ହିଟ୍ ଗୀତ...