• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Cyclone Dana
ଉଜୁଡ଼ା ଚିତ୍ର ! କେଉଁଠି ବତୁରିଛି ଫସଲ, କାହାର ବୁଡ଼ିଛି କୂଳ ବେଉଷା

୨ ଦିନ ପରେ ଆଲୋକର ପର୍ବ । ହେଲେ ନା ଦୀପ ଶୁଖୁଛି, ନା ଭାଟି ଜଳୁଛି ।

Dhanteras
ରାତି ପାହିଲେ ‘ଧନତେରାସ୍’ ! ହୁ ହୁ ସୁନାଦର ଦେଖି ଗ୍ରାହକଙ୍କ ମନ ଉଣା...

ଗତବର୍ଷ ତୁଳନାରେ ୧୦ ଗ୍ରାମ ପିଛା ଉଚ୍ଚା ହେଲାଣି ସୁନାଦର । ଏବର୍ଷ ପାଖାପାଖି ୧୭ ହଜାର ଟଙ୍କା ଅଧିକ ସୁନାଦର ବଢ଼ିଛି ।

Ayushman Bharat
ଆୟୁଷ୍ମାନ ଭାରତ ପାର୍ଟ-ଟୁ ! ୨୭ ହଜାର ମେଡିକାଲରେ ମିଳିବ ସୁବିଧା

ଓଡ଼ିଶାରେ ବିଳମ୍ବ ହେବ କହିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଶୀଘ୍ର SOP ଆଣି ପାର୍ଟ 1 ଓ 2 ର ହେବ ମେଗା ଲଞ୍ଚିଂ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ ।

Jeypore Road Block
ବ୍ୟବସାୟୀ ମାନୁନାହାନ୍ତି ଟ୍ରାଫିକ୍ କଟକଣା! ଜବରଦଖଲ ଅଭିଯୋଗ

ଜୟପୁର ସହରର ଜନଗହଳିପୂର୍ଣ୍ଣ ଏମଜି ରୋଡ୍ । ଏହି ରାସ୍ତାରେ ପୂର୍ବରୁ ଦୁଇ ଚକିଆ ସହ ଚାରିଚକିଆ ଏପରିକି ବସ୍ ବି ଆରାମରେ ଯିବା ଆସିବା କରୁଥିଲା ।

Vigilance
ସିଏମଙ୍କ କଡ଼ା ୱାର୍ଣ୍ଣିଂ, ଏ ସରକାର କେତେବେଳେ ବି ବାନ୍ଧିପାରେ!

ପୂର୍ବ ସରକାର ଓ 5T ଦୁର୍ନୀତି ପ୍ରସଙ୍ଗ ଉଠାଇ ବି ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Maharashtra Tigress
ଶିମିଳିପାଳରେ ମହାରାଷ୍ଟ୍ର ମହାବଳ, ତଡ଼ବା ଅନ୍ଧାରୀ ଅଭୟାରଣ୍ୟରୁ ଆସିଲା

ଶିମିଳିପାଳରେ ବାଘୁଣୀ ‘ଯମୁନା’। ଆଜି ଶିମିଳିପାଳ ଅଭୟାରଣ୍ୟ କୋର୍ ଏରିଆରେ ବାଘୁଣୀ ଯମୁନାକୁ ଛଡ଼ାଯାଇଛି ।

A two-days national level Wikimedia workshop Train-the-Trainer is organized
ଦୁଇଦିନିଆ ଜାତୀୟ ସ୍ତରୀୟ ଉଇକିମିଡ଼ିଆ କର୍ମଶାଳା ଟ୍ରେନ-ଦି-ଟ୍ରେନର ଆୟୋଜିତ

ଉଇକିପିଡ଼ିଆର ତିନିଦିନିଆ ଜାତୀୟସ୍ତରୀୟ କର୍ମଶାଳା ଟ୍ରେନ୍ ଦି ଟ୍ରେନର୍ (TTT) ଅନୁଷ୍ଠିତ ହୋଇଛି। ବାଙ୍ଗାଲୋରସ୍ଥିତ ଆକ୍ସେସ୍‌ ଟୁ ନଲେଜ୍‌ (ସିଆଇସ୍-ଏଟୁକେ) ଓ ଓଡ଼ିଆ ଉଇକିମିଡ଼ିଆନ୍ସ ୟୁଜର୍‌ ଗ୍ରୁପ୍‌ ଦ୍ୱାରା ମିଳିତ ଭାବେ ଆୟୋଜିତ ଏହି କର୍ମଶାଳାରେ ୩୫ରୁ ଅଧିକ ଜଣ ବଛାହୋଇ ଆମନ୍ତ୍ରିତ ହୋଇଥିଲେ।

  • Monday, 28 October 2024
Diwali
କାଳୀପୂଜା-ଦୀପାବଳୀ ଅମାବାସ୍ୟା ପାଳନ ନେଇ ଦ୍ୱନ୍ଦ୍ୱ, ବିଭିନ୍ନ ପାଞ୍ଜିରେ ଭିନ୍ନ ଭିନ୍ନ ଦିନ ଧାର୍ଯ୍ୟ

ଚଳିତବର୍ଷ ପୁଣିଥରେ କାଳୀପୂଜା ଓ ଦୀପାବଳୀ ଅମାବାସ୍ୟା ପାଳନକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ବିଭିନ୍ନ ପାଞ୍ଜିରେ ଏନେଇ ଭିନ୍ନ ଭିନ୍ନ ଦିନ ଧାର୍ଯ୍ୟ ହୋଇଛି ।

  • Monday, 28 October 2024
  • Diwali
Odisha Government
ମଠ ମନ୍ଦିରର ହେବ ସୁରକ୍ଷା, ସରକାର ଆଣିବେ ଦେବାଳୟ ଯୋଜନା

ମଠ ମନ୍ଦିର ସୁରକ୍ଷା ପାଇଁ ସରକାର ଆଣିବେ ଦେବାଳୟ ଯୋଜନା ।

Inspiring Story
ହାର ମାନିଲାନି ପ୍ରତିଭା, ଦାଦନ ଖଟିବାକୁ ଯାଇଥିଲେ ସୁରତ ! ଏବେ ଅଫିସର୍

ଏ ଘଟଣା କୌଣସି ଫିଲ୍ମଠୁ କମ୍ ନୁହେଁ । ଦ୍ୱାଦଶ ଶ୍ରେଣୀରେ ଫେଲ୍ ହେବା ପରେ ଅଧାରେ ପାଠ ଛାଡ଼ିଥିବା ପିଲା ଯେ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ପାସ୍ ହେଇପାରିବ ତାହା ଭାବିବା ବି ଆଶ୍ଚର୍ଯ୍ୟର କଥା ।

Ayushman Bharat Yojana
କାଲିଠୁ ସାରା ଭାରତରେ ଲାଗୁ ହେବ ଆୟୁଷ୍ମାନ ଭାରତ ୭୦+; ନୂଆ କାର୍ଡରେ ରହିବ ୨୭ ହଜାର ହସ୍ପିଟାଲର ସୁବିଧା

ସାରା ଦେଶରେ ୭୦ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ଲୋକ ଏହାର ସୁବିଧା ପାଇବେ । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ କାର୍ଡ ଇସ୍ୟୁ କରାଯିବ । 

 Odisha CM
‘ପୂର୍ବ ସରକାରରେ ୨୪ ବର୍ଷ ଧରି ଦୁର୍ନୀତି ଚାଲିଥିଲା, 5T ନାଁରେ ବ୍ୟାପକ ହେରଫେର ହୋଇଛି’

ଗତ ସରକାରରେ କୋଠା ବାଡ଼ି ଏତେ ନିମ୍ନମାନର ନିର୍ମାଣ ହେଉଥିଲା କି କେଉଁଠୁ ଚୂନ ଖସି ଯାଉଥିଲା ତ୍ ପୁଣି କେଉଁଠି ଗୋଟିଏ ବର୍ଷାରେ ରାସ୍ତା ଧୋଇ ହୋଇ ଯାଉଥିଲା। 

Subhadra Yojana
ସୁଭଦ୍ରା ଯୋଜନା; ଗୁରୁତ୍ବପୂର୍ଣ୍ଣ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଖୁବ୍‌ ଶୀଘ୍ର ମିଳିବ ସୁଭଦ୍ରାର ତୃତୀୟ ପର୍ଯ୍ୟାୟ ଟଙ୍କା ।  ମିଳିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା। 

  • Monday, 28 October 2024
  • SOP
108 ambulance workers
ଠିକା ସଂସ୍ଥାର ନିଯୁକ୍ତି ନୀତିକୁ ବିରୋଧ; ନଭେମ୍ବର ୧ରୁ ଠପ୍ ହେବ ୧୦୮ ଆମ୍ବୁଲାନ୍ସ ସେବା

ରାଜରାସ୍ତାରେ ଗଡ଼ିବନି ୧୩ଶହ ଆମ୍ବୁଲାନ୍ସ । ଆନ୍ଦୋଳନରେ ବସିବେ ୬ ହଜାରରୁ ଉର୍ଦ୍ଧ୍ବ ଆମ୍ବୁଲାନ୍ସ କର୍ମଚାରୀ ।

Nurses demand Rs 5000
ସରକାରୀ ମେଡିକାଲରେ ଲାଞ୍ଚ; ପ୍ରସବ କରାଇବାକୁ ନର୍ସ ଦାବି କଲେ ୫ ହଜାର ଟଙ୍କା !

ସରକାରୀ ମେଡିକାଲ୍‌ରେ ପ୍ରସବ କରାଇବାକୁ ନର୍ସ ୫ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ। ଅନୁଗୁଳ ପାଲଲହଡ଼ା ଉପଖଣ୍ଡ ଖମାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଆସିଛି ଏହି ଅଭିଯୋଗ।

Mobile Phones
Special Story: ଫୋନ୍‌ ଚାର୍ଜ ପାଇଁ ଲାଗିଛି ଲମ୍ବା ଲାଇନ୍‌; ଘଣ୍ଟାଏ ପାଇଁ ଦେବାକୁ ପଡୁଛି ୨୦ ଟଙ୍କା...

ଜେନେରେଟରରୁ ଚାର୍ଜିଂ ହେଉଛି ପୁଳା ପୁଳା ଫୋନ୍‌ । ଫୋନ୍‌ ଗୋଟିଏ ଘଣ୍ଟା ଚାର୍ଜ କଲେ ଦେବାକୁ ପଡ଼ୁଛି ୨୦ ଟଙ୍କା । 

Flood
ବାତ୍ୟା 'ଦାନା' ଦାଉ ସାଧିବା ପରେ ଏବେ ବନ୍ୟା ଚିନ୍ତା...

ବାତ୍ୟା ଦାନା ପ୍ରଭାବରେ ଉପର ମୁଣ୍ଡରୁ ପାଣି ଆସିବା ପରେ କାଂଶବାଂଶ ନଈ ଫୁଲିବା କାରଣରୁ ବରଣ୍ଡୁଆ ଏବଂ ସୁଦର୍ଶନପୁର ପଞ୍ଚାୟତର ଶତାଧିକ ହେକ୍ଟର ଚାଷ ଜମିରେ ପାଣି ମାଡି ରହିଥିବା ବନ୍ୟା ଜଳ ଏବେ ଗାଁ ଭିତରକୁ ପ୍ରବେଶ ହେଉଛି।

LPG cylinder blast
ଖଲ୍ଲିକୋଟରେ ବଡ଼ ଅଘଟଣ; ଗ୍ୟାସ ସିଲିଣ୍ଡର୍ ଫାଟି ଜଳିଗଲା ୧୦ ବଖରା ଘର

କମଳାପଦର ଗାଁରେ ହୁତୁହୁତୁ ହୋଇ ଜଳିଗଲା ଘର । ୩ ପରିବାରର ୧୦ ବଖରା ଘର ନିଆଁରେ ଭସ୍ମୀଭୂତ ହୋଇଯାଇଛି । 

 Odisha hospital
SNCUରେ ସାଂଘାତିକ ତ୍ରୁଟି; ଗୁରୁତର ନବଜାତ ଶିଶୁପୁତ୍ର ବଦଳରେ ଝିଅକୁ ରେଫର !

ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟ SNCUରେ ସାଂଘାତିକ ତ୍ରୁଟି ଅଭିଯୋଗ । ଗୁରୁତର ନବଜାତ ଶିଶୁପୁତ୍ର ବଦଳରେ ନବଜାତ ଝିଅକୁ ରେଫର ।

Panchang
Panchang Today 28th October 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ସୋମବାର । ଚନ୍ଦ୍ର- ସିଂହ ରାତ୍ରି ୧୦.୧୦ ଗତେ କନ୍ୟା । ତିଥି- ୧୧ଶୀ (ମଳ) ପ୍ରାତଃ ୦୭.୫୧ ଗତେ ୧୨ଶୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର , ରାତ୍ରି ୧୦.୧୦ ଗତେ ବୃଷ ରାଶିର ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Monday, 28 October 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Monday, 28 October 2024
Mohan Majhi
ଏବେ ବି ଆଶ୍ରୟସ୍ଥଳୀରେ ଅଛନ୍ତି ୩୦ ହଜାର, ୨ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ସେହିପରି କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର ଏବଂ ମୟୂରଭଞ୍ଜ ଜିଲ୍ଲାର ୧୨ଟି ବ୍ଲକ, ୮୮୦ ପଞ୍ଚାୟତର ୪୧୦୦ ଗାଁରେ ଫସଲ କ୍ଷତି ହୋଇଛି। ମୋଟ ୨ ଲକ୍ଷ ୭୧ ହଜାର ୮୦୦ ଏକର ଚାଷଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଛି।

Tiger
ମହାରାଷ୍ଟ୍ରରୁ ଶିମିଳିପାଳ ଆସିଲା ନୂଆ ମହାବଳ ବାଘ

ରାଜ୍ୟରେ ବର୍ତ୍ତମାନ ମୋଟ୍ ୩୦ଟି ମହାବଳ ବାଘ ଥିବାବେଳେ ତା’ମଧ୍ୟରୁ ୨୭ଟି ଅଛନ୍ତି ଶିମିଳିପାଳ ଅଭୟାରଣ୍ୟରେ । ଏହି ୨୭ଟି ଭିତରୁ ୧୩ଟି ହେଉଛି କଳା ମେଲାନିଷ୍ଟିକ ବାଘ ।

Digital Arrest
‘ଡିଜିଟାଲ୍ ଆରେଷ୍ଟ’କୁ ନେଇ ବଢୁଛି ଚିନ୍ତା, ମନ୍ କି ବାତ୍‌ରେ PM ମୋଦିଙ୍କ ଉଦବେଗ

ଡିଜିଟାଲ୍ ଆରେଷ୍ଟ ନାଁରେ ସାରା ଦେଶରେ ଯେଉଁ ଠକେଇ ଚାଲିଛି ତା’ର ମୁକାବିଲା ପାଇଁ ବି ସରକାର ଦୃଢ଼ ପଦକ୍ଷେପ ନେଉଥିବା ନେଇ ମନ କି ବାତରେ ଦେଶବାସୀଙ୍କୁ ଆଶ୍ବସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ।

Mangroves
ହେନ୍ତାଳ ବଣ ପାଲଟିଲା ସୁରକ୍ଷା କବଚ, ଅଭେଦ୍ୟ ଦୁର୍ଗ ବନି ଅଟକାଇଦେଲା ବାତ୍ୟାର ଅଣଚାଷ ପବନ

ବାତ୍ୟା ‘ଦାନା’କୁ ଲ୍ୟାଣ୍ଡଫଲ ସ୍ଥାନରେ ହିଁ ଦୁର୍ବଳ କରି ଦେଇଦେଲା ଭିତରକନିକାର ଘଞ୍ଚ ହେନ୍ତାଳ ବଣ। ପବନର ବେଗ କମାଇବା ସହ ଉଚ୍ଚ ଜୁଆରକୁ ବି ରୋକିଥିଲା।