• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Police Team Attacked
ପୋଲିସକୁ ମହଙ୍ଗା ପଡିଲା ରାତି ଅଧିଆ ଚଢାଉ, ଡକାୟତ ଭାବି ଛେଚିଲେ ଗ୍ରାମବାସୀ

ଗଂଜେଇ କାରବାର ଧରିବାକୁ ଯାଇ ଆକ୍ରମଣର ଶିକାର ହେଲା ମାଲକାନଗିରି ପୋଲିସ । କୋରାପୁଟ ଜିଲ୍ଲା ମାଛକୁଣ୍ଡ ଅଞ୍ଚଳରେ ପୋଲିସକୁ ମାଡ଼ ମାରିଲେ ସ୍ଥାନୀୟ ଲୋକେ ।

 brown sugar seized
BREAKING : ପୁରୀରୁ ୩ କେଜି ବ୍ରାଉନସୁଗାର ଜବତ, ଆନୁମାନିକ ମୂଲ୍ୟ ୩ କୋଟି ଟଙ୍କା

ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଥିବା ନେଇ ପୁରୀ SP ସୂଚନା ଦେଇଛନ୍ତି ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Saturday, 14 May 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Saturday, 14 May 2022
B town vs South Industry
ମହଙ୍ଗା ମହେଶ ବାବୁ ବନାମ ବଲିଉଡ: କାହାର ଚାହିଦା କେତେ?

ନୂଆ ବିତର୍କର ସୂତ୍ରପାତ କରିଛନ୍ତି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀଜର ମହଙ୍ଗା ଷ୍ଚାର

MONSOON
ଜୁନ୍ ପ୍ରଥମ ସପ୍ତାହରେ ଓଡ଼ିଶାରେ ପହଞ୍ଚିବ ମୌସୁମୀ !

୨୭ ତାରିଖ ସୁଦ୍ଧା ମୌସୁମୀ ବାୟୁ କେରଳ ପହଞ୍ଚିବାର ସମ୍ଭାବନା ରହିଛି।

tomato and chicken
ରୋଷେଇ ଶାଳରେ ଚଡ଼କ ପରେ ଚଡ଼କ : ଟମାଟୋ ଶହେକୁ ଚିକେନ୍ ତିନି ଶହ

ଆକାଶଛୁଆ ଖାଦ୍ୟ ସାମଗ୍ରୀର ଦରକୁ ନେଇ ହନ୍ତସନ୍ତ ଖାଉଟି, ଚିନ୍ତା ବଢ଼ାଉଛି ଖୁଚୁରା ମୁଦ୍ରାସ୍ଫୀତି

Shree Mandir Heritage Corrider
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: କେନ୍ଦ୍ର, ରାଜ୍ୟକୁ ନୋଟିସ୍ ଜାରି କଲେ କୋର୍ଟ

ଜୁନ୍ ୨୮ରେ ହାଜର ହୋଇ ଜବାବ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Sachidananda Routray Birth Day
‘ମାର୍ ତୁ ଯେତେ ଗୁଳି... ହୁଙ୍କାପିଟା ଶାସନ ଆମେ ଗୋଡ଼ରେ ଦେବୁ ଦଳି’

ପଦ୍ମଶ୍ରୀ ସଚ୍ଚି ରାଉତରାୟ କେବଳ ମାଟିର ମହାକବି ନଥିଲେ, ସେ ଥିଲେ ଜଣେ ବିପ୍ଲବୀ। ରଣପୁରରେ ବେଜଲ୍‌ଗେଟ୍‌ ହତ୍ୟାକାଣ୍ଡ ପରେ ପ୍ରଜାମଣ୍ଡଳର କର୍ମିମାନଙ୍କୁ ମୁକ୍ତ କରିବାକୁ ରଣପୁର ଧାଇଁ ଯାଇଥିଲେ। ଆଜି ତାଙ୍କର ଜନ୍ମ ଦିବସରେ ଆସନ୍ତୁ ଜାଣିନେବା ଏହି ମହାନ ଆତ୍ମାଙ୍କ ବିଷୟରେ।

minister-chairperson met face-to-face
ପୌର ପରିଷଦ ବୈଠକରେ ମୁହାଁମୁହିଁ ମନ୍ତ୍ରୀ-ଅଧ୍ୟକ୍ଷା : କାନ୍ଦି କାନ୍ଦି ବୈଠକରୁ ବାହାରିଲେ ମମତା

ଟୁକୁନି ସାହୁଙ୍କ ଦାଦାଗିରି ! କଇଁ କଇଁ କାନ୍ଦିଲେ ପୌର ପରିଷଦର ଅଧ୍ୟକ୍ଷା ।

  • Friday, 13 May 2022
Farmer's Problem
ଚାଷୀଙ୍କୁ କନ୍ଦାଉଛି ଆମ୍ୱ ଚାଷ; ଗଛ ଅଛି ହେଲେ ଫଳ ନାହିଁ

ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗତ ବର୍ଷ ପ୍ରଚୁର ଆମ୍ବ ଫଳିଥିଲା ବେଳେ ଏ ବର୍ଷ ଆମ୍ବ ଗଛରେ ଆମ୍ବର ଦେଖା ନାହିଁ । ଯାହାକୁ ନେଇ ଚିନ୍ତାରେ ଚାଷୀ ।

ratha jatra
ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରରେ ଲାଗିବ ୨୩୬ ସିସିଟିଭ କ୍ୟାମେରା

ସିସିଟିଭ କ୍ୟାମେରା ଲଗାଇବା ପାଇଁ ସ୍ଥାନ ଚିହ୍ନଟ ହୋଇଯାଇଛି, ଟେଣ୍ଡର ବି ଆହ୍ୱାନ ହୋଇସାରିଛି ।

Vigilance Raid
ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଅଧିକାରୀ

୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ।

chemistry teacher tied up
ବନ୍ଧା ହେଲେ ରସିକିଆ କେମିଷ୍ଟ୍ରି ଶିକ୍ଷକ

ବନ୍ଧା ହେଲେ ରସିକିଆ ଶିକ୍ଷକ, ନବରଙ୍ଗପୁର ହିର୍ଲି ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଅଭିଯୁକ୍ତ କେମିଷ୍ଟ୍ରି ଶିକ୍ଷକ ଅମର କୁମାର ନାଥଙ୍କୁ ଗିରଫ କରିଛି ପୋଲିସ । ଯୁକ୍ତ ୨ ଛାତ୍ରଛାତ୍ରୀଙ୍କୁ ଅସଦାଚରଣ ନେଇ ଅଭିଯୋଗ ହୋଇଥିଲା ।

Suicide Attempt Of Family In Bhadrak
ବାରମ୍ୱାର ଧାରଣା ସତ୍ତ୍ୱେ ଶୁଣିଲାନି ପ୍ରଶାସନ; ନ୍ୟାୟ ଦାବି ନେଇ ଅଗ୍ନି ବିପନ୍ନଙ୍କ ଆତ୍ମାହୂତି ଉଦ୍ୟମ

ନ୍ୟାୟ ପାଇଁ ଅଗ୍ନି ବିପନ୍ନଙ୍କ ଆତ୍ମାହୂତି ଉଦ୍ୟମ । ପ୍ରଥମେ ଭଦ୍ରକ ଟାଉନ୍ ଥାନା ଆଗରେ ଧାରଣା ଦେଇ କେହି ନଶୁଣିବାରୁ ଏସ୍ପିଙ୍କ ଅଫିସ୍ ଆଗରେ ଧାରଣା ଦେଲେ ଭଦ୍ରକ ଗବସାହିର ଅଗ୍ନି ବିପନ୍ନ ସୁଦର୍ଶନ ଦାସ ।

Former governor's advice to state government
ଜଳ ସଂପଦର ଉପଯୁକ୍ତ ବିନିଯୋଗ ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଲେ ପୂର୍ବତନ ରାଜ୍ୟପାଳ

ରାଜ୍ୟ ସରକାରଙ୍କୁ ପୂର୍ବତନ ରାଜ୍ୟପାଳଙ୍କ ପରାମର୍ଶ । ଜଳ ସଂପଦର ଉପଯୁକ୍ତ ବିନିଯୋଗ ପାଇଁ ପରାମର୍ଶ ଦେଇଛନ୍ତି ପୂର୍ବତନ ରାଜ୍ୟପାଳ ଏମ୍ ଏମ୍ ରାଜେନ୍ଦ୍ରନ । ମହାନଦୀର ଉପନଦୀରେ ଅଧିକରୁ ଅଧିକ ଚେକଡ୍ୟାମ ପାଇଁ ପରାମର୍ଶ ଦେଇଛନ୍ତି ।

Vote
ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ସୁବାସ ସିଂହଙ୍କ ଇସ୍ତଫା ପରେ ଖାଲିଥିବା ଆସନ ପାଇଁ ଉପନିର୍ବାଚନ ହେବ ।

Odisha Matric exam answer sheet evaluation to start from May 21
୨୧ରୁ ମାଟ୍ରିକ ଖାତାଦେଖା

ରାଜ୍ୟର ମୋଟ ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ ଖାତା ଦେଖାହେବ। ଏଥିପାଇଁ ୨୦ ତାରିଖ ସକାଳ ୧୦ଟା ସୁଦ୍ଧା ମୂଲ୍ୟାୟନ କେନ୍ଦ୍ରରେ ଯୋଗଦେବାକୁ ପରୀକ୍ଷକମାନଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ କହିଛନ୍ତି।

Satkosia Tiger Reserve
ପଶୁପ୍ରେମର ନିଆରା ନିଦର୍ଶନ: ବାଘ ପାଇଁ ବେଘର ହେବେ ଗାଁ ଲୋକେ

ପାଗଳ କରିଛି ପଶୁପ୍ରେମ । ବାଘର ବଂଶ ବିସ୍ତାର ପାଇଁ ଭିଟାମାଟି ଛାଡ଼ିବାକୁ ପ୍ରସ୍ତୁତ ହେଲେ ଗାଁ ଲୋକେ। ପଲ୍ଲୀସଭାରେ ନିଆଗଲା ବଡ଼ ନିଷ୍ପତ୍ତି । ହେଲେ ପ୍ରଶାସନର ଅବହେଳା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

Garlic Mutton
କେବେ ଖାଇନଥିବେ ମଟନ୍‌ର ଏହି ସ୍ୱାଦିଷ୍ଟ ରେସିପି

ଆପଣ ଘରେ ମଟନର ବିଭିନ୍ନ ରେସିପି ତିଆରି କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ମଟନର ଏକ ଦେଶୀ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ରସୁଣ ଖାସି ମାଂସ’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Bargarh forester
ଚାକିରିରୁ ନିଲମ୍ବିତ ହେଲେ, ପ୍ରତିବାଦରେ DFO ଙ୍କ ଅଫିସ୍‌ ଆଗରେ ଆମ୍ବ ବିକିଲେ ଫରେଷ୍ଟର୍‌

ପିସି ଦେଉନଥିବାରୁ କାର୍ଯ୍ୟରୁ ନିଲମ୍ବନ ହେଲେ ଫରେଷ୍ଟର। ପ୍ରତିବାଦ କରି ଡିଏଫ୍‌ଓଙ୍କ ଅଫିସ ସାମ୍ନାରେ ବସି ଆମ୍ବ ବିକିଲେ। କହିଲେ, ପ୍ରମାଣ ରଖିପାରିବିନି ବୋଲି ହ୍ୱାଟ୍ସଆପ୍‌ରେ କଲ୍‌ କରୁଥିଲେ ।

Supreme Court rejects plea seeking to postpone NEET-PG 2022 examination
ନିଟ୍ ପିଜି ପରୀକ୍ଷା ଘୁଞ୍ଚାଇବା ଆବେଦନ ଖାରଜ; ଜାଣନ୍ତୁ କେବେ ହେବ ପରୀକ୍ଷା

ନିଟ୍ ପିଜି ପରୀକ୍ଷା ଘୁଞ୍ଚାଇବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି ।

Firing
ଚଢ଼ାଉ ବେଳେ ପୋଲିସ ଉପରକୁ ଗୁଳି ଚଳାଇଲେ ଲୁଟେରା ଗ୍ୟାଙ୍ଗ୍‌; ୩ ଗିରଫ

ଲୁଟେରା ଗ୍ୟାଙ୍ଗକୁ ଧରିବାକୁ ଯାଇଥିବା ପୋଲିସ୍‌ ଉପରକୁ ଅତର୍କିତ ଗୁଳି ଚଳାଇଲେ ଲୁଟେରା । ଏହି ଫାୟାରିଂରେ କେହି ପୋଲିସ୍‌ କର୍ମୀ ଆହତ ହୋଇ ନ ଥିବା ବେଳେ ୩ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ୍‌ ।

Bride's mother attacked for refusing to dance in marriage procession at Salepali village under Melch
ବାହାଘରରେ ନ ନାଚିବା ପଡିଲା ମହଙ୍ଗା; ଚାଲିଗଲା କନ୍ୟା ମା’ର ଜୀବନ

ବାହାଘର ଶୋଭାଯାତ୍ରାରେ ନାଚିବାକୁ ବାରଣ କରିବାରୁ କନ୍ୟା ମା'ଙ୍କୁ ହତ୍ୟା ।