ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଆଜି ପୁରୀ ଗସ୍ତରେ ଯାଇଥିବା ବେଳେ ସନ୍ଧ୍ୟାରେ ମାର୍କେଟ ଛକଠାରେ ତାଙ୍କ ଗାଡ଼ି ଉପରକୁ କାଳିମାଡ଼ କରିଥିରେ ଛାତ୍ର କଂଗ୍ରେସର କର୍ମୀ।
ଦିଲ୍ଲୀ ଓ ପଞ୍ଜାବ ଟ୍ରାଜେଡି ପରେ ବାଲେଶ୍ୱର ଓ କଟକରେ ବିଭିନ୍ନ ସପିଂମଲ୍ ଓ ହସ୍ପିଟାଲରେ ଅଚାନକ ରେଡ୍
ଗଲା ୨ ବର୍ଷ ଭିତରେ ଏମିତି ତିନି-ତିନିଟି ଘଟଣାକୁ ନେଇ ଉଠିଛି ପ୍ରଶ୍ନ
ଉପନିର୍ବାଚନ ପାଇଁ ସରଗରମ ବ୍ରଜରାଜନଗର ରଜାନୀତି । ୩ ଦଳ ୩ ଟାଣୁଆ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇ ଥିବା ବେଳେ ଏବେ ପ୍ରଚାର ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି ।
ସେପ୍ଟେମ୍ବର ମାସରୁ ନୂଆ ପ୍ରସ୍ତାବ ପଠାଇବାକୁ ଏନ୍ଏମ୍ଏର ଚିଠି ସତ୍ତ୍ୱେ ବିନା ଅନୁମତିରେ ଯୁଦ୍ଧକାଳୀନ ଭିତ୍ତିରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିର୍ମାଣକୁ ନେଇ ପ୍ରଶ୍ନ
ଏଭେରେଷ୍ଟ ଶିଖରରେ ପହଞ୍ଚିବା ପାଇଁ ସିଦ୍ଧାର୍ଥଙ୍କୁ ମାସେ 27 ଦିନ ସମୟ ଲାଗିଥିଲା।
ଗତକାଲି ଗଞ୍ଜାମ ଏସପି ଅଫିସ ସାମ୍ନାରେ ଦେହରେ ପେଟ୍ରୋଲ ଢାଳି ଜଳିଗଲେ ରମ୍ଭା ଥାନା ବୋରିଗାଁର ୨୬ ବର୍ଷୀୟ ଯୁବକ ବାଦଲ ସାହୁ ।
ଓଡ଼ିଶାର ୨୪ ହଜାର ହେର ଜମିରେ ପ୍ରାକୃତିକ ଚାଷ କରାଯାଉଛି । ଆଗାମୀ ଦିନରେ ଏହାର ଫାଇଦା ମିଳିବ ।
ବ୍ରଜରାଜନଗର ଉପନିର୍ବାଚନ : ବିଜେପି ଘୋଷଣା କରିଛି ପ୍ରଚାରକ ତାଲିକା
ଭୁବନେଶ୍ୱରରେ ଟ୍ରାଫିକ ପୋଲିସ୍ ପକ୍ଷରୁ କାର୍ରେ ବ୍ଲାକ୍ ସ୍କ୍ରିନ୍ ହଟାଇବା ଅଭିଯାନ ଆରମ୍ଭ ହୋଇଛି। ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ଅନୁସାରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ବଜାର ବୁଲିବେ, ମନପସନ୍ଦର ପୋଷାକ କିଣି ପିନ୍ଧିବେ । ସମସ୍ତଙ୍କ ମନରେ ଏଭଳି ଇଚ୍ଛା ଥାଏ । ହେଲେ ସମସ୍ତଙ୍କୁ କ’ଣ ଏଭଳି ସୁଯୋଗ ମିଳେ । ଅନାଥ ପିଲାଙ୍କ ପାଇଁ ଏସବୁ ସାତ ସପନ
ଗତକାଲି ଅଗ୍ନିଶମ ଡିଜି ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେବା ପରେ ଆଜି ବାଲେଶ୍ୱର ଅଗ୍ନିଶମ ବାହିନୀ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି। ବିଭିନ୍ନ ସପିଂ ମଲ୍, କ୍ଲିନିକ, ସିନେମା ହଲ୍ ଓ ବଡ଼ କୋଠାରେ ଅଗ୍ନିଶମ ବିଭାଗ ଚଢାଉ କରିଛି।
ସ୍ୱାମୀ ଯାହା ଭାବିଥିଲେ ହେଲେ କରି ପାରିନଥିଲେ ତାକୁ ପୂରଣ କରିଛନ୍ତି ସ୍ତ୍ରୀ। ଜମି ବିକି ସ୍ତ୍ରୀ ୨୦ ଲକ୍ଷ ଟଙ୍କା ଶ୍ରୀମନ୍ଦିରକୁ ଦାନ କରିଛନ୍ତି।
ପ୍ରକଳ୍ପ କାମ ସ୍ଥଗିତ ରହିବା ଦରକାର କହିଲେ ଜୁଏଲ ଓରାମ
ଭଉଣୀ ବାହାଘର ପାଇଁ ଦାୟିତ୍ୱରୁ ଛୁଟି ନେଇ ଘରକୁ ଆସିଥିଲେ ଯବାନ ଚନ୍ଦ୍ରକାନ୍ତ ସେଜପଡ଼ା । ଆଉ ସବୁ କାମ ସରି ପୁଣି ଫେରିଯାଇଥିଲେ କର୍ମକ୍ଷେତ୍ରକୁ । ଏହାର ମାତ୍ର ଦୁଇ ସପ୍ତାହ ପରେ ହରିଆଣାର ବାହାଦୁର ପାଖ ଏକ ରେଳ ଧାରଣା କକ୍ଷରୁ ତାଙ୍କର ମୃତଦେହ ମିଳିଥିଲା ।
ସମୁଦ୍ରକୂଳ ବ୍ୟବସାୟୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ପୁରୀରେ ଅନୁଷ୍ଠିତ ହୋଇଛି ବିଚ୍ କନେକ୍ଟ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ...
ଛବି ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।
ଓଡ଼ିଶା ଉପରେ ବାତ୍ୟା ‘ଅସାନି’ର ଭୟ ଟଳି ଥିଲେ ମଧ୍ୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଆସନ୍ତା ୧୯ ତାରିଖ ସୁଦ୍ଧା ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।
ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଦମୟନ୍ତୀ ଆପାର୍ଟମେଣ୍ଟରେ ରହୁଥିବା ବାୟୁସେନା ଅଧିକାରୀ ଅଜିତ କୁମାର ଖୁଣ୍ଟିଆ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି ।
ଶ୍ରୀମନ୍ଦିର ପ୍ରଶାସନର ନୂଆ ବିଲ୍ଡିଂ ନିର୍ମାଣକୁ ନେଇ ବିବାଦ ଦେଖାଦେଇଛି। ତୁରନ୍ତ କାମ ବନ୍ଦ କରି ସଂଶୋଧିତ ପ୍ଲାନ୍ ଦେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିିର୍ଦ୍ଦେଶ ଦିଆଯାଇଛି।
ଗିନିଜ୍ ବୁକ୍ ଅଫ୍ ଓ୍ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଥିବା କେନ୍ଦୁଝର ରଥ ଗଡିବା ନେଇ ସନ୍ଦେହ ଉପୁଜିଛି। ରଥ କାଠର ଅଭାବ ନେଇ ରଥ ନିର୍ମାଣର ମୁଖ୍ୟ ମହାରଣା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି।
ଧାଡ଼ି ଧାଡ଼ି କରି ରଖିଛନ୍ତି ଗରା, ବାଲଟି । ଅପେକ୍ଷା କରିଛନ୍ତି ପାଣି ଟ୍ୟାଙ୍କରକୁ । ପାଣି ନେଲେ ଘରେ ରୋଷେଇ ହେବ, ନିତ୍ୟ ବ୍ୟବହାର୍ଯ୍ୟ କାମରେ ଆସିବ ।
ନାହିଁ ନାହିଁରେ ଚାଲିଛି ବ୍ରହ୍ମପୁରର ପୁରାତନ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ । ଅଧ୍ୟାପକ ମରୁଡ଼ି ପଡିଥିବାବେଳେ ୧୮ଟି ବିଭାଗରେ ୮୮ଟି ପୋଷ୍ଟରୁ ମାତ୍ର ୨୨ ଜଣ ସ୍ଥାୟୀ ଅଧ୍ୟାପକ ଏବଂ ବଳକା ଗେଷ୍ଟ ଫ୍ୟାକଲ୍ଟିରେ ଚାଲୁଛି କଲେଜ ।
ପୋଖରୀ ଖୋଳିଲା ବେଳେ ମିଳିଲା ରତ୍ନପଥର । ଆଉ ତା ପରେ...