Otv Khabar Bureau

ନିଟ୍ ପିଜି ପରୀକ୍ଷା ଘୁଞ୍ଚାଇବାକୁ ହୋଇଥିବା ଆବେଦନ ଖାରଜ ହୋଇଛି । ସୁପ୍ରିମକୋର୍ଟ ପରୀକ୍ଷା ଘୁଞ୍ଚାଇବା ଆବେଦନକୁ ଖାରଜ କରିଛନ୍ତି ।

ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ତାରିଖ ତଥା ମେ ମାସ ୨୧ ତାରିଖରେ ହିଁ ହେବ ନିଟ୍ ପିଜି ପରୀକ୍ଷା ହେବ ।

ତେବେ ପରୀକ୍ଷା ଘୁଞ୍ଚାଇଲେ ଗଣ୍ଡଗୋଳିଆ ପରିସ୍ଥିତି ଉପୁଯିବ ଏବଂ ପରୀକ୍ଷା ଘୁଞ୍ଚାଇବା ଦ୍ୱାରା ରୋଗୀ ସେବା ପ୍ରଭାବିତ ହୋଇପାରେ ବୋଲି କୋର୍ଟ ପକ୍ଷରୁ କୁହାଯାଇଛି ।

Other Stories