• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପରେ ବେଆଇନ୍ ନିର୍ମାଣ ଓ ଖନନକୁ ନେଇ ଦାଏର ମାମଲାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ପୁରୀ ସିଭିଲ୍ ଜଜ୍। ସିନିଅର ଡିଭିଜନ୍ ପୁରୀ ଓକିଲ ସଙ୍ଘ ପକ୍ଷରୁ ଦାଏର ମାମଲା 179/22କୁ କୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି। ଏଥିସହ କେନ୍ଦ୍ର ସଂସ୍କୃତି ବିଭାଗ, NMA, ASI, TATA, OBCC, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ମ୍ୟୁନିସିପାଲିଟିକୁ ନୋଟିସ ବି ଜାରି କରିଛନ୍ତି। ଆସନ୍ତା ଜୁନ୍ ୨୮ରେ ହାଜର ହୋଇ ଜବାବ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।