• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Attack On Police

ଟେନ୍‌ସାରେ ଖାକିକୁ ଟେନସନ୍‌ !
Police Constables Attacked in Odisha: ସୁନ୍ଦରଗଡ଼ ଟେନ୍‌ସାରେ ଖାକିକୁ ଟେନସନ୍, ବାରମ୍ବାର ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ପରେ ବଢ଼ିଲା ଚିନ୍ତା

ଟେନ୍‌ସା ଅଞ୍ଚଳରେ ଟେନ୍ସନରେ ପୋଲିସ ! ବାରମ୍ବାର ଆକ୍ରମଣର ଶିକାର ପୋଲିସ କର୍ମଚାରୀ । କେତେବେଳେ ତୀରମାଡ଼, ତ ଆଉ କେବେ ଛୁରାମାଡ଼ । କଳି ଛଡ଼ାଇବାକୁ ଯାଇ ଛୁରା ଆକ୍ରମଣର ଶିକାର ହୋଇଛନ୍ତି ଲହୁଣିପଡ଼ା ଥାନା ଅନ୍ତର୍ଗତ ଟେନ୍‌ସା ଫାଣ୍ଡିର ୨ କନଷ୍ଟେବଳ ।

Woman Attacks IIC
ଚୋରା ବାଇକ୍‌ ଧରିବାକୁ ଗଲେ, IICଙ୍କୁ ମହିଳା ପ୍ରବଳ ପିଟିଲେ

ଚୋରି ଗାଡ଼ି ସିଜ୍ କରିବାକୁ ଯାଇ ହଟ୍ଟହଟା ହେଲା ପୋଲିସ । ମହିଳାଙ୍କ ନିକଟରୁ ମାଡ଼ ଖାଇଲେ ପୋଲିସ ଅଧିକାରୀ । ଏ ଘଟଣା ହେଉଛି ଯାଜପୁର ଜିଲ୍ଲା କୋରେଇ ଥାନା ଅଞ୍ଚଳର ।

Police Search Operation
ଘରେ ଘରେ ପଶି ସର୍ଚ୍ଚ କରୁଛି ପୋଲିସ୍‌, ହେଲେ କାହିଁକି ?

ମହଙ୍ଗା ପଡ଼ିଲା ପୋଲିସ୍‌କୁ ମରଣାନ୍ତକ ଆକ୍ରମଣ। ଗାଁରେ ପୋଲିସ ଫୋର୍ସ ଘରେ ଘରେ ପଶି ସର୍ଚ୍ଚ କରୁଛନ୍ତି। ଫଳରେ ଗିରଫ ଭୟରେ ମାଟିଖାଲ ଗାଁ ପୁରୁଷ ଶୂନ୍ୟ  ହୋଇ ପଡ଼ିଛି। 

Firing
ଚଢ଼ାଉ ବେଳେ ପୋଲିସ ଉପରକୁ ଗୁଳି ଚଳାଇଲେ ଲୁଟେରା ଗ୍ୟାଙ୍ଗ୍‌; ୩ ଗିରଫ

ଲୁଟେରା ଗ୍ୟାଙ୍ଗକୁ ଧରିବାକୁ ଯାଇଥିବା ପୋଲିସ୍‌ ଉପରକୁ ଅତର୍କିତ ଗୁଳି ଚଳାଇଲେ ଲୁଟେରା । ଏହି ଫାୟାରିଂରେ କେହି ପୋଲିସ୍‌ କର୍ମୀ ଆହତ ହୋଇ ନ ଥିବା ବେଳେ ୩ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ୍‌ ।

Attack on IIC
କୋରାପୁଟରେ IIC ଙ୍କୁ ଆକ୍ରମଣ ଘଟଣାରେ ଆକ୍ସନ୍ ମୁଡରେ ପୋଲିସ

କୋରାପୁଟ ଜିଲ୍ଲା ନନ୍ଦପୁର ଥାନା IIC ଙ୍କୁ ଆକ୍ରମଣ । ଆସାମୀଙ୍କୁ ଧରିବା ପାଇଁ ୩ ପ୍ଲାଟୁନ୍‌ ଫୋର୍ସ ମୂତୟନ।