ରାଜ୍ୟ ସରକାରଙ୍କୁ ପୂର୍ବତନ ରାଜ୍ୟପାଳଙ୍କ ପରାମର୍ଶ । ଜଳ ସଂପଦର ଉପଯୁକ୍ତ ବିନିଯୋଗ ପାଇଁ ପରାମର୍ଶ ଦେଇଛନ୍ତି ପୂର୍ବତନ ରାଜ୍ୟପାଳ ଏମ୍ ଏମ୍ ରାଜେନ୍ଦ୍ରନ । ମହାନଦୀର ଉପନଦୀରେ ଅଧିକରୁ ଅଧିକ ଚେକଡ୍ୟାମ ପାଇଁ ପରାମର୍ଶ ଦେଇଛନ୍ତି ।