• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bhadrak News

Jawan
ଦେଶ ସେବା କରି ଫେରିଲେ...ଗୋଡ଼ ଧୋଇ ପାଛୋଟି ନେଲେ ଗାଁ ମହିଳା

ଘରେ ପହଁଚିବା ପରେ ପରିବାର ଲୋକଙ୍କ ଆଖିରେ ଖୁସିର ଲୁହ ବି ଦେଖାଦେଇଥିଲା  । ପୁଅକୁ ବନ୍ଦାପନା କରି ପାଛୋଟି ନେଇଥିଲେ ମାଆ ପାର୍ବତୀ ଓ ଧର୍ମପତ୍ନୀ ଜ୍ୟୋର୍ତିମୟୀ । ପୁଅ ଆଜି ଘରକୁ ଆସିଛି ମୁଁ ବହୁତ ଖୁସି କିନ୍ତୁ ବେଶୀ ଖୁସି ପୁଅ ଭାରତ ମା'ର ସେବା କରିଛି ବୋଲି କହିଛନ୍ତି ବାପା ଗୌରାଙ୍ଗ ଚନ୍ଦ୍ର ନାୟକ । ସେପଟେ ପଙ୍କଜ କହିଛନ୍ତି, ଇଚ୍ଛା ଥିଲା ଭାରତ ମାତାର ସେବା କରିବାକୁ

Suicide Attempt Of Family In Bhadrak
ବାରମ୍ୱାର ଧାରଣା ସତ୍ତ୍ୱେ ଶୁଣିଲାନି ପ୍ରଶାସନ; ନ୍ୟାୟ ଦାବି ନେଇ ଅଗ୍ନି ବିପନ୍ନଙ୍କ ଆତ୍ମାହୂତି ଉଦ୍ୟମ

ନ୍ୟାୟ ପାଇଁ ଅଗ୍ନି ବିପନ୍ନଙ୍କ ଆତ୍ମାହୂତି ଉଦ୍ୟମ । ପ୍ରଥମେ ଭଦ୍ରକ ଟାଉନ୍ ଥାନା ଆଗରେ ଧାରଣା ଦେଇ କେହି ନଶୁଣିବାରୁ ଏସ୍ପିଙ୍କ ଅଫିସ୍ ଆଗରେ ଧାରଣା ଦେଲେ ଭଦ୍ରକ ଗବସାହିର ଅଗ୍ନି ବିପନ୍ନ ସୁଦର୍ଶନ ଦାସ ।

Daughter Carries 92-Year-Old Father
ଅବହେଳାର ବିକଳ ଚିତ୍ର: ଶୁଣିଲେନି ବ୍ୟାଙ୍କ୍‌ ଅଧିକାରୀ, KYC ପାଇଁ ଟ୍ରଲିରେ ବୁହା ହେଲେ ୯୨ ବର୍ଷୀୟ ବୃଦ୍ଧ

ବୟସ ୯୨ ପାର୍‌ ହେଲାଣି... ନା ଆଖିକୁ ଭଲ ଭାବେ ଦିଶୁଛି ନା ପାରାଲିସିସ୍‌ ଯୋଗୁ ଠିକ୍‌ ଭାବେ ଛିଡ଼ା ହୋଇପାରୁଛନ୍ତି। ଏଭଳି ଅବସ୍ଥାରେ ମାତ୍ର ୭୦୦ ଟଙ୍କା ପାଇଁ ଟ୍ରଲିରେ ୫ କି.ମି. ବୁହା ହୋଇ ବ୍ୟାଙ୍କ ପର୍ଯ୍ୟନ୍ତ ଯିବାକୁ ପଡ଼ିଛି ଜଣେ ୯୨ ବର୍ଷୀୟ ବୃଦ୍ଧଙ୍କୁ।