ନୟାଗଡ ଜିଲ୍ଲାରେ ବାରମ୍ବାର ପିଲା ଚୋରି ଘଟଣା ସାମ୍ନାକୁ ଆସୁଥିବା ଘଟଣା ଅଭିଭାବକଙ୍କୁ ଚିନ୍ତାରେ ପକାଇଛି।
ବାତ୍ୟା ଉପକୂଳ ଛୁଇଁବନି ବୋଲି ସ୍ପଷ୍ଟ ହୋଇଥିଲେ ସୁଦ୍ଧା ଧୀରେ ଧିରେ ତା’ର ପ୍ରଭାବ ଦେଖାଇଲାଣି । ସମୁଦ୍ର ଅଶାନ୍ତ ହୋଇ ଉଠୁଛି । ଏହି କ୍ରମରେ ଗୋପାଳପୁରର ଆର୍ଯ୍ୟପଲ୍ଲୀ ନିକଟରେ ଏକ ଡଙ୍ଗା ବୁଡି ଯାଇଛି ।
ଆଜି ଓ କାଲି ତିନି ଦଳ ପକ୍ଷରୁ ହୋଇପାରେ ନାମାଙ୍କନ ଦାଖଲ ।
ଭୁଲ କରିଛନ୍ତି ବୋଲି ରାଜ୍ୟ ସରକାର ସ୍ୱୀକାର କରନ୍ତୁ: ସମ୍ବିତ ପାତ୍ର
୧୨ ତାରିଖ ଦିନ ୧୧.୩୦ ସୁଦ୍ଧା ଗୋପାଳପୁର ସମୁଦ୍ର ଉପକୂଳ ଠାରୁ ପାଖାପାଖି ୭୮ କିମି ଦୂର ଦେଇ ଅତିକ୍ରମ କରିବ ବାତ୍ୟା।
ନିର୍ମାଣରେ ସାଧାରଣ ଲୋକଙ୍କ ବିପୁଳ ଅର୍ଥ ଜବରଦସ୍ତ ଖର୍ଚ୍ଚ କରାଯାଇଛି।
୧୨ରେ ପାରାଦୀପ ନିକଟରେ ଦୁର୍ବଳ ହୋଇ ବାତ୍ୟା ରୂପରେ ଅତିକ୍ରମ କରିବ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଅନ୍ୟ ଜାତିରେ ବିବାହ କରିଥିଲା ଝିଅ। ମରିଗଲା ପରେ ୧୮ ଘଂଟା ଘରେ ପଡି ରହିଲା ଶବ। ଶବ ସତ୍କାର କରିବା ତ ଦୂରର କଥା…ଘରକୁ ଆସିଲେନି ସାହିପଡ଼ିଶା। କାନ୍ଦି କାନ୍ଦି ଗୁହାରି କରୁଥିଲା ଝିଅ, ହେଲେ କେହି ଶୁଣିଲେନି। ଶେଷରେ ସ୍ୱେଚ୍ଛାସେବୀ ବୁଢୀ ମାଆର ଶବକୁ ଶ୍ମଶାନକୁ ନେଲେ, ମାଆ ମୁହଁରେ ମୁଖାଗ୍ନି ଦେଲା ଝିଅ
ଶ୍ରୀଜଗନ୍ନାଥ ମନ୍ଦିର ହେରିଟେଜ୍ କରିଡର ପ୍ରସଙ୍ଗରେ ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ଭାରତୀୟ ପ୍ରତ୍ନତାତ୍ୱିକ ସଂସ୍ଥା ବା ଏଏସ୍ଆଇ ସ୍ପଷ୍ଟ ଭାବେ ଦର୍ଶାଇଛି ।
ବାତ୍ୟା ଅସାନୀର ଆଗମନ ପୂର୍ବରୁ ଓଡ଼ିଶା ଆକାଶରେ ପ୍ରାକ୍ ପ୍ରଭାବ । କେଉଁଠି ଆକାଶରେ ଘନକଳା ବାଦଲ ଖଣ୍ଡ ତ ଆଉ କେଉଁଠି ବର୍ଷା ।
ବ୍ରଜରାଜନଗର ଲଢ଼େଇ ମୈଦାନ ପାଇଁ ପ୍ରାର୍ଥୀ ସ୍ପଷ୍ଟ ହୋଇଛି । ବିଜେପି ପରେ ଯୋଦ୍ଧା ଘୋଷଣା କରିଛନ୍ତି ବିଜେଡି ଓ କଂଗ୍ରେସ । ଯାହା ଆଶା କରାଯାଉଥିଲା ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକାଙ୍କୁ ଏଠାରେ ପ୍ରାର୍ଥୀ କରିଛି ବିଜେଡି ।
ନା ଭୁଲି ହେଉଛି ସେଦିନର ସେହି ଆତଙ୍କର ମୁହୁର୍ତ୍ତ, ନା ଭୁଲାଇ ଦେଉଛି ୧୩ ବର୍ଷ ତଳର ତରଳ ନିଆଁର ପ୍ରକୋପ । ଆଜି ବି ଯନ୍ତ୍ରଣାରେ ଜଡ଼ସଡ଼ ଶରୀର । ଏଭଳି ଯନ୍ତ୍ରଣାଦାୟକ କାହାଣୀ ଭିତରେ ସେହି ଜହ୍ଲାଦଙ୍କ ବିରୋଧରେ ରାୟ ଆସିଛି ।
ଏହାର କାରଣ କ’ଣ ହୋଇପାରେ ସେନେଇ ଶୀଘ୍ର ରିପୋର୍ଟ ଦେବାକୁ କୁହାଯାଇଛି । ଏଥିପାଇଁ କିଏ ଦାୟୀ ସେନେଇ ମଧ୍ୟ ଆଲୋଚନା କରାଯାଉଛି ।
ପିସିସି ସଭାପତି ପରିବର୍ତ୍ତନ ପାଇଁ ପ୍ରୋସେସିଂ ଆରମ୍ଭ ହୋଇଥିବା କହିଛନ୍ତି ନିରଞ୍ଜନ ପଟ୍ଟନାୟକ ।
କନ୍ଧମାଳଜିଲ୍ଲା ସାରଙ୍ଗଡ଼ ଥାନା ଅଂଚଳର ସମ୍ପୃକ୍ତ ଦମ୍ପତ୍ତି ରହୁଥିବା ବେଳେ ସାହିର ଅନ୍ୟ ଲୋକ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି ଓ ବିଷ୍ଠା ଖୁଆଇଛନ୍ତି
ଛୋଟ ପିଲାଙ୍କ ମଧ୍ୟରେ ପୋଲିସ ପ୍ରତି ଭୟ ଦୂର କରିବା ସହ ସେମାନଙ୍କ ପାଇଁ ପୋଲିସ ପ୍ରତି ଏକ ବନ୍ଧୁତ୍ୱର ବାତାବରଣ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ଏଭଳି ଉଦ୍ୟମ
ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଦ୍ଧାର ପାଇଁ ହୋଇଥିଲା ହେଲିକପ୍ଟର ବନ୍ଦୋବସ୍ତ । ଏଯାବତ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ମିଳିଲା ସୂଚନା ।
ଭାଗ୍ୟ ବଦଳାଇ ଦେଲା ପରିବା ଚାଷ। ପାଳରେ ଭେଣ୍ଡି, କଖାରୁ, ଗୁଆଁର, କଲରା ଚାଷ କରି ମାସକୁ ଲକ୍ଷେ ଟଙ୍କାରୁ ଅଧିକ ଚାଷ କରୁଛନ୍ତି ଦୁଇ ଭାଇ। ନିଜେ ଭଲରେ ଚଳିବା ସହ ପାଖଆଖ ପିଲାଙ୍କୁ ଦେଉଛନ୍ତି ଭଲ ଦୁଇ ପଇସା ରୋଜଗାର। ଭୁବନେଶ୍ୱରରୁ ବେପାରୀ ଯାଇଁ ନେଇ ଆସୁଛନ୍ତି ପରିବା।
NMAକୁ ଦିଆଯାଇଥିବା ଡିଜାଇନ ଓ ବର୍ତ୍ତମାନ ଡିଜାଇନ ଭିନ୍ନ ରହିଛି । ଡିଜାଇନରେ ବାରମ୍ବାର ପରିବର୍ତ୍ତନ ମଧ୍ୟ ଦେଖାଯାଇଥିବା ଉଲ୍ଲେଖ କରାଯାଇଛି । ଖନନ ଦ୍ୱାରା ଐତିହ୍ୟସ୍ଥଳୀର କୀର୍ତ୍ତିରାଜି ନଷ୍ଟ ହୋଇଥାଇପାରେ ବୋଲି ମଧ୍ୟ କୁହାଯାଇଛି ।
ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରଥମେ ଆଜି ବିଜେଡି ପକ୍ଷରୁ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ ଘଷଣା କରାଯାଇଥିଲା ।
ଯୁବତୀଙ୍କ ସହ ଅସଞ୍ଜତ ଅବସ୍ଥାରେ ଥିଲେ, ରେଡହ୍ୟାଣ୍ଡେଡ୍ ଧରାପଡ଼ିଲେ ସରକାରୀ ଅଧିକାରୀ ।
ଜୁନ୍ ୨୦ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।
ରାଜଧାନୀ ଭୁବନେଶ୍ୱରରେ ପୁଣି ମାତିଲେ ମୂର୍ତ୍ତି ଚୋର। ମନ୍ଦିର ଗ୍ରୀଲ୍ କାଟି ଦୁର୍ବୃତ୍ତମାନେ ମୂର୍ତ୍ତି ଚୋରି କରିଛନ୍ତି।
୮ମରୁ ଦଶମ ପର୍ଯ୍ୟନ୍ତ ପିଲା ସିଧାସଳଖ ଯାଇଥିବାରୁ ସମସ୍ତଙ୍କ ଫର୍ମଫିଲପ ହେଲା।