• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । କଟକ ମେୟର ସୁବାସ ସିଂହଙ୍କ ଇସ୍ତଫା ପରେ ଖାଲିଥିବା ଆସନ ପାଇଁ ହେବ ଉପନିର୍ବାଚନ ହେବ । ମେ ୨୬ରୁ ଜୁନ୍ ୨ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହେବ । ଜୁନ୍ ୩ରେ ନାମାଙ୍କନ ଯାଞ୍ଚ ଓ ୬ ତାରିଖ ଯାଏ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରିଛନ୍ତି ନିର୍ବାଚନ କମିଶନ୍ ।  ଆବଶ୍ୟକ ହେଲେ ଜୁନ୍ ୧୩ରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ । ଗତକାଲି ୩ଟି ଆସନର ନିର୍ବାଚନ ତାରିଖ ଘୋଷଣା ହୋଇଥିଲା ରାଜ୍ୟସଭାରେ ସସ୍ମିତ ପାତ୍ର, ଏନ୍. ଭାସ୍କର ରାଓ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ସରୁଥିବାରୁ, ଏହି ୩ଟି ଆସନରେ ନିର୍ବାଚନ ହେବ ।