ସରକାରୀ ବାବୁଙ୍କ ଉପରେ କଟକଣା କଷିଲେ ମୁଖ୍ୟ ସଚିବ । ଆଉ ଏପଟେ ତେଜିଲା ରାଜନୀତି । ଅଫିସରଙ୍କୁ ନେଇ ଲବି କିଛି ନୂଆ ନୁହେଁ ।
କାର୍ଯ୍ୟକାଳ ଆଉ ମାତ୍ର ୬ ମାସ, ହଠାତ୍ କେନ୍ଦ୍ରରୁ ଓଡ଼ିଶା ଫେରୁଛନ୍ତି ବରିଷ୍ଠ ଆଇଏଏସ୍ ଅଧିକାରୀ ମନୋଜ ଆହୁଜା। ଏହାପରେ ତାଙ୍କୁ ନେଇ ପାୱାର କରିଡରରେ ଚର୍ଚ୍ଚା, ମନୋଜ ହୋଇପାରନ୍ତି ମୁଖ୍ୟ ଶାସନ ସଚିବ ।
ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳ ପୁଣି ବଢାଯିବ ନା ନୂଆ ନିଯୁକ୍ତି ପାଇବେ? ଆସନ୍ତା ୩୦ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ସରିବାକୁ ଯାଉଥିବାରୁ ଏହି ଚର୍ଚ୍ଚା ଏବେ ଜୋର ଧରିଛି।
ରାଜ୍ୟରେ BSKY କାର୍ଡ ଚାଲୁ ରହିଛି ବୋଲି ସ୍ପଷ୍ଟ କଲେ ମୁଖ୍ୟ ସଚିବ। ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କ ସ୍ପଷ୍ଟୋକ୍ତି।
ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ୬ ମାସ ବଢ଼ାଇଲେ ରାଜ୍ୟ ସରକାର। ୨୦୨୪ ଜୁନ୍ ୩୦ ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢ଼ାଇଲେ ସରକାର।
ଫାଇଭ୍ ଟି ସଚିବ ଭି.କେ. ପାଣ୍ଡିଆନଙ୍କ ନାଁରେ ଗୁରୁତର ଅଭିଯୋଗ। ଆଇଏଏସ୍ କ୍ୟାଡର ନିୟମର କରୁଛନ୍ତି ଖୋଲାଖୋଲି ଉଲ୍ଲଂଘନ। ବାରମ୍ବାର ଆଇନ ଉଲ୍ଲ୍ଂଘନ ନେଇ ଡିଓପିଟିରେ କଂପ୍ଳେନ୍। ମୁଖ୍ୟ ସଚିବଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ମନ୍ତ୍ରାଳୟର ନିର୍ଦ୍ଦେଶ।
ନିଇତି ଲୋକେ ଅଭିଯୋଗ କରୁଥିଲେ । ଆଉ ଏବେ ସିଧା ମୁଖ୍ୟ ଶାସନ ସଚିବ ବି ଅସନ୍ତୋଷ ଝାଡ଼ିଲେ । ଟ୍ୱିଟ୍ରେ ସଫା ସଫା ଟାଟା ପାୱାରକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଶୁଣାଇ ଦେଇଛନ୍ତି କାଳବୈଶାଖୀରେ ବେହାଲ୍ ଭୁବନେଶ୍ୱରରେ ଶୀଘ୍ର ସଜାଡ଼ ବିଦ୍ୟୁତ୍ ବ୍ୟବସ୍ଥା।
ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡ଼ିକୁ ଚଳିତ ବର୍ଷ ସଠିକ୍ ଭାବେ ପ୍ରଣୟନ କରିବା ନୂଆ CSଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। ୨୦୨୩-୨୪ ବଜେଟ୍ରେ ରାଜ୍ୟ ସରକାର ୨୦ ଟି ନୂଆ ଯୋଜନା ଘୋଷଣା କରିଛନ୍ତି । ଏହି ଯୋଜନାଗୁଡିକୁ କିଭଳି ସଫଳ ଭାବେ କାର୍ଯ୍ୟକରୀ କରାଯିବ ତାର ରୋଡମ୍ୟାପ ପ୍ରସ୍ତୁତ କରିବେ ମୁଖ୍ୟ ସଚିବ।
ପୂର୍ବରୁ ସୁରେଶ ମହାପାତ୍ରଙ୍କର ୬ ମାସ କାର୍ଯ୍ୟକାଳ ବଢ଼ିଥିଲା ।
ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ ମାସ ଯାଏ ବୃଦ୍ଧି କରଯାଇଛି। ୧୯୮୬ ବ୍ୟାଚ୍ର ଏହି ଆଇଏଏସ ଅଧିକାରୀଙ୍କ ଚାକିରି କାଳ ଆସନ୍ତା ଫେବୃଆରୀ ୨୮ ତାରିଖରେ ସମ୍ପୂର୍ଣ୍ଣ ହେଉଥିଲା।