• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Chief Secretary

Pradeep Jena
ବଢ଼ିଲା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ, ୬ ମାସ ବଢ଼ାଇଲେ ରାଜ୍ୟ ସରକାର

ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ୬ ମାସ ବଢ଼ାଇଲେ ରାଜ୍ୟ ସରକାର। ୨୦୨୪ ଜୁନ୍ ୩୦ ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢ଼ାଇଲେ ସରକାର।

DoPT asks Odisha chief secretary to take action against IAS officer
ଅଡୁଆରେ ଫାଇଭ୍-ଟି ସଚିବ ଭି.କେ. ପାଣ୍ଡିଆନ୍

ଫାଇଭ୍ ଟି ସଚିବ ଭି.କେ. ପାଣ୍ଡିଆନଙ୍କ ନାଁରେ ଗୁରୁତର ଅଭିଯୋଗ। ଆଇଏଏସ୍ କ୍ୟାଡର ନିୟମର କରୁଛନ୍ତି ଖୋଲାଖୋଲି ଉଲ୍ଲଂଘନ। ବାରମ୍ବାର ଆଇନ ଉଲ୍ଲ୍ଂଘନ ନେଇ ଡିଓପିଟିରେ କଂପ୍ଳେନ୍। ମୁଖ୍ୟ ସଚିବଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ମନ୍ତ୍ରାଳୟର ନିର୍ଦ୍ଦେଶ।

Electricity Cuts
ଘନଘନ ବିଜୁଳି କାଟ; କାଳବୈଶାଖୀରେ ଯଦି ଏମିତି, ବାତ୍ୟା ଆସିଲେ ହେବ କେମିତି ?

ନିଇତି ଲୋକେ ଅଭିଯୋଗ କରୁଥିଲେ । ଆଉ ଏବେ ସିଧା ମୁଖ୍ୟ ଶାସନ ସଚିବ ବି ଅସନ୍ତୋଷ ଝାଡ଼ିଲେ । ଟ୍ୱିଟ୍‌ରେ ସଫା ସଫା ଟାଟା ପାୱାରକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଶୁଣାଇ ଦେଇଛନ୍ତି କାଳବୈଶାଖୀରେ ବେହାଲ୍ ଭୁବନେଶ୍ୱରରେ ଶୀଘ୍ର ସଜାଡ଼ ବିଦ୍ୟୁତ୍ ବ୍ୟବସ୍ଥା।

PK JENA
ଦାୟିତ୍ୱ ନେବେ ମୁଖ୍ୟ ଶାସନ ସଚିବ: ସାମ୍ନା କରିପାରନ୍ତି ଏଇ ୭ ଚ୍ୟାଲେଞ୍ଜ

ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡ଼ିକୁ ଚଳିତ ବର୍ଷ ସଠିକ୍ ଭାବେ ପ୍ରଣୟନ କରିବା ନୂଆ CSଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। ୨୦୨୩-୨୪ ବଜେଟ୍‌ରେ ରାଜ୍ୟ ସରକାର ୨୦ ଟି ନୂଆ ଯୋଜନା ଘୋଷଣା କରିଛନ୍ତି । ଏହି ଯୋଜନାଗୁଡିକୁ କିଭଳି ସଫଳ ଭାବେ କାର୍ଯ୍ୟକରୀ କରାଯିବ ତାର ରୋଡମ୍ୟାପ ପ୍ରସ୍ତୁତ କରିବେ ମୁଖ୍ୟ ସଚିବ।

Special story
ଦ୍ୱିତୀୟ ଥର ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି

ପୂର୍ବରୁ ସୁରେଶ ମହାପାତ୍ରଙ୍କର ୬ ମାସ କାର୍ଯ୍ୟକାଳ ବଢ଼ିଥିଲା ।

Odisha Chief Secretary
ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି

ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ ମାସ ଯାଏ ବୃଦ୍ଧି କରଯାଇଛି। ୧୯୮୬ ବ୍ୟାଚ୍‌ର ଏହି ଆଇଏଏସ ଅଧିକାରୀଙ୍କ ଚାକିରି କାଳ ଆସନ୍ତା ଫେବୃଆରୀ ୨୮ ତାରିଖରେ ସମ୍ପୂର୍ଣ୍ଣ ହେଉଥିଲା।