• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ବୁଧୁବାର। ତିଥି – ୯ମୀ ରାତ୍ରି ୦୮/୪୫ ଗତେ ୧୦ ମୀ, ଚନ୍ଦ୍ର   – ମୀନ ଅହୋରାତ୍ର, ଘାତ ଚନ୍ଦ୍ର-  ଧନୁ ରାଶିର ଅହୋରାତ୍ର, ଘାତ ବାର – କର୍କଟ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ନାସ୍ତି।

ଶୁଭ ସମୟ-  ପ୍ରାତଃ ୦୭/୫୧ ରୁ ୦୧/୦୩,  ଦିବା ୧୦/୦୯ ରୁ ୧୧/୨୨,  ଦିବା ୦୧/୦୦ ରୁ ୦୫/୩୧, ସନ୍ଧ୍ୟା  ୦୪/୨୪ ରୁ ୧୦/୦୦, ରାତ୍ରି ୧୨/୧୦ ରୁ ୦୧/୩୬, 
ଅଶୁଭ ସମୟ- ରାହୁ କାଳ-  ଦିବା ୧୧/୪୮ ରୁ ୦୧/୨୭, କାଳ ବେଳା-  ଦିବା ୦୮/୩୦ ରୁ ୧୦/୦୯, ବାର ବେଳା – ଦିବା ୧୧/୪୮ ରୁ ୦୧/୨୭, କାଳ ରାତ୍ରି-  ରାତ୍ରି ୦୨/୩୦ ରୁ ୦୩/୫୧

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ମେଷ: 
ଅଶ୍ୱନୀ – ଆପଣଙ୍କର ଧ୍ୟାନ ଆଧାତ୍ମିକ ଦିଗକୁ ଆକର୍ଷିତ ହେବ  
ଦ୍ୱିଜା – ଜମିକୁ ନେଇ ଲାଗି ରହିଥିବା ବିବାଦର ସମାଧାନ ହେବ 
କୃତିକା – ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ
ପ୍ରତିକାର -  ଲାଲ୍ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ 

ବୃଷ: 
କୃତିକା  - ଧୈର୍ଯ୍ୟ ଧରିଲେ କାମରେ ସଫଳତା ପାଇବେ
ରୋହିଣୀ – ନୂଆ ବାହାନ କିଣିବାର ଆଶା ପୂରଣ ହୋଇପାରେ
ମୃଗଶିରା – ଚାକିରି ବୃତ୍ତିରେ ଅଧୁରା ସ୍ୱପ୍ନ ପୂରା ହୋଇପାରେ 
ପ୍ରତିକାର – ମହାଲକ୍ଷ୍ମୀଙ୍କର ଆରଧନା କରନ୍ତୁ 

ମିଥୁନ: 
ମୃଗଶିରା  - ଆପଣଙ୍କର ମନୋବଳ ଉଚ୍ଚ ରହିବ 
ଆଦ୍ରା -  ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା ନିର୍ବାହ କରିବେ
ପୁନର୍ବସୁ -  କିଛି ଉପହାର ମିଳିପାରେ
ପ୍ରତିକାର – ଗଣେଶଙ୍କ ଗାୟତ୍ରୀ ପାଠ କରନ୍ତୁ 

କର୍କଟ: 
ପୁନର୍ବସୁ -  ବଜେଟକୁ ଧ୍ୟାନରେ ରଖି ରଖି ଖର୍ଚ୍ଚ କରନ୍ତୁ
ପୁଷ୍ୟା –  ପଡୋଶୀଙ୍କ ସହିତ ଶତୃତା ଭାବ ସୃଷ୍ଟି ହୋଇପାରେ  
ଅଶ୍ଳେଷା – ସହକର୍ମୀଙ୍କ ତ୍ରୁଟିରେ ବିରକ୍ତି ହୋଇପାରନ୍ତି
ପ୍ରତିକାର – ଧଳା ରଙ୍ଗର ପୋଷାକ ବ୍ୟବହାର କରନ୍ତୁ 

ସିଂହ: 
ମଘା – ଅନ୍ୟମାନଙ୍କ କଥାରେ ଦଖଲ ଦେବାରୁ ନିବୃତ ରୁହନ୍ତୁ
ପୂ , ଫାଲଗୁନୀ -  ଋାଜନୀତିରେ ନାନା ପ୍ରକାର ସମସ୍ୟା ଭିତରେ ଗତି କରିପାରନ୍ତି
ଉ ,ଫାଲଗୁନୀ – ଦ୍ରବ୍ୟନଷ୍ଟ, ବା ଚୋରି ହେବା ସମ୍ଭାବନା ରହିଛି 
ପ୍ରତିକାର – ସୂର୍ଯ୍ୟ ନାରାୟଣକୁ ଜଳଦାନ କରନ୍ତୁ 

କନ୍ୟା: 
ଉ , ଫାଲଗୁନୀ - ପୂର୍ବରୁ ନେଇଥିବା ନିଷ୍ପତ୍ତି ଆପଣଙ୍କୁ ଭଲ ଫଳ ଦେବ
ହସ୍ତା -  ଧାର ଦେଇଥିବା ପଇସା ପାଇ ପାରନ୍ତି
ଚିତ୍ରା – କୈଣସି ପୁରୁଣା ମକଦ୍ଦମା ଉପରେ ମନୋନିବେଶ କରିବେ
ପ୍ରତିକାର -  ଗଣେଶଙ୍କୁ ଦୂବ ଦାନ କରନ୍ତୁ 

ତୁଳା:  
ଚିତ୍ରା – ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ କଥାକୁ ମନଦେଇ ଶୁଣି ପାରନ୍ତି
ସ୍ୱାତୀ – ଭୂ-ସମ୍ପତ୍ତି କିଣିବା  ଯୋଗ ରହିଛି
ବିଶାଖା – ସମାଜ ରେ ପ୍ରତିଷ୍ଠା ବୃଦ୍ଧି ହୋଇପାରେ
ପ୍ରତିକାର – ମହାଲକ୍ଷ୍ମୀଙ୍କ ଅଷ୍ଟକ ପାଠ କରନ୍ତୁ 

ବିଛା
ବିଶାଖା – ବନ୍ଧୁଙ୍କ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ଭାବ ପ୍ରକାଶ କରିବେ
ଅନୁରାଧା -   ଅତି ଭଲ ସମ୍ପର୍କ ରଖିଥିବା ବ୍ୟକ୍ତିବିଶେଷ ଚିନ୍ତାର କାରଣ ହୋଇପାରନ୍ତି
ଜ୍ୟେଷ୍ଠା  –  ବଦ୍‌ହଜମୀ ଜନିତ ସମସ୍ୟା ଭୋଗିବେ
ପ୍ରତିକାର – ହନୁମାନ ଚାଳିଶା  ପାଠ କରନ୍ତୁ ।

ଧନୁ: 
ମୂଳା – ଆପଣ ଆତ୍ମ ବିଶ୍ୱାସରେ ପୂର୍ଣ୍ଣ ରହିବେ
ପୂ , ଷାଢା – ଲେଖାଲେଖି କରୁଥିବା ବ୍ୟକ୍ତିଙ୍କୁ ପ୍ରଂଶସା ମିଳିପାରେ 
ଉ , ଷାଢା – ରାଜନୀତିରେ ମହତ୍ୱାକାଂକ୍ଷା ପୂରା ହେବ 
ପ୍ରତିକାର – ଗୁରୁଜନଙ୍କ ଠାରୁ ଆଶୀର୍ବାଦ ନିଅନ୍ତୁ 

ମକର: 
ଉ , ଷାଢା -  ଜୀବନକୁ ଉକୃଷ୍ଟ କରିବା ଲାଗି ସୁଯୋଗ ପାଇବେ
ଶ୍ରବଣା – ଲେଖାପଢା ପ୍ରତି ଆଗ୍ରହ ରୁଚି ବଢିବ
ଧନିଷ୍ଠା – ପରିବାର ଲୋକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଚେଷ୍ଟା କରିବେ 
ପ୍ରତିକାର – ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ 

କୁମ୍ଭ
ଧନିଷ୍ଠା -   ମନ ଚାହୁଁଥିବା କାମରେ ପ୍ରତିବନ୍ଧକ ସୃଷ୍ଟି ହେବ
ଶତଭିଷା – ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ    
ପୂ , ଭାଦ୍ରପଦ  – ପରିବାର ଭିତରେ ଭୁଲବୁଝାବଣା ହେବ
ପ୍ରତିକାର – ମହାଦେବଙ୍କର ଦର୍ଶନ କରନ୍ତୁ 

ମୀନ
ପୂ , ଭାଦ୍ରପଦ - ବନ୍ଧୁଙ୍କ ସହିତ ପୂର୍ବ ଅପେକ୍ଷା ଭଲ ସମ୍ବନ୍ଧ ରହିବ
ଉ , ଭଦ୍ରପଦ - ଶିକ୍ଷାକ୍ଷେତ୍ରରେ ଭଲ ପରିମାଣ ପାଇବେ
ରେବତୀ – ପତିପତ୍ନୀଙ୍କ ମଧ୍ୟରେ ଭଲ ସପଂର୍କ ସୃଷ୍ଟି ହେବ
ପ୍ରତିକାର – ମା ତାରାଙ୍କର ମନ୍ତ୍ର ପାଠ କରନ୍ତୁ 

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)