ଆଗାମୀ ପୋପ ନିର୍ବାଚନରେ ଭାରତୀୟ କାର୍ଡିନାଲ୍ସଙ୍କୁ ଭୋଟ ଦେବାର ଅଧିକାର ମିଳିବ । ଯଦ୍ୱାରା ଏହି ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ ପ୍ରକ୍ରିୟାରେ ଭାରତର ଉପସ୍ଥିତି ମଧ୍ୟ ମହତ୍ୱପୂର୍ଣ୍ଣ ରହିବ । ୭୯ ବର୍ଷୀୟ କାର୍ଡିନାଲ ଜଜ ଏଲେନଚ୍ୱେରୀ ସାୟରୋ ମଲାବାର କ୍ୟାଥେଲିକ ଚର୍ଚ୍ଚର ମୁଖ୍ୟ ଆର୍କବିଶପ ଅଟନ୍ତି, ଯାହା ଭାରତର ସବୁଠାରୁ ବଡ କାଥୋଲିକ ସମୁଦାୟ ମଧ୍ୟରୁ ଗୋଟିଏ ।
ଶ୍ରଦ୍ଧା କଥା ଲୋକଲୋଚନକୁ ଆଣନ୍ତୁ, ନହେଲେ ଦାୟିତ୍ବରୁ ଓହରନ୍ତୁ କହିଲେ ବସନ୍ତ ।
କେଉଁ ପଇସାରେ ସେ ଇଟାଲୀ ଗସ୍ତ କରିଥିଲେ ? ଯଦି ସରକାରୀ ପଇସାରେ ଯାଇଥିଲେ, ତେବେ କଣ ଉପଲବ୍ଧି କଲେ ବୋଲି ବିଜେପି ବିଧାୟକ ଜୟନାରାୟଣ ମିଶ୍ର ପ୍ରଶ୍ନ କରିଛନ୍ତି ।
ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି । କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କଣ ଆଲୋଚନା ହୋଇଛି, ତାହା ଜଣାପଡ଼ିନି ।