• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Gold rate today
କମିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନାର ଦାମ୍

କମିଲା ସୁନା ଦର।‌ ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ୪୭,୦୭୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୦୭୦ ଟଙ୍କା ହୋଇଛି। ଦେଶରେ ନୂଆଦିଲ୍ଲୀରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୬,୪୫୦ ଟଙ୍କା ଓ ୫୦,୬୭୦ ଟଙ୍କା ରହିଥିବା ବେଳେ ମୁମ୍ବାଇରେ ଯଥାକ୍ରମେ ୪୪,୬୨୦ ଟଙ୍କା ଓ ୪୮,୦୭୦ ଟଙ୍କା ରହିଛି ।

UttaraKhand Flood
ଉତ୍ତରାଖଣ୍ଡ ବିଭୀଷିକା: ଫସିରହିଥିବା ଯାତ୍ରୀଙ୍କୁ ଉଦ୍ଧାର କଲେ ରେସ୍କ୍ୟୁ ଟିମ୍

ଅଚାନକ ନଦୀରେ ପାଣି ବଢ଼ିଯିବାରୁ ଅନେକ ସ୍ଥାନରେ ଭୁସ୍ଖଳନ। ବଦ୍ରିନାଥ ହାଇୱେର ଲାମ୍ବାଡ଼ରେ ଫସି ଯାଇଥିଲା କାର୍। ଭୂସ୍ଖଳନ ଯୋଗୁଁ କାରଟି ରାସ୍ତା ତଳକୁ ଭାସି ଯାଇଥିଲା। ତେବେ ସୌଭାଗ୍ୟବଶତଃ କାର ଚାଳକ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। କାର୍‌କୁ ବି ସୁରକ୍ଷିତ ଭାବେ ବାହାର କରାଯାଇଛି। 

Kerala | Bride, Groom Reach Temple In Cooking Vessel For Marriage
ଏମିତି ବି ଝିଅ ବିଦା ହୁଏ..

ତିଥି ଫିଟିଥିଲା..ନିଷ୍ପତ୍ତି ସରିଥିଲା.. ହେଲେ ଏ ବର୍ଷା ସବୁ ବିଗାଡ଼ିଦେଲା..ପ୍ରବଳ ବର୍ଷା ସାଙ୍ଗକୁ ଜଳାର୍ଣ୍ଣବ ପରିସ୍ଥିତି.. ହେଲେ ବାହା ତ ହେବାର ଅଛି.. ଯେଣ ତେଣ ପ୍ରକାରେଣ ମନ୍ଦିରରେ ବାହାଘର ସରିଲା...

Badrinath Rainfall
ବଦ୍ରିନାଥରେ ଛାତିଥରା ଦୃଶ୍ୟ..

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା..ଭୂସ୍ଖଳନ ଯୋଗୁ ୩ଟି ବଡ଼ ବଡ଼ ରାଜରାସ୍ତା ବନ୍ଦ ହୋଇଯାଇଛି.. ଯୋଗାଯୋଗ ଓ ପରିବହନରେ ବାଧା ସୃଷ୍ଟି ହୋଇଛି.. ଏକାଧିକଙ୍କ ମୃତ୍ୟୁ ହେଲାଣି..

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା
ଅର୍ଥନୈତିକ ବିକାଶ, ରପ୍ତାନୀ କ୍ଷେତ୍ରରେ ଭାରତକୁ ମିଳିବ ବଡ଼ ସଫଳତା: ବୈଜୟନ୍ତ

କିଛି ଦିନ ତଳେ ଦଳ ପକ୍ଷରୁ ନୂଆ କରି ରାଷ୍ଟ୍ରୀୟ ପଦାଧିକାରୀ କମିଟି ଗଠନ ହୋଇଥିଲା। ଏହାପରେ ଆଜି ଥିଲା କମିଟିର ପ୍ରଥମ ବୈଠକ। ଏଥିରେ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ, ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନ ଏବଂ କୋଭିଡ ସ୍ଥିତି ଉପରେ ଆଲୋଚନା ହୋଇଥିଲା।

Bride, groom in Kerala
ରୋଷେଇ ହଣ୍ଡାରେ ବସି ବାହା ବେଦୀକୁ ଆସିଲେ ବର, କନ୍ୟା

କେରଳରେ ଲଗାଣ ବର୍ଷା ଓ ଭୂସ୍ଖଳନ ଯୋଗୁ କେରଳ ଅବସ୍ଥା ସାଂଘାତିକ। ଏବେବି ଜଳବନ୍ଦୀ ଅବସ୍ଥାରେ ଅନେକ ସହର। ତଥାପି ବାହାଘର ରୋକିପାରିନି ବର୍ଷା ଓ ବନ୍ୟା ବିତ୍ପାତ। 

J&K admin signs MoU with Dubai
ଜାମ୍ମୁ କାଶ୍ମୀର ବିକାଶ ପାଇଁ ବଡ ପଦକ୍ଷେପ : ଦୁବାଇ ସରକାରଙ୍କ ସହ ଚୁକ୍ତିନାମା ସ୍ୱାକ୍ଷର

ଜାମ୍ମୁ କାଶ୍ମୀର ବିକାଶ ପାଇଁ ବଡ ପଦକ୍ଷେପ । ଦୁବାଇ ସରକାରଙ୍କ ସହ ଚୁକ୍ତିନାମା ସ୍ୱାକ୍ଷର କଲେ ଜାମ୍ମୁକାଶ୍ମୀର ସରକାର । ଦୁବାଇ ସରକାରଙ୍କ ସହ ହୋଇଥିବା ଏହି ଏମଓୟୁ କାଶ୍ମୀରରେ ଶିଳ୍ପାନୁଷ୍ଠାନର କଲଚର ହୋଇଛି ।

Ram Rahim
ଗୁରମିତ ରାମ ରହିମଙ୍କୁ ଆଜୀବନ କାରାଦଣ୍ଡାଦେଶ

ରାମ ରହିମଙ୍କୁ ଆଜୀବନ କାରାଦଣ୍ଡାଦେଶ । ଗୁରମିତ ରାମ ରହିମଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି । ରଣଜିତ ସିଂହ ହତ୍ୟା ମାମଲାରେ ଆଜୀବନ ସଜା ଶୁଣାଇଛନ୍ତି କୋର୍ଟ । ଏହା ବ୍ୟତୀତ ଅନ୍ୟ ଚାରିଜଣଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ୨୦୦୨ରେ ପୂର୍ବତନ ଡେରା ମ୍ୟାନେଜର ରଣଜିତ ସିଂଙ୍କ ହତ୍ୟା ମାମଲାରେ ରାମ ରହିମ ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ଅକ୍ଟୋବର ୮ରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା

Detecting  Boric acid adulteration in Maida / Rice flour
ମଇଦା ଓ ଚାଉଳ ଅଟାରେ କେମିକାଲ ଅପମିଶ୍ରଣ ! FSSAI ଦେଲା ଟିପ୍ସ, କିପରି କରିବେ ଯାଞ୍ଚ ?

ପାର୍ବଣ ଋତୁରେ ଅପମିଶ୍ରିତ ସାମଗ୍ରୀର ଭୟ ଅଧିକ ଥାଏ । ଏହି ସମୟ ମଧ୍ୟରେ ମଇଦା ଏବଂ ଅଟା ପରି ଖାଦ୍ୟ ସାମଗ୍ରୀ ଅଧିକ ମାତ୍ରାରେ କିଣନ୍ତି ଜନତା । ମିଠା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ବ୍ୟଞ୍ଜନ ତିଆରି କରିବାରେ ସେଗୁଡିକ ବ୍ୟବହୃତ ହୁଏ

Trisul
ଚୀନ ସେନାକୁ ତ୍ରିଶୁଳ ଓ ବଜ୍ରରେ ଜବାବ ଦେବ ଭାରତୀୟ ସେନା

LACରେ ଚୀନ ସେନାକୁ ତ୍ରିଶୁଳ ଓ ବଜ୍ରରେ ଜବାବ ଦେବ ଭାରତୀୟ ସେନା । ସୀମାନ୍ତରେ ସେନାର ମୁକାବାଲି ପାଇଁ ପ୍ରସ୍ତୁତ ହୋଇଛି ଅତ୍ୟାଧୁନିକ ଅଣ ଘାତକ ତ୍ରିଶୁଳ ଓ ବଜ୍ର ।

Wife Beats Husband over Extra-marital Affair
ଜିମ୍‌ରେ ଚାଲିଥିଲା ରାସଲୀଳା :  ସ୍ୱାମୀ ଓ ପ୍ରେମିକାକୁ ଚପଲରେ ସେକି ନେଇଗଲେ ସ୍ତ୍ରୀ . . .

’ପିଲାଙ୍କୁ ଛାଡ଼ି, ଝିଅ ବୁଲଉଛୁ । ମୁଁ ଘରେ କାମ କରିବି, ତୁ ବାହାରେ ରାତି ରଙ୍ଗୀନ୍ କରିବୁ ।’ବ୍ୟାୟାମ କରିବାକୁ ଜିମ ଯାଇଥିବା ଯୁବକ ଅନ୍ୟ ଯୁବତୀ ପ୍ରେମରେ ଉବୁଟୁବୁ ହେଉଥିଲେ । ଆଉ ଠିକ୍ ସମୟରେ ଜିମ୍‌ରେ ପହଞ୍ଚି ସ୍ୱାମୀ ଓ ତା’ର ପ୍ରେମିକାକୁ ଉତ୍ତମ ମଧ୍ୟମ ଦେଲେ ସ୍ତ୍ରୀ । ଭୋପାଳ ସହରର କୋହେଫିଜା ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି ।

Air pollution in Delhi
ପ୍ରଦୂଷଣ ଉପରେ କେଜରିୱାଲ ସରକାରଙ୍କ ପ୍ରହାର : ’ରେଡ୍ ଲାଇଟ୍ ଅନ୍ ଗାଡି ଅଫ୍’ ଅଭିଯାନ ଆରମ୍ଭ

ଦିଲ୍ଲୀ ସରକାର ଆଜି ଠାର ବାୟୁ ପ୍ରଦୂଷଣ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି । ଫଳ ସ୍ୱରୂପ ରାଜଧାନୀରେ 'ରେଡ୍ ଲାଇଟ୍ ଅନ୍ କାର୍ ଅଫ୍' ଅଭିଯାନ ଏକ ମାସ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ରେଡ୍ ଲାଇଟ୍ ଜଳିଳେ ତଥା ଟ୍ରାଫିକ୍‌ରେ ଅଟକିଲେ ଗାଡି ବନ୍ଦ କରିବାକୁ ଲୋକଙ୍କୁ ନିବେଦନ କରାଯାଇଛି ।

Fire Mishap
ସୁରତରେ ଏକ ପ୍ୟାକେଜିଂ କମ୍ପାନିରେ ବଡ ଧରଣର ଅଗ୍ନିକାଣ୍ଡ ଘଟି ବିପୁଳ କ୍ଷତି

ସୁରତରେ ଏକ ପ୍ୟାକେଜିଂ କମ୍ପାନିରେ ବଡଧରଣର ଅଗ୍ନିକାଣ୍ଡଘଟି ବିପୁଳ କ୍ଷତି । ପାଖାପାଖି ଶହେ ଉର୍ଦ୍ଦ ଲୋକେ ଆହାତ ହୋଇଥିବା ସୂଚନା ମିଳିଛି।

Fire Mishap
ପ୍ୟାକେଜିଂ ମିଲ୍‌ରେ ଭୟଙ୍କର ନିଆଁ, ୧୦ ଦମକଳ ବାହିନୀ ନିୟୋଜିତ

ଗୁଜରାଟର ସୁରଟସ୍ଥିତ କଡ଼ୋଦରାର ଗୁଜୁରାଟ ୱଦ୍ୟୋଗିକ ବିକାଶ ନିଗମରେ ଭୟବହ ଅଗ୍ନିକାଣ୍ଡ । ବିବା ପ୍ୟାକେଜିଂ ମିଲ୍‌ରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ନିଆଁରୁ ବଞ୍ଚିବା ପାଇଁ କିଛି ଶ୍ରମିକ ୫ ମହଲା ଉପରୁ ତଳକୁ ଡେଇଁପଡ଼ିଥିବା ଖବର ମଧ୍ୟ ସାମ୍ନାକୁ ଆସିଛି ।

Jammu Kashmir
ଅଣ-କାଶ୍ମୀରୀଙ୍କ ପାଇଁ ବଢ଼ୁଛି ବିପଦ, ସେନା ଶିବିର କିମ୍ବା ସୁରକ୍ଷିତ ସ୍ଥାନକୁ ହେବେ ସ୍ଥାନାନ୍ତର

କାଶ୍ମୀରରେ ରହୁଥିବା ବାହାରର ଶ୍ରମିକଙ୍କୁ ସେନା କିମ୍ବା ପୋଲିସ ସୁରକ୍ଷାରେ ଥିବା ଶିବିରକୁ ସ୍ଥାନାନ୍ତର କରାଯିବ । ଏନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ଜାମ୍ମୁ ଓ କାଶ୍ମୀର ପୋଲିସ ମୁଖ୍ୟ ବିଜୟ କୁମାର କହିଛନ୍ତି ।

House
ବର୍ଷା ବିତ୍ପାତ: ଭାସିଗଲା ରାସ୍ତା କଡ଼ରେ ଥିବା ଛାତ ଘର ! ଦେଖନ୍ତୁ ଭିଡିଓ..

କେରଳର କିଛି ଜିଲ୍ଲାରେ ଗତ ଦୁଇ ଦିନର ଲଗାଣ ବର୍ଷା ଫଳରେ ସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇପଡ଼ିଛି । ଏହି ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ପ୍ରାୟ ଏବେ ସୁଦ୍ଧା ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି ।

J & K Police
ଅଣ-କାଶ୍ମୀର ଶ୍ରମିକଙ୍କ ପାଇଁ ଜାରି ହେଲା ଆଡଭାଇଜରୀ

ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର କୁଲଗାମ୍ ଆକ୍ରମଣରେ ୨ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାରାଶି ଘୋଷଣା କରିବା ସହ ଜାମ୍ମୁ ଓ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ କଥା ହୋଇ ଘଟଣା ସଂପର୍କରେ ଚିନ୍ତା ପ୍ରକାଶ କରିଛନ୍ତି।

kerala flood
କେରଳରେ ଜଳ ପ୍ରଳୟ, ଅନେକଙ୍କ ଗଲାଣି ଜୀବନ

କେରଳରେ ବର୍ଷା ବିତ୍ପାତ। ଗତ କିଛି ଦିନ ଧରି ବର୍ଷା ଲାଗି ରହିଥିବାରୁ କେରଳରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ବର୍ଷା ଜନିତ କ୍ଷୟକ୍ଷତି ଯୋଗୁ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ନିଖୋଜ ଥିବା ସୂଚନା ମିଳିଛି।

manoj-kumar-sharma
ଟେମ୍ପୋ ଡ୍ରାଇଭରଙ୍କ ଭାଗ୍ୟ ବଦଳାଇ ଦେଲେ ବାନ୍ଧବୀ : ପଢ଼ନ୍ତୁ ଆଇପିଏସ୍ ଅଫିସର ମନୋଜଙ୍କ ସଫଳତାର କାହାଣୀ

ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ମନୋଜ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଭଲ ପାଠ ପଢ଼ୁନଥିଲେ । ନବମ, ଦଶମ ଏବଂ ଏକାଦଶରେ ତୃତୀୟ ଶ୍ରେଣୀରେ କୌଣସି ମତେ ପାସ୍ କରିଥିଲେ । ହେଲେ ଦ୍ୱାଦଶରେ କପି କରିପାରିଲେନି ବୋଲି ତାଙ୍କୁ ବିଫଳ ହେବାକୁ ପଡ଼ିଥିଲା । ପାଢ଼ ପଢ଼ି ଚାକିରି କରିବା ଆଶା ନଥିଲା ତାଙ୍କ

kerala rain
ଲଗାଣ ବର୍ଷା ବେହାଲ କେରଳ

କେରଳରେ ବର୍ଷା ବିତ୍ପାତ । ୧୮ ଜଣଙ୍କ ଜୀବନ ଯିବା ସହ ୨୦ ଜଣ ନିଖୋଜ ଅଛନ୍ତି । ଭାଙ୍ଗିଲା ଘର, ଉପୁଡ଼ିଲା ଗଛ I ରେସ୍କୁ ଅପରେସନରେ NDRF ଟିମ୍ I ଇଡୁକି ଜିଲ୍ଲାରେ ବିଗିଡ଼ିଛି ସ୍ଥିତି I ଜଳ ଘେରରେ ଅନେକ ଲୋକI ରିଲିଫ ଯୋଗାଣରେ ଲାଗିଛି ନୌସେନାର ହେଲିକପ୍ଟର ।

amlila-controversy
ରାମଲୀଲାକୁ ବ୍ୟଙ୍ଗାତ୍ମକ ଭାବେ ପରିବେଷଣ କଲେ ଦିଲ୍ଲୀ ଏମ୍ସର କିଛି ଛାତ୍ର : ଗିରଫଦାରୀ ଦାବି ପରେ କ୍ଷମାପ୍ରାର୍ଥନା କଲେ . . .

ରାମଲୀଲାକୁ ବ୍ୟଙ୍ଗାତ୍ମକ ଭାବେ ମଞ୍ଚସ୍ଥ କରିବା ମହଙ୍ଗା ପଡ଼ିଲା । ବିବାଦରେ ଦିଲ୍ଲୀ ଏମ୍ସର କିଛି ଛାତ୍ର । ଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS)ର କିଛି ଛାତ୍ର ରାମଲୀଲାକୁ ବ୍ୟଙ୍ଗାତ୍ମକ ଭାବେ ମଞ୍ଚସ୍ଥ କରି ବର୍ତ୍ତମାନ ବିବାଦରେ ଛନ୍ଦି ହୋଇ ପଡିଛନ୍ତି। ରାମାୟଣର ଚରିତ୍ରମାନଙ୍କୁ ପରିହାସ କରିବା ତଥା ଅଭଦ୍ରତା କରିଥିବା ଅଭିଯୋଗ ହୋଇଛି

Uttarakhand
ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଆଶଙ୍କା : କେଦାରନାଥ ଯାତ୍ରା ଉପରେ ରୋକ୍

ପ୍ରବଳ ବର୍ଷା ଆଶଙ୍କା ଯୋଗୁଁ କେଦାରନାଥ ଯାତ୍ରା ଉପରେ ରୋକ୍ । ଅକ୍ଟୋବର ୧୭ରୁ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ଚାରିଧାମ ସମେତ ଅଧିକାଂଶ ପାର୍ବତ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ଆଶଙ୍କା କରି ପାଣିପାଗ ବିଭାଗ (ଆଇଏମଡି) ଚେତାବନୀ ଦେଇଛି

53 Egyptian Vultures Seen At Yamuna River In Delhi
ଦିଲ୍ଲୀର ଯମୁନା ନଦୀରେ ବୁଲୁଛନ୍ତି ଶାଗୁଣା

ଦିଲ୍ଲୀର ଯମୁନା ନଦୀରେ ବୁଲୁଛନ୍ତି ଶାଗୁଣା

Water Logging & Landslide In Kerala Due To Heavy Rain
କେରଳରେ ପ୍ରବଳ ବର୍ଷା, ୧୫ରୁ ଅଧିକ ଜୀବନ ଗଲାଣି

କେରଳରେ ପ୍ରବଳ ବର୍ଷା, ୧୫ରୁ ଅଧିକ ଜୀବନ ଗଲାଣି

Self Defence Training Programme Of Girls By Jammu & Kashmir Police
ସାବଧାନ୍ ହେଇଯା ଆମେ ସେଲ୍ଫ ଡିଫେନ୍ସ ଟ୍ରେନିଂ ନେଉଛୁ

ଜମ୍ମୁ-କାଶ୍ମୀରର ଉଧାମପୁର ଜିଲ୍ଲା ପୋଲିସ୍ ସ୍ଥାନୀୟ ଯୁବତୀ ମାନଙ୍କୁ ଶିଖାଉଛି ଆତ୍ମରକ୍ଷା କୌଶଳ। ଦେଖନ୍ତୁ ଏହାର ଝଲକ୍