• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: India Covid Update

India reports 3,06,064 new COVID cases
ଦେଶରେ ଚିନ୍ତା ବଢାଉଛି କରୋନା; ଦିନକରେ ୩ ଲକ୍ଷ ୬ ହଜାର ୬୪ ଆକ୍ରାନ୍ତ ଚିହ୍ନଟ, ୪୩୯ ମୃତ୍ୟୁ

ଦେଶରେ ଦିନକରେ ୩ ଲକ୍ଷ ୬ ହଜାର ୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ରମାଗତ ପଞ୍ଚମ ଦିନ ହେଲା ଦେଶରେ ୩ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ରବିବାର ଅର୍ଥାତ୍ ଗତକାଲି ତୁଳନାରେ ଆଜି ସଂକ୍ରମଣ ସଂଖ୍ୟା ସାମାନ୍ୟ କମିଥିବା ଜଣାପଡିଛି ।