ବଲିଉଡ୍ ଫିଲ୍ମ ବିକି ଡୋନର୍ ତ ଆପଣମାନେ ଦେଖିଥିବେ ... କିନ୍ତୁ ବାସ୍ତବ ଜୀବନରେ ଏହା ସତ ହେବ, ଆପଣ କେବେ କଳ୍ପନା କରିଥିଲେ କି !
କଣ୍ଟେଣ୍ଟ ମଡରେସନ ଏବଂ ଫ୍ରିସ୍ପିଚ୍ ପ୍ରତି ବିପଦ ଆଶଙ୍କା କରି ଟେଲିଗ୍ରାମ ସିଇଓ ପାଭେଲ୍ ଡୁରୋଭଙ୍କୁ ପ୍ୟାରିସରେ ଗିରଫ କରିଥିଲା ଫ୍ରାନ୍ସ ପୋଲିସ ।
ଭାରତରେ ବ୍ୟାନ ହୋଇଯିବ କି ଟେଲିଗ୍ରାମ୍ । ଦେଶରେ ଚାଲିଛି ଏଭଳି ଜୋରଦାର ଚର୍ଚ୍ଚା । ପ୍ୟାରିସ୍ ବୋର୍ଜେଟ ବିମାନ ବନ୍ଦରରୁ ଟେଲିଗ୍ରାମ୍ ସିଇଓ ପାଭେଲ ଡୁରୋଭ ଗିରଫ ହେବା ପରେ ସାରା ଦେଶରେ ବଢ଼ିଛି ଏଭଳି ଶଙ୍କା।
ହ୍ୱାଟସ୍ଆପ୍ ଓ ଟେଲିଗ୍ରାମ୍ ବ୍ୟବହାରକୁ ନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ସରକାରୀ କର୍ମଚାରୀଙ୍କୁ ଗୁପ୍ତ ତଥ୍ୟ ବାଣ୍ଟିବା ପାଇଁ ସୋସିଆଲ୍ ମିଡିଆ ଆପ୍ ବ୍ୟବହାର ନକରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ଆପଣ ଟେଲିଗ୍ରାମ ବ୍ୟବହାର କରୁଛନ୍ତି କି? ଯଦି ଆପଣଙ୍କ ଉତ୍ତର ହଁ ହୋଇଥାଏ, ତେବେ ହୋଇ ଯାଆନ୍ତୁ ସାବଧାନ। କାରଣ ଆପଣଙ୍କ ଉପରେ ନଜର ରଖିଛନ୍ତି ହ୍ୟାକର। କୌଣସି ସମୟରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଖାଲି କରି ପାରନ୍ତି। ଏମିତି ଚର୍ଚ୍ଚା ଏବେ ଜୋର ଧରିଛି।
ଦିନକୁ ଦିନ ବଢି ଚାଲିଛି ସାଇବର ଠକେଇ। ନୂଆ ନୂଆ ତରିକା ଆପଣାଇ ସାଇବର ଠକମାନେ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏବେ ହ୍ୟାକରମାନେ ପପୁଲାର୍ ସୋସିଆଲ ମିଡିଆ ପ୍ଲାଟଫର୍ମ୍ସ ଟେଲିଗ୍ରାମକୁ ଟାର୍ଗେଟ୍ କରିବା ଆରମ୍ଭ କରିଛନ୍ତି। ଏମିତି ଖାଲି କରି ଦେଉଛନ୍ତି ଆକାଉଣ୍ଟ...