ଚାପୁଡ଼ା ମାରିଲା ବର, ବାହାଘର ଭାଙ୍ଗି ଦେଲା କନ୍ୟା। ସାମାନ୍ୟ ଏକ ଘଟଣାକୁ ନେଇ ଜୀବନର ନୂଆ ଅଧ୍ୟାୟ ଆରମ୍ଭ ହେବା ପୂର୍ବରୁ ସବୁକିଛି ଓଲଟପାଲଟ ହୋଇଗଲା। ଯାହାକୁ ସାରା ଜୀବନ ସାଥୀ କରିଥାନ୍ତେ, ତାକୁ ସବୁଦିନ ପାଇଁ ହରାଇଲେ।