ସାମାନ୍ୟ କମିଲା ସୁନା ଦର। ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ଦର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨,୭୦୦ ରହିଛି ।
ଜୀବନ ନେଇଗଲା ପରିତ୍ୟକ୍ତ କୂଅ । ଶିଶୁକୁ ବଞ୍ଚାଇବାକୁ ଯାଇ ଚାରି ଜଣଙ୍କର ମୃତ୍ୟୁ ହୋଇଛି ।
ପାକିସ୍ତାନର ୧୪୮ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଟିମ୍ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇଥିଲା।
ଇତିହାସ ପାଲଟିଲା ଉତ୍ତରପ୍ରଦେଶ। ନୋଏଡ଼ାସ୍ଥିତ ବହୁଚର୍ଚ୍ଚିତ ସୁପରଟେକ୍ ଟ୍ୱିନ୍ ଟାଓ୍ୱାର୍। ସେକ୍ଟର ୯୩ରେ ଥିବା ଏହି ଆପେକ୍ସ ଓ ସେୟାନ୍ ଟାଓ୍ୱାର୍ ନିର୍ମାଣକୁ ସୁପ୍ରିମ୍କୋର୍ଟ ବେଆଇନ ଦର୍ଶାଇବା ପରେ, ଏହାକୁ ନିୟନ୍ତ୍ରିତ ବିସ୍ଫୋରଣ ଜରିଆରେ ମାଟିରେ ମିଶାଇ ଦେଇଛି ପ୍ରଶାସନ।
କଂଗ୍ରେସର କ’ଣ ହେବ ? ବଦଳିବେ କି କଂଗ୍ରେସ ମୁଖିଆ ? ନା ପୁଣି ସେହି ଚିରାଚରିତ ଢଙ୍ଗରେ ଚାଲିବ କଂଗ୍ରେସ ?
ଦୁଇ ତୃତୀୟାଂଶ ଫ୍ଲାଟ୍ ବୁକ୍ କରିସାରିଥିଲେ ଗ୍ରାହକ । ଏହି ସମସ୍ତ ଗ୍ରାହକଙ୍କୁ ସେମାନଙ୍କ ମୂଳ ଟଙ୍କା ସୁଧ ସମେତ ଫେରସ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଓଡ଼ିଶାର ନୂଆଁଖାଇ ପର୍ବ ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ମୋଦି
CCTV ର ଯୁଗ ଶେଷ !! ଏଣିକି LED ବଲବ୍ରେ ରେକର୍ଡ ହେବ ସବୁ ଭିଡ଼ିଓ। ଦାମ୍ ମାତ୍ର ଏତିକି ଟଙ୍କା...ଜାଣନ୍ତୁ କଣ କଣ ରହିଛି ଫିଚର୍ସ..
୯ ସେକେଣ୍ଡରେ ମାଟିରେ ମିଶିବ ଟ୍ୱିନ୍ ଟାୱାର , ପୂରା ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି।
୨୦୦୬ ମସିହାରେ ହେମନ୍ତଙ୍କୁ ବିବାହ କରିବା ପରେ କଳ୍ପନା ରାଜନୀତିକୁ ବେଶ୍ ପାଖରୁ ଦେଖିଛନ୍ତି । ତେଣୁ ବର୍ତ୍ତମାନ ସ୍ଥିତିରେ ସ୍ୱାମୀଙ୍କ ଆସନରେ ସେ ବସିଲେ ସବୁ ପରିସ୍ଥିତିର ମୁକାବିଲା କରିପାରିବେ । ଏହାସହ ହେମନ୍ତଙ୍କ ପାଇଁ ବି ରାଜନୈତିକ ଫାଇଦା ଅଧିକ ରହିବ ।
ମାଙ୍କଡ଼ ମୃତ୍ୟୁରେ ଗାଁ ଲୋକଙ୍କ ଶୋକ । ଶୁଦ୍ଧିକ୍ରିୟା ସହ ସମସ୍ତ କର୍ମ କରାଯାଇଛି ।
ଗତକାଲି ରାତିରେ ରାଞ୍ଚିରେ ବସିଥିଲା କଂଗ୍ରେସ ବିଧାୟକ ଦଳ ବୈଠକ । ଆଜି ବି କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ସମସ୍ତ ବିଧାୟକଙ୍କ ଆଲର୍ଟ ମୁଡ୍ରେ ରଖାଯିବା ସହ ରାଞ୍ଚିରେ ହିଁ ରହିବାକୁ ନିର୍ଦ୍ଦେଶ ହୋଇଛି ।
ମାଟିରେ ମିଶିଯିବ ଦୁଇ ନଭଶ୍ଚମ୍ଭି ଅଟ୍ଟାଳିକା । ବିରାଟକାୟ ଟ୍ୱିନ୍ ଟାୱାରକୁ ଭାଙ୍ଗିବା ପାଇଁ ପ୍ରାୟ ୩୭ କ୍ୱିଣ୍ଟାଲ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରାଯିବ ।
ଗାନ୍ଧୀ ପରିବାରକୁ ପୁଣି ଥରେ ହାଇକମାଣ୍ଡ ଦାୟିତ୍ୱ ମିଳିବ ନା ଦଳର ମଙ୍ଗ ଆଉ କିଏ ସମ୍ଭାଳିବେ ତାହା ଆଜି ପରଠୁ ସ୍ପଷ୍ଟ ହେବ
ଅଧିକାଂଶ ସଡକ ଦୁର୍ଘଟଣା 'ଅନ୍ୟ ଡ୍ରାଇଭର' ଯୋଗୁଁ ହେଉଥିବା ବେଳେ ଦ୍ୱିତୀୟ ସର୍ବାଧିକ ଦୁର୍ଘଟଣାର କାର୍ଣ ହେଉଛନ୍ତି ବୁଲା ପଶୁ। କୁକୁର ଏବଂ ମଇଁଷି ଯୋଗୁଁ ୨୫.୪% ଦୁର୍ଘଟଣା ହୋଇଥାଏ।
ସୋନାଲି ଫୋଗଟ୍ଙ୍କୁ ମେଥାମ୍ଫେଟାମାଇନ୍ ଡ୍ରଗ୍ସ ଦିଆଯାଇଥିଲା ବୋଲି ଖୁଲାସା କରିଛି ଗୋଆ ପୋଲିସ।
ଝାଡ଼ଖଣ୍ଡରେ ରାଜନୈତିକ ସଂକଟ: ଅଫିସ ଅଫ୍ ପ୍ରଫିଟ ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ ନେଇ ନିର୍ବାଚନ କମିଶନଙ୍କ ସୁପାରିଶ ପରେ, ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଅପେକ୍ଷା। ନିଜ ଆସନ ଟଳମଳ ହେଉଥିବା ବେଳେ, ସରକାର ବଞ୍ଚାଇବାକୁ କସରତ ଆରମ୍ଭ କରିଛନ୍ତି ହେମନ୍ତ।
ରାଜନୈତିକ ଅସ୍ଥିରତାର ସୁଯୋଗ ନେଇ ସରକାର ଭାଙ୍ଗିବାକୁ ଭରପୁର ଚେଷ୍ଟା କରିପାରେ ବିଜେପି।
ଘଣ୍ଟା ପ୍ରତି ୧୮୦ କି.ମି. ସ୍ପିଡ୍ରେ ଦୌଡୁଥିବା ଏହି ସ୍ୱଦେଶୀ ଟ୍ରେନ୍ର ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି ଭାରତ ସରକାର। ଟ୍ରାଏଲ୍ ରନିଂରେ ଘଣ୍ଟା ପ୍ରତି ୧୮୦ କି.ମି. ବେଗରେ ଟ୍ରାକ୍ରେ ବନ୍ଦେ ଭାରତ ଟ୍ରେନ୍ ଦୌଡ଼ିଛି।
ସାମାନ୍ୟ କମିଲା ସୁନା ଦର। ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ଦର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୩,୦୦୦ ରହିଛି ।
ଟ୍ୱିନ୍ ଟାୱାର ନିର୍ମାଣରେ ବ୍ୟାପକ ଅନିୟମିତତା ଓ ନିୟମ ଉଲ୍ଳଂଘନ ହୋଇଥିବା ଜଣାପଡିବା ପରେ ସୁପ୍ରିମକୋର୍ଟଙ୍କ ଏହାକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି
ଶୀର୍ଷରେ ପ୍ରଧାନମନ୍ତ୍ରୀ ମୋଦି , ୭୫ ପ୍ରତିଶତ ରେଟିଂ ସହ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ହେଲେ ଭାରତର ପ୍ରଧାନମନ୍ତ୍ରୀ
ଗୋଟିଏ ପରିବାରର ୬ ସଦସ୍ୟଙ୍କ ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସୁଇସାଇଡ୍ ନୋଟ୍ ଜବତ କରି ପୋଲିସ୍ ୨ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି।
ଦେଶର ୪୯ତମ ପ୍ରଧାନ ବିଚାରପତି ହେଲେ ଜଷ୍ଟିସ ଲଳିତ
ପୂର୍ବରୁ ସୋନାଲିଙ୍କ ଦୁଇ ସହଯୋଗୀ ସୁଖବିନ୍ଦର ଓ ସୁଧୀରକୁ ଗିରଫ କରିଥିଲା ଗୋଆ ପୋଲିସ ।