ଆଜିଠୁ ଅର୍ଥାତ୍ ସେପ୍ଟେମ୍ବର ୧ରୁ LPG ସିଲିଣ୍ଡର ଦାମ୍ ହ୍ରାସ ପାଇଛି। ତେବେ ୧୪.୨ କିଲୋ ଘରୋଇ LPG ସିଲିଣ୍ଡର ଦାମ୍ରେ କୌଣସି ପରିବର୍ତ୍ତନ ହୋଇନାହିଁ।
ଚୀନ୍ ଦ୍ୱାରା ନିର୍ମାଣ କରାଯାଉଥିବା ବ୍ରିଜ୍ ମଝିରେ ୧୫ ମିଟରର ଫାଙ୍କ ରହିଛି । ନିର୍ମାଣ କାର୍ଯ୍ୟ ଜୋରସୋର୍ରେ ଚାଲିଥିବା ସତ୍ତ୍ୱେ ଏହି ଫାଙ୍କ ପୂରଣ କରାଯାଉନାହିଁ ।
କମିଲା ସୁନା ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ଦର ସାମାନ୍ୟ ହ୍ରାସ ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨,୪୫୦ ରହିଛି ।
ଦେଶ ସାଧୀନତା ପର ଠାରୁ ଭ୍ରଷ୍ଟାଚାର ବଢି ବଢି ଚାଲିଛି। ପୂର୍ବରୁ ନିମ୍ନତମ କର୍ମଚାରୀମାନେ ଦୁର୍ନୀତିରେ ଲିପ୍ତ ରହୁଥିବା ବେଳେ ଏବେ ଉଚ୍ଚ ଅଧିକାରୀଙ୍କ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀମାନେ ଭ୍ରଷ୍ଟାଚାରର ଆଗରେ ଅଛନ୍ତି। କିଏ ଏହାକୁ ଉଠେଇବ?
୧୯୫୦ ପରଠାରୁ ଚତୁର୍ଥ ଥର ପାଇଁ ନୌସେନା ଏଥିରେ ପରିବର୍ତ୍ତନ ଆଣିବାକୁ ଯାଉଛି ।
ଦେଶର ସମସ୍ତ ୫ଟି ପ୍ରଦେଶର ସାଢେ ୩ କୋଟିରୁ ଅଧିକ ଲୋକ, ଅର୍ଥାତ୍ ପ୍ରତି ୭ ଜଣରୁ ଜଣେ ପାକିସ୍ତାନୀ ବନ୍ୟାର ପ୍ରଚଣ୍ଡ କୋପର ଶିକାର ହୋଇଛନ୍ତି ।
ଜଣେ ସିକ୍ୟୁରିଟି ଗାର୍ଡକୁ ମାରି କି ଲାଭ ପାଇଲେ ?
ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବ୍ୟାଙ୍କ୍ ଲକର ଯାଞ୍ଚ କରିଛି CBI । ସିସୋଦିଆଙ୍କ ଉପସ୍ଥିତିରେ ଲକର ଯାଞ୍ଚ କଲା ସିବିଆଇ । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ସିବିଆଇର ଛାନ୍ଭିନ୍ ।
ମେଟା ଓ ଜିଓ ପ୍ଲାଟଫର୍ମସ୍ ପକ୍ଷରୁ ହ୍ୱାଟ୍ସଆପ୍(WhatsApp)ରେ ଜିଓମାର୍ଟ ସେବାର ଶୁଭାରମ୍ଭ ହୋଇଛି। ଏଣିକି ଗ୍ରାହକମାନେ ହ୍ୱାଟ୍ସଆପ୍ରେ ଜିଓମାର୍ଟରେ ସପିଙ୍ଗ କରିପାରିବେ।
ବଢିଲା ସୁନା ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ଦର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨,୯୦୦ ରହିଛି ।
ବାବ୍ରି ମସଜିଦ୍ ଭଙ୍ଗା ଘଟଣାର ସବୁ ମାମଲା ବନ୍ଦ କଲେ ସୁପ୍ରିମକୋର୍ଟ। ଗୁଜରାଟ ଦଙ୍ଗା ସହ ଜଡିତ ସମସ୍ତ ମାମଲରେ ବନ୍ଧା ହେଲା ଡୋରି। ଏନେଇ ଆଜି ଏକ ବଡ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ବାବ୍ରି ମସଜିଦ ଭାଙ୍ଗିବା ଏବଂ ଗୁଜୁରାଟ ଦଙ୍ଗା ସହ ଜଡିତ ସମସ୍ତ ମାମଲାକୁ ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ନିର୍ମାଣାଧୀନ କୋଠା ମାଟିରେ ମିଶିବା ପରେ ଏବେ ସ୍ଥାନୀୟ ଲୋକେ ସେଠାରେ ଭିଡ଼ ଜମାଇ ସେଲଫି ନେଉଥିବା ଦେଖିବାକୁ ମିଳିଛି
ଚନ୍ଦ୍ରକୁ ପୁଣି ମଣିଷ ପଠାଇବା ଲାଗି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା-ନାସା ଏହି ଚନ୍ଦ୍ର ଅଭିଯାନ ଆରମ୍ଭ କରିଥିଲା। ମାତ୍ର ରକେଟର ସ୍ପେସ୍ ଲଞ୍ଚ୍ ସିଷ୍ଟମ-SLS ଇଞ୍ଜିନରେ ତ୍ରୁଟି ଦେଖାଯାଇଥିଲା।
୧୪ ଫୁଟ ଉଚ୍ଚତାରେ ଗଣେଶ ପ୍ରତିମୂର୍ତ୍ତି ଲାଲ ବାଗଚା ରାଜା ମଣ୍ଡପରେ ଶୋଭା ପାଉଛନ୍ତି ।
ଦୀପାବଳି ସୁଦ୍ଧା 5G ସେବାର ଶୁଭାରମ୍ଭ କରିବ ରିଲାଏନ୍ସ ଜିଓ । ଅକ୍ଟୋବର ସୁଦ୍ଧା ଦେଶର ୪ ପ୍ରମୁଖ ସହରରେ ମିଳିବ 5G ସେବା ।
ଝିଅକୁ ବଡ ଦାୟିତ୍ୱ ଦେଲେ ମୁକେଶ ଅମ୍ୱାନୀ । ଈଶା ହେଲେ ରିଲାଏନ୍ସ ରିଟେଲର ଲିଡର୍ ।
କଂଗ୍ରେସ ବିଶେଷ କରି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି କାହିଁକି କଂଗ୍ରେସ ଛାଡିଲେ, ସେନେଇ ଖୁଲାସା କରିଛନ୍ତି ଆଜାଦ ।
ଅଭିଯୁକ୍ତକୁ ଏହି ମାମଲାରେ ପୋଲିସ ଅଧିକ ପଚରାଉଚୁରା ଜାରିରଖିଛି।
ମାତ୍ର ୯ ସେକେଣ୍ଡରେ ମାଟିରେ ମିଶିଲା ଟ୍ୱିନ ଟାୱାର। ଏତେ ମାତ୍ରାରେ ଅଳିଆ ବାହାରିଛି ଯେ ସଫା କରିବାକୁ ଲାଗିବ ପୂରା ୩ ମାସର ସମୟ..
ବ୍ରିଟିଶ ଫୁଟବଲର୍ ଡେଭିଡ ବେକହମ ଏବଂ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ଘର ପାଖରେ ରହିଛି ଅମ୍ବାନୀଙ୍କ ଏହି ଘର ।
ଜୋରଜବରଦସ୍ତି କରି ରାଜି ନହେବାରୁ ସେ ମୋ ସହ ଏପରି କରିଛି । ସେ ବି ସମାନ କଷ୍ଟ ଭୋଗିବା ଉଚିତ୍ ।
ଏକ ନୋଟିସ ଜାରି କରି ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଗଣେଶ ପୂଜା ଅର୍ଥାତ ଅଗଷ୍ଟ ୩୧ ତାରିଖ ଦିନ କୌଣସି ବି ମାଂସ ଦୋକାନ ଖୋଲିବ ନାହିଁ ।
5G ସମ୍ବନ୍ଧରେ ମୁକେଶ ଆମ୍ବାନୀ ବଡ ଘୋଷଣା କରିଛନ୍ତି ।
Yono App ଲଗ୍ଇନ୍ କିମ୍ବା ଏଟିଏମ୍ ନଯାଇ ମଧ୍ୟ SBI ଗ୍ରାହକ ମିନି ଷ୍ଟେଟମେଣ୍ଟ୍ ସମ୍ପର୍କରେ ତଥ୍ୟ ପାଇପାରିବେ। ମିନି ଷ୍ଟେଟମେଣ୍ଟରେ ବ୍ୟାଙ୍କ ପକ୍ଷରୁ ଶେଷ ୫ ଟ୍ରାଞ୍ଜାକ୍ସନ୍(ନେଣଦେଣ)ଆପଣଙ୍କୁ ମିଳିପାରିବ।
ଗତ ଅଗଷ୍ଟ ୨୩ ତାରିଖରେ ଭୋର ୪ଟା ସମୟରେ ଶୋଇଥିବା ଅବସ୍ଥାରେ ଅଙ୍କିତାଙ୍କ ଉପରେ ପେଟ୍ରୋଲ ପକାଇ ଶାହରୁଖ ଜୀଅନ୍ତା ଜାଳି ଦେଇଥିଲା।