• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Gold Price Today
ଶସ୍ତା ହେଲା ସୁନା, ମହଙ୍ଗା ହେଲା ରୁପା

ସୁନା ଦର ସାମାନ୍ୟ ହ୍ରାସ ପାଇଥିବା ବେଳେ ରୁପା ଦର ବୃଦ୍ଧି ପାଇଛି। ଆଜି ସୁନା ଦର ୫୨ ହଜାର ଟଙ୍କା ତଳକୁ ଥିବାବେଳେ ରୁପା ଦର ବୃଦ୍ଧି ପାଇ ୫୭ ହଜାର ଟଙ୍କା ପାର୍‌ କରିଛି।

Bulldozer Action Against Politician Shrikant Tyagi
ଏହି ନେତାଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୨୫ ହଜାର ଟଙ୍କା, ଖୋଜୁଛି ପୋଲିସ୍‌

ନୋଏଡାର ସେକ୍ଟର-୯୩ ସ୍ଥିତ Grand Omaxe Societyରେ ଥିବା ରାଜନେତା ଶ୍ରୀକାନ୍ତ ତ୍ୟାଗୀଙ୍କ  ଆପାର୍ଟମେଣ୍ଟରେ ଆଜି ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି। ଗତ କିଛି ଦିନ ପୂର୍ବେ ଏହି ଆପାର୍ଟମେଣ୍ଟର ଜଣେ ମହିଳାଙ୍କୁ ଶ୍ରୀକାନ୍ତ ତ୍ୟାଗୀ ଦୁର୍ବବ୍ୟହାର କରିଥିଲେ। 

Samajwadi Party Leader Devendra Singh Yadav Car Accident
ସମାଜବାଦୀ ପାର୍ଟି ନେତାଙ୍କ କାର୍‌କୁ ୫୦୦ ମିଟର ଯାଏ ଘୋଷାଡ଼ି ନେଲା ଟ୍ରକ୍‌, ସାମ୍ନାକୁ ଆସିଲା ଭିଡିଓ

ସମାଜବାଦୀ ପାର୍ଟି ନେତାଙ୍କ କାର୍‌କୁ ୫୦୦ ମିଟର ଯାଏ ଘୋଷାଡ଼ି ନେଲା ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌। ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଦୁର୍ଘଟଣା ସମୟର ପୁରା ଦୃଶ୍ୟ କଏଦ ହୋଇଛି। 

3 Dead In Stampede At Temple In Rajasthan
ଅଭାବନୀୟ ଘଟଣା: ମନ୍ଦିରରେ ପ୍ରବଳ ଭିଡ଼ ଯୋଗୁ ଦଳାଚକଟା, ୩ ମହିଳା ଭକ୍ତଙ୍କ ମୃତ୍ୟୁ

ଆଜି ଭୋର ୫ଟା ସମୟରେ ଦଳାଚକଟା ଯୋଗୁ ୩ ଜଣ ମହିଳା ଭକ୍ତଙ୍କ ମୃତ୍ୟୁ ଘଟିବା ସହ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି। ମନ୍ଦିରର ପ୍ରବେଶ ଦ୍ୱାର ଖୋଲିବା ମାତ୍ରେ ଦର୍ଶନ ପାଇଁ ଲୋକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା।

Indian-origin Woman Ends Life In New York
ମୃତ୍ୟୁ ପୂର୍ବରୁ ଶେଷ ଭିଡିଓ କରି ଆତ୍ମହତ୍ୟା କଲେ ମହିଳା, କହିଲେ- ‘ଆଉ ସହି ହେଉନି, ମୋ ମୃତ୍ୟୁ ପାଇଁ...’

ଶାଶୁ ଘର ଲୋକେ ନିର୍ଯାତନା ଦେବା ସହ ସ୍ୱାମୀ ମଦ ପିଇ ମାଡ଼ ମାରିବା ସହ ଘରେ ଭିତରେ ବନ୍ଦ କରି ରଖୁଥିଲେ ବୋଲି ମହିଳା ଜଣକ ଅଭିଯୋଗ ଆଣିଥିଲେ। ଶେଷରେ ନିର୍ଯାତନା ଏତେ ଅତିଷ୍ଠ ହୋଇ ଯାଇଥିଲା ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ।

Petrol-Diesel Price Today
ଏହି ସହରରେ ଶସ୍ତାରେ ମିଳୁଛି ପେଟ୍ରୋଲ ଓ ଡିଜେଲ୍‌

ଲଗାତାର ଭାବେ ଅଶୋଧିତ ତୈଳ ଦର ହ୍ରାସ ଯୋଗୁ ରାଷ୍ଟ୍ରୀୟ ବଜାରରେ ପେଟ୍ରୋଲ ଓ ଡିଜେଲ ଶସ୍ତା ହୋଇପାରେ।ଯଦି ଅଶୌଧିତ ତୈଳ ଦାମ୍‌ ୧୦୦ ଡଲାର ପାଖାପାଖି ରହିବ ତା’ହେଲେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବାର ସମ୍ଭାବନା ରହିଛି।

ISRO's Smallest Rocket Launched
ସ୍ୱାଧୀନତାର ଅମୃତ ମହୋତ୍ସବରେ ଇତିହାସ ରଚିଲା ISRO

ସ୍ୱାଧୀନତାର ଅମୃତ ମହୋତ୍ସବରେ ISRO ଇତିହାସ ରଚିଛି। ଇସ୍ରୋ ପକ୍ଷରୁ ଆଜାଦୀ ସାଟେଲାଇଟ୍ ଉତ୍‌କ୍ଷେପଣ କରାଯାଇଛି।

Firing
ମ୍ୟୁଜିୟମରେ ଓଡ଼ିଆ ଯବାନଙ୍କ ଗୁଳିବର୍ଷା

 ଗୁଳିମାଡ଼ରେ ଓଡ଼ିଆ ଯବାନ ASI ଆର୍.କେ ଷଡ଼ଙ୍ଗୀଙ୍କ ମୃତ୍ୟୁ ହୋଇଛି।

New Vice President
ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ନିର୍ବାଚିତ

 ଜଗଦୀପ ଧନଖଡ଼ଙ୍କୁ ମିଳିଛି ୫୨୮ ଖଣ୍ଡ ଭୋଟ୍।

Special story
ଟ୍ରେନ୍‌ ଯାତ୍ରା କଲା ଷଣ୍ଢ : ଭିଡିଓ ଭାଇରାଲ୍‌

ଲୋକଙ୍କ ପରି ଟ୍ରେନରେ ଯାତ୍ରା କଲା ଷଣ୍ଢ । ହେଲେ କିଏ ତାକୁ ଟ୍ରେନ୍‌ରେ ପଠାଇଲା ?

Special story
ବୋଟରେ ରୋଷେଇ ବେଳେ ବିସ୍ଫୋରଣ, ୪ ମୃତ

ବିହାର ପାଟନା ଗଙ୍ଗା ଘାଟରେ ବୋଟରେ ଭୟଙ୍କର ସିଲିଣ୍ଡର ବିସ୍ଫୋରଣ ଘଟିଛି ।

independence day special quiz in Odia do you know when was first time national flag hoisted know cor
ଜାଣନ୍ତୁ ଅଗଷ୍ଟ ୧୫ର କିଛି ରୋଚକ ତଥ୍ୟ

ଅଗଷ୍ଟ ୧୫ ତାରିଖ ଦିନ ପାଳନ କରାଯିବ ୭୫ ତମ ସ୍ୱାଧୀନତା ଦିବସ, ଜାଣନ୍ତୁ ସ୍ୱାଧୀନତା ଦିବସ ସହ ଜଡ଼ିତ କିଛି ରୋଚକ କଥା...

Special story
ବୁମ୍‌ ନୁହେଁ ହାତରେ ପ୍ଲାଷ୍ଟିକ୍‌ ବୋତଲ : ରିପୋର୍ଟର ହୋଇ ନିଜ ସ୍କୁଲର ପୋଲ୍‌ ଖୋଲିଦେଲା କୁନି ପିଲା

ମାଇକ୍ ପରି ସ୍କୁଲ ହତାରେ ବୁଲି ବୁଲି ଟିଭି ରିପୋର୍ଟର ପରି କୁନି ପିଲାଟିଏ ଗପୁଛି । ଏବେ ସେ ସାରା ଦେଶରେ ଭାଇରାଲ୍ ।

Special story
ଦ୍ୱାଦଶ ପାସ୍‌ ସାଇବର୍‌ ଅପରାଧୀକୁ ଧରିଲା ପୋଲିସ୍‌ : ଲୋକଙ୍କୁ ଠକି ବର୍ଷକରେ ଆୟ କରିଛି ଅଢ଼େଇ କୋଟି

ଚାକିରି ଖୋଜୁ ଖୋଜୁ ଅପରାଧୀ ପାଲଟିଥିବା ବିକାଶ ଏବେ ପୋଲିସ୍‌ ହାତରେ ଧରାପଡ଼ିଛି ।

  • Saturday, 06 August 2022
  • Crime
Husbands Take Oath Instead Of Elected Wives In  Madhya Pradesh Panchayat
ଅଜବ ! ! ! ସ୍ତ୍ରୀ ହେଲେ ସରପଞ୍ଚ, ସ୍ୱାମୀ ନେଲେ ଶପଥ ! ଘଟଣା ଜଣାପଡ଼ିବା ପରେ...

ଶପଥ ସମାରୋହ ଉତ୍ସବ ବିବାଦରେ ପରିଣତ ହୋଇଥିଲା। ଯେତେବେଳେ ବିଜୟୀ ଲାଭ କରିଥିବା ମହିଳା ସରପଞ୍ଚଙ୍କ ସ୍ୱାମୀ ଶପଥ ସମାରୋହକୁ ଆସିଥିଲେ ଓ ସ୍ତ୍ରୀଙ୍କ ବଦଳରେ ସେ ଶପଥ ନେଇଥିଲେ।

Narendra Modi
ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରଥମ ଭୋଟ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସଂସଦର ଉଭୟ ଗୃହର ନିର୍ବାଚିତ ଓ ମନୋନୀତ ସଦସ୍ୟଙ୍କୁ ମିଶାଇ ମୋଟ୍‌ ୭୮୮ ଜଣ ଉପରାଷ୍ଟ୍ରପତି ନିର୍ବାଚନରେ ସାମିଲ ହେବେ । ଭୋଟିଂ ପରେ ସାଙ୍ଗେ ସାଙ୍ଗେ ଗଣତି କରାଯିବ । 

Raksha Bandhan
ରାକ୍ଷୀରେ ଦିନେ ନୁହେଁ ଦୁଇ ଦିନ ପର୍ଯ୍ୟନ୍ତ ମହିଳାଙ୍କ ପାଇଁ ମାଗଣା ବସ୍‌ ଯାତ୍ରା ସୁବିଧା

ଏମିତିରେ ବି ପ୍ରତି ବର୍ଷ ୟୁପି ସରକାର ମାଆ ଓ ଭଉଣୀମାନଙ୍କୁ ରକ୍ଷା ବନ୍ଧନ ଦିନ ୨୪ ଘଣ୍ଟା ପାଇଁ ମାଗଣା ବସ୍‌ ସେବା ଯୋଗାଇଥାନ୍ତି ।

Know How The Vice-President Of India Is Elected ?
ଜାଣନ୍ତୁ, ଦେଶରେ କେମିତି ନିର୍ବାଚିତ ହୋଇଥାନ୍ତି ଉପ-ରାଷ୍ଟ୍ରପତି ?

ରାଷ୍ଟ୍ରପତି ଭଳି ଉପ-ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଦେଶର ସାଧାରଣ ନାଗରିକ ଭୋଟ୍‌ ଦେଇ ନ ଥାନ୍ତି। ଉପରାଷ୍ଟ୍ରପତି ନିର୍ବାଚନରେ କେବଳ ସାଂସଦ ଭୋଟ୍‌ ଦେଇଥାନ୍ତି।

Corona Increased In Delhi
ଟେନ୍‌ସନ୍‌ ବଢ଼ାଉଛି କରୋନା, ଦିନକରେ ୨ ହଜାର ଉପରେ ଆକ୍ରାନ୍ତ

ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଚିନ୍ତା ବଢ଼ିଛି। ଶୁକ୍ରବାର ଦିନ ଦିଲ୍ଲୀରେ ୨,୪୧୯  ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Polling for the Vice Presidential Election 2022 to be held today
ଆଜି ଉପରାଷ୍ଟ୍ରପତି ନିର୍ବାଚନ: ମୁହାଁମୁହିଁ ୨ ଓକିଲ

ସଂସଦ ଭବନରେ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ଚାଲିବ। ଭୋଟିଂ ପରେ ସାଙ୍ଗେ ସାଙ୍ଗେ ଗଣତି କରାଯିବ।

Tejas Fighter Jet
ବଢ଼ୁଛି ତେଜସ୍‌ର ଡିମାଣ୍ଡ ! ମାଲେସିଆ କିଣିବ ୧୮ଟି ଜେଟ୍, ଆମେରିକାର ବି ରହିଛି ଆଗ୍ରହ

ତେଜସ୍ ବିକ୍ରି ପାଇଁ ମାଲେସିଆକୁ ଭାରତର ଅଫର୍ । ୧୮ଟି ତେଜସ ବିମାନ ବିକ୍ରି ପାଇଁ ମାଲେସିଆକୁ ପ୍ରସ୍ତାବ ।

Bajrang Punia
CWG: ଭାରତ ପାଇଁ ସ୍ୱର୍ଣ୍ଣିମ ଦିନ, ଗୋଟିଏ ଦିନରେ ୩ ସ୍ୱର୍ଣ୍ଣ ସହ ୬ ଟତି ପଦକ ପାଇଲା ଦେଶ

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଷ୍ଟମ ଦିନରେ ଭାରତକୁ ତିନିଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଦୁଇଟି ବ୍ରୋଞ୍ଜ ପଦକ ମିଳିଛି ।

'Democracy is dead in India': Congress leaders choose black outfits to protest against price rise
ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ଉଗ୍ର ଆନ୍ଦୋଳନ: ବିଜେପିର ଅଭିଯୋଗ ଇଡି ଯାଞ୍ଚରୁ ବର୍ତ୍ତିବାକୁ ଆଳ

ଦିଲ୍ଲୀରେ ବ୍ୟାରିକେଡ୍ ଡେଇଁ ପ୍ରଦର୍ଶନ ବେଳେ ପ୍ରିୟଙ୍କାଙ୍କୁ ଟେକିନେଲା ପୋଲିସ, ରାହୁଲଙ୍କ ସମେତ ବହୁ ନେତା ଅଟକ…

apart from india these 5 countries also celebrate their independence on 15th august see full report
ଭାରତ ଛଡ଼ା ଆଉ କେଉଁ ଦେଶରେ ୧୫ ଅଗଷ୍ଟ ସ୍ୱାଧୀନତା ଦିବସ

ଭାରତ ଭଳି ଏହି ୫ ଟି ଦେଶ ମଧ୍ୟ ଅଗଷ୍ଟ ମାସ ୧୫ ତାରିଖରେ ସ୍ୱାଧୀନତା ହାସଲ କରିଥିଲେ । ଜାଣନ୍ତୁ କେଉଁ କେଉଁ ଦେଶ...

Special story
ଅର୍ପିତା ମୁଖାର୍ଜୀଙ୍କର ଥିଲା ୩୧ଟି ଏଲଆସି ପଲିସି : ସବୁଠି ନୋମିନି ପାର୍ଥ ଚାଟାର୍ଜୀ

ଅର୍ପିତା ମୁଖାର୍ଜୀ ଏବଂ ପାର୍ଥ ଚାଟାର୍ଜୀଙ୍କ ମିଲିଭଗତର ସମସ୍ତ ପ୍ରମାଣ ଇଡି ହାତରେ ।