ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କର ସୋମବାର ସକାଳ ସାଢ଼େ ୮ଟାରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍ରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ମୃତ୍ୟୁ ପରେ ତାଙ୍କ ପାର୍ଥିବ ଶରୀରକୁ ଇଟୱା ଜିଲ୍ଲା ସ୍ଥିତ ତାଙ୍କର ପୈତୃକ ଗ୍ରାମ ସୈଫାଇକୁ ନିଆଯାଇଥିଲା। ସେଠାରେ ଆଜି ହେବ ତାଙ୍କର ଶେଷକୃତ୍ୟ।
ଆଜି ବିଗ୍ ବି ଅମିତାଭଙ୍କ ୮୦ ତମ ଜନ୍ମଦିନ। ସାରା ଦେଶରୁ ଛୁଟୁଛି ଶୁଭେଚ୍ଛା। ଆସନ୍ତୁ ଦେଖିବା ଅମିତାଭଙ୍କ କ୍ୟାରିୟର୍ ଓ ତାଙ୍କ ଜୀବନ ସହ ଜଡ଼ିତ କିଛି ଜଣାଅଜଣା କାହାଣୀ।
ଅମତାଭ ବଚ୍ଚନ, ଗ୍ଲାମର ଦୁନିଆର ଜଣେ ଅତୁଳନୀୟ ଅଭିନେତା। ନିଜ ସଫଳ କାହାଣୀର ନଜେ ରଚୟିତା। ସମସ୍ତେ ତ ଏଇ ସଫଳ ମଣିଷଟିର ଆଗକୁ ଯିବାର ଦୃଶ୍ୟ ଦେଖିଛନ୍ତି, ହେଲେ ଏହି ସଫଳତା ପଛରେ ଲୁଚି ରହିଥିବା ସଂଘର୍ଷକୁ କେତେଜଣ ବୁଝିଛନ୍ତି ?
୧୦ ଥରର ବିଧାୟକ...୭ ଥରର ସାଂସଦ......ଏମିତି ଥିଲା ତାଙ୍କର ରାଜନୈତିକ କ୍ୟାରିଅର
ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେଙ୍କ ମଧ୍ୟରେ ଚାଲିଥିବା ବିବାଦରେ ନିର୍ବାଚନ କମିଶନ ବଡ଼ ନିଷ୍ପତ୍ତି ନେଇଛନ୍ତି। ଉଦ୍ଧବ ଠାକରେଙ୍କୁ ଆଜି ନିର୍ବାଚନ କମିଶନ ମଶାଲ ଚିହ୍ନ ଦେଇଛନ୍ତି। ଏଥିସହ ତାଙ୍କ ରାଜନୀତିକ ପାର୍ଟିର ନାଁ ମଧ୍ୟ ବଦଳିଛି।
ରାଜଧାନୀ ଲକ୍ଷ୍ନୌ ସମେତ ୪୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ କରାଯାଇଛି। ବିଭିନ୍ନ ଜିଲ୍ଲାରେ ସ୍କୁଲ ବନ୍ଦ ରଖିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି । ନୂଆଦିଲ୍ଲୀ ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ମୁଲାୟମ ।
ନିପାତ ହେଲେ ୨ ଆତଙ୍କବାଦୀ। ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲାରେ ସୋମବାର ଭୋରୁ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି।
ଅଧିକାଂଶ କେସ୍ରେ ହଜି ଯାଇଥିବା ଫୋନ୍ ଆଉ ମିଳେ ନାହିଁ। ତେଣୁ ଏଭଳି ସ୍ଥିତିରେ ଫୋନ୍ର ଡାଟା ଡିଲିଟ୍ କରିବା ଅତ୍ୟନ୍ତ ଜରୁରୀ। ଫୋନ୍ ହଜିଗଲେ କିମ୍ବା ଚୋରି ହୋଇଗଲେ ଯଦି ତୁରନ୍ତ ଆପଣ କିଛି ପଦକ୍ଷେପ ଗ୍ରହଣ ନକରନ୍ତି, ହୁଏତ ଆପଣ ଅସୁବିଧାରେ ପଡ଼ିପାରନ୍ତି।
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୧ ହଜାର ୪୫୦ ଟଙ୍କା ରହିଛି ।
ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ମୁଲାୟମଙ୍କ(Mulayam Singh Yadav) ଶେଷକୃତ୍ୟ କରାଯିବ ବୋଲି କହିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ଭଗବାନ ଯାହାକୁ ରଖିବାକୁ ଚାହିଁବେ ତାକୁ କିଏ ମାରିବ ? ନାଁ ନିଆଁ ତାକୁ ଜାଳି ପାଉଁଶ କରିପାରିବ, ନାଁ ଅଥଳ ଜଳ ତାକୁ ବୁଡାଇ ପାରିବ ? ଯମର କାଳଫାଶ ଖୋଲିଯିବ ଭଗବାନଙ୍କ ଇଚ୍ଛା ପାଖରେ। ଅଥଳ ଜଳରେ କୁଟା ଖିଏ ବି ବୁଡି ଯାଉଥିବା ।
ଚାଲିଗଲେ ମୁଲାୟମ ସିଂ ଯାଦବ । ତାଙ୍କ ଦେହାନ୍ତ ପରେ ପରିବାରରେ ଶୋକର ଛାୟା।
ମୋଦିଙ୍କ ବ୍ୟତୀତ ଅନ୍ୟ ୧୦୪ଟି ଲୋକସଭା ସିଟ୍ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଦଳର ବରିଷ୍ଠ ନେତା ଓ କ୍ୟାବିନେଟ୍ ମନ୍ତ୍ରୀ ପହଞ୍ଚିବେ।
ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା।
ପ୍ରବଳ ବର୍ଷା ଯୋଗୁ ଦେଶର ଅନେକ ସ୍ଥାନରେ ଜନଜୀବନ ବ୍ୟାହତ ହୋଇଛି। ରାଜଧାନୀ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନ ସମେତ ଅନେକ ରାଜ୍ୟରେ ମୂଷଳଧାରରେ ବର୍ଷା ଲାଗି ରହିଛି। ବର୍ଷାରେ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇ ପଡିଛି। ଉତ୍ତରପ୍ରଦେଶରେ ପରିସ୍ଥିତିକୁ ଦେଖି ଅନେକ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଅନେକ ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି।
ଆମେ ଆଜି ଜଣେ ଏମିତି ଯବାନଙ୍କ ବିଷୟରେ କହିବୁ ଯିଏ ତାଙ୍କର ବୀରତ୍ୱ ପାଇଁ ଆଜି ସ୍ମରଣୀୟ ନୁହଁନ୍ତି, ବରଂ ନିଜ ଧାର୍ମିକ ଭାବନା ପାଇଁ ବନ୍ଦନୀୟ। ତାଙ୍କର ଦେଶପ୍ରେମକୁ ବିଦେଶରେ ବି ମିଳେ ସମ୍ମାନ ।
ଜେଡିୟୁକୁ କଂଗ୍ରେସ ସହ ମିଶ୍ରଣ କରିବାକୁ ପ୍ରସ୍ତାବ ଦେଇଥିବା ନୀତୀଶଙ୍କ ଅଭିଯୋଗକୁ ନେଇ ଉତ୍ତର ରଖିଛନ୍ତି ପ୍ରଶାନ୍ତ କିଶୋର ।
ଅଚାନକ ପରିବା କିଣିବା ପାଇଁ ବଜାରରେ ପହଞ୍ଚିଗଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman)।
ରାଷ୍ଟ୍ରପତିଙ୍କ ପ୍ରତି ଅପଶଦ୍ଦ ବ୍ୟବହାର, ପଦାରେ ପଡ଼ିଲା କଂଗ୍ରେସର ଦେବାଳିଆ ଚିନ୍ତାଧାରା ?
ମହାରାଷ୍ଟ୍ର ରାଜନୈତିକ ହଟଚମଟ ଏବଂ କ୍ଷମତା ନିକଟ ଅତୀତରେ ଘଟିଥିବା ପରିବର୍ତ୍ତନ ପରଠୁ, ଶିବସେନା କାହାର ତାକୁ ନେଇ ଉଭୟ ଉଦ୍ଧବ ଠାକ୍ରେ ଓ ଏକନାଥ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଛି।
ବାୟୁସେନା ଦିବସରେ ପରାକ୍ରମ ଦେଖାଇଲେ ବାୟୁବୀର...ଘୋ ଘୋ ଗର୍ଜନ କରି ଆକାଶରେ ଉଡିଲା ଯୁଦ୍ଧ ବିମାନ
ସେପ୍ଟେମ୍ବରରେ ହଜିଗଲା ଅଗଷ୍ଟ, ଆଉ ଅଗଷ୍ଟକୁ ଖୋଜିବାକୁ ଲଣ୍ଡନରୁ ଆସିଛନ୍ତି ମାଲିକ
ଫଳ ପେଟିରୁ ୫୦୨ କୋଟି ଟଙ୍କାର ୫୦ କିଲୋଗ୍ରାମରୁ ଅଧିକ "ଉଚ୍ଚମାନର" କୋକେନ ଜବତ। ନିକଟ ଅତୀତରେ ଏକ ଫଳ ପେଟିରେ ଡ୍ରଗ୍ ଚୋରା ଚାଲାଣ ଉଦ୍ୟମ ବେଳେ ଜବତ ହୋଇଥିବା କୋକେନ୍ର ଏହା ହେଉଛି ସବୁଠାରୁ ବଡ ମାମଲା ବୋଲି କୁହାଯାଇଛି।
ନୀଳ ଆକାଶର ଛାତି ଚିରି ଶକ୍ତି ଓ ସାମର୍ଥ୍ୟ ଦେଖାଇଥିଲେ ରାଫେଲ, ସୁଖୋଇ ଓ ଜାଗୁଆର ଭଳି ଫାଇଟର ଜେଟ୍ ।