ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) ନଭେମ୍ବର ମାସ ପାଇଁ ଛୁଟି ତାଲିକା(Bank Holidays) ଜାରି କରିଛି। ଏହି ଲିଷ୍ଟ ଅନୁସାରେ, ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ଏବଂ ରବିବାରକୁ ମିଶାଇ ଚଳିତ ମାସରେ ୧୦ ଦିନ ବ୍ୟାଙ୍କ ବନ୍ଦ ରହିବ।
ସବୁବେଳେ ଅଣ୍ଡାର ଚାହିଦା ଅଧିକ ଥାଏ, ହେଲେ ଶୀତ ଦିନରେ ଏହାର ଚାହିଦା ଆହୁରି ବୃଦ୍ଧି ପାଏ। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି କିଛି ଅସାଧୁ ବ୍ୟବସାୟୀ ଏହାର ଫାଇଦା ଉଠାଇବା ପାଇଁ ଚେଷ୍ଟା କରିଥାନ୍ତି ଓ ନକଲି ଅଣ୍ଡା ବିକ୍ରି କରିଥାନ୍ତି।
ବଢିଲା ସୁନାର ଦାମ୍ । ଆଗକୁ ଆସୁଛି ବିବାହ ଋତୁ । ଏବେ ସୁନା କିଣା ଆରମ୍ଭ ହେବ । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ପାଇଛି । ଏହି କ୍ରମରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦,୬୦୦ ଟଙ୍କା ରହିଛି ।
ଜେଲରୁ ଚିଠି ଲେଖିଲା କନମ୍ୟାନ୍ ସୁକେଶ ଚନ୍ଦ୍ରଶେଖର
ଗୁଜରାଟ ମୋର୍ବିରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ସୁପ୍ରିମକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।
ସ୍ଥିର ରହିଛି ସୁନାର ଦାମ୍ । ଆଗକୁ ଆସୁଛି ବିବାହ ଋତୁ । ଏବେ ସୁନା କିଣା ଆରମ୍ଭ ହେବ । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ପାଇଛି । ଗତକାଲି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୦,୩୦୦ ଟଙ୍କା ରହିଥିଲା । ଏହି କ୍ରମରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୦ ହଜାର ଟଙ୍କା ରହିଛି ।
ସରଳ ଭାଷାରେ କହିଲେ ଏହା ହେଉଛି ଆମେ ବ୍ୟବହାର କରୁଥିବା କରେନ୍ସିର ଡିଜିଟାଲ ରୂପ।
ଏହି ଘଟଣା ବିଷୟରେ ଜାଣିବା ପରେ ମୁଁ ଏହି କାର୍ଯ୍ୟକ୍ରମକୁ ଆସିବି କି ନାହିଁ ସେ ବିଷୟରେ ଦ୍ୱନ୍ଦ୍ୱରେ ପଡିଥିଲି। କିନ୍ତୁ ଆପଣଙ୍କ ଭଲପାଇବା ପାଇଁ ମୁଁ ମୋର ଛାତିକୁ ପଥର କରି ଏଠାକୁ ଆସିଲି।
ପୂର୍ବରୁ ଅକ୍ଟୋବର ୧ରେ ସିଲିଣ୍ଡରର ଦାମ ୨୫ ଟଙ୍କା ଶସ୍ତା ହୋଇଥିଲା।
କାଲି ଦୁର୍ଘଟଣାସ୍ଥଳ ଯିବେ ପ୍ରଧାନମନ୍ତ୍ରୀ । ସାମ୍ନାକୁ ଆସୁଛି ଲୋମଟାଙ୍କୁରା ଭିଡ଼ିଓ ।
ଗୁଜରାଟର ମୋର୍ବିରେ ନଦୀଗର୍ଭକୁ ଝୁଲାପୋଲ ଛିଡି ପଡ଼ିବା ଘଟଣାରେ ବଢୁଛି ମୃତ୍ୟୁସଂଖ୍ୟା..ଏଯାବତ୍ ୧୪୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ଅଛନ୍ତି ୪୮ ଜଣ ଶିଶୁ..ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୯ଜଣଙ୍କୁ ଗିରଫ କରାଯାଇଛି ।
ସେମାନଙ୍କୁ ନିଜ କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ଗିରଫ କରାଯାଇଥିବା ଜଣାପଡ଼ିଛି ।
ରୋଜଗାରର ନୂଆ ପନ୍ଥା ପାଲଟିଲାଣି ୟୁଟ୍ୟୁବ
ଏ ହୃଦୟ ବିଦାରକ ଘଟଣାକୁ କିଏ ଭୁଲି ପାରିବ ? ଆଉ ଯିଏ ଏହାକୁ ଆଖିସାମ୍ନାରେ ଦେଖିଛି ? ତା ଆଖିରୁ ତ ନିଦ ହଜିଯାଇଥିବ । ଆଖି ବନ୍ଦ କଲେ ବି ରହି ରହି ଦିଶି ଯାଉଛି ସେ ଦୃଶ୍ୟ। ଥରି ଯାଉଛି ହୃଦୟ।
EPFO ପେନ୍ସନ୍ଭୋଗୀଙ୍କ ପାଇଁ ଆଣିଲା ନୂଆ ଗାଇଡ୍ଲାଇନ୍। ଏବେ ପେନ୍ସନ୍ଭୋଗୀମାନେ ଡିଜିଟାଲ୍ ମାଧ୍ୟମରେ ସେମାନଙ୍କର ଜୀବନ ପ୍ରମାଣ ପତ୍ର କିମ୍ବା ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ।
ଟ୍ରେନ୍ରେ କୌଣସି ଦୂର ସ୍ଥାନକୁ ଯାତ୍ରା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଯାତ୍ରା ପୂର୍ବରୁ ରେଲ୍ୱେର ଏହି ନୂଆ ନିୟମ ଉପରେ ନିଶ୍ଚିତ ଭାବେ ଧ୍ୟାନ ଦିଅନ୍ତୁ। ନଚେତ୍ ଆପଣ ଅସୁବିଧାରେ ପଡ଼ିପାରନ୍ତି।
ଥାନାରେ ଭିଡିଓ ରେକର୍ଡିଂ କରୁଥିବାର ଅଭିଯୋଗରେ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଥିଲା ପୋଲିସ।
ଗୁଜରାଟର ମୋର୍ବିରେ ମାଛୁ ନଦୀ ଉପରେ ଥିବା ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪୧ରେ ପହଞ୍ଚିଛି। ନଦୀରେ ୧୦୦ରୁ ଅଧିକ ଭାସି ଯାଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୪ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଥିବା ବେଳେ କେନ୍ଦ୍ର ସରକାର ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି।
ମୃତ୍ୟୁ କେତେବେଳେ କେମିତି ଆସେ ତାହା କେହିବି କହିପାରିବେନି। ଜନ୍ମ ହେବାର ମାତ୍ର ଘଣ୍ଟାକ ପରେ ଜଣେ ନବଜାତ ଶିଶୁ ଆଖି ବୁଜିଛି।
ଆଗକୁ ଆସୁଛି ବିବାହ ଋତୁ । ଏବେ ସୁନା କିଣା ଆରମ୍ଭ ହେବ । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ହ୍ରାସ ଘଟିଛି । ଗତକାଲି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୦,୪୦୦ ଟଙ୍କା ରହିଥିଲା । ଏହି କ୍ରମରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୦ ହଜାର ଟଙ୍କା ରହିଛି ।
କୁକୁରମାନେ ବି ସଗର୍ବେ ସମ୍ମାନ ଗ୍ରହଣ କରୁଛନ୍ତି ।
ପରିବାର ସଦସ୍ୟମାନେ ଛଟ୍ ପୂଜା ପାଇଁ ପ୍ରସାଦ ପ୍ରସ୍ତୁତ କରୁଥିବା ବେଳେ ଗ୍ୟାସ୍ ସିଲିଣ୍ଡର ଫାଟି ଯାଇଥିଲା। ଏହାପରେ ସର୍ଟ ସର୍କିଟ୍ ହୋଇ ନିଆଁ ଲାଗି ଧୀରେ ଧୀରେ ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା।
ଉଡ଼ାଣ ଭରିବାର ମାତ୍ର କିଛି ସେକେଣ୍ଡ ପରେ ଦିଲ୍ଲୀରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନର ଇଞ୍ଜିନରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। ଗତକାଲି ରାତିରେ ଦିଲ୍ଲୀ ଏୟାରପୋର୍ଟରେ ଏହି ଅଭାବନୀୟ ଘଟଣା ଘଟିଥିଲା।