ଏଗୁଡିକୁ ସରକାରୀ ସିକ୍ୟୁରିଟି ଟ୍ରାଞ୍ଜାକସନ୍ ପାଇଁ ବ୍ୟବହାର କରାଯିବ ।
ବଜେଟରେ ଅର୍ଥମନ୍ତ୍ରୀଙ୍କ ଘୋଷଣା ପରେ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି- CBDC କୁ ନେଇ ଚର୍ଚ୍ଚା ଜୋର ଧରିଛି । କଣ ଏହି ଡିଜିଟାଲ କରେନ୍ସି ? କାହିଁକି ଏମିତି ମୁଦ୍ରା ଆଣିବାକୁ ବିଚାର କଲା ଆରବିଆଇ ? ଏହାର ଉପଯୋଗିତା କଣ? କେମିତି ବ୍ୟବହାର କରିବେ ଲୋକେ ? ଏହାକୁ ନେଇ ଅନେକ ପ୍ରଶ୍ନ, ଅନେକ ଦ୍ୱନ୍ଦ୍ୱ ।
କେଉଁ କେଉଁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ କେତେ ଅର୍ଥ ଆସିବ ତାକୁ ନେଇ ଚାଲିଛି ହିସାବ ନିକାଶ। ଏଥର ବଜେଟ୍ରେ ଓଡ଼ିଶାକୁ ଯଥେଷ୍ଟ ଫାଇଦା ମିଳିବ ବୋଲି ଆଶା କରାଯାଉଛି।
ସଂସଦରେ ଆସିଲା ବଜେଟ୍: ତେବେ ଚୁଟକିରେ ଜାଣିନିଅନ୍ତୁ ଚଳିତ ବଜେଟ୍ରେ କେଉଁ ୧୦ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର
ମଙ୍ଗଳବାର ଅର୍ଥମନ୍ତ୍ରୀ ନିର୍ମଣା ସୀତାରମଣଙ୍କ ଦ୍ୱାରା ସଂସଦରେ ବଜେଟ୍ ୨୦୨୨ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ର ମୁଖ୍ୟ ପଏଣ୍ଟଗୁଡ଼ିକୁ ଦେଶ ସମ୍ମୁଖରେ ରଖିଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ଭାରତର ପ୍ରଥମ ବଜେଟ୍ କିଏ କରିଥିଲେ?
ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍ ଉପସ୍ଥାପନ ବେଳେ କ୍ରିପ୍ଟୋ କରେନ୍ସି(Cryptocurrency)କୁ ଟିକସଭୁକ୍ତ କରାଯିବା ନେଇ ଘୋଷଣା କରିଛନ୍ତି।
ଏ ବଜେଟ୍ରେ ବି ନିରାଶ ଟ୍ୟାକ୍ସ ପେୟର ଓ ସାଲାରିଡ୍ କ୍ଲାସ୍ । ସେମାନଙ୍କ ପାଇଁ ସ୍ଥିତି ଯଥା ପୂର୍ବଂ ତଥା ପରଂ। ମିଳିଲାନି ଆୟକର ସୀମା ଛାଡ଼ରେ କୌଣସି ରିହାତି। ପୁଣି ଦେବେ ପୁରୁଣା ବର୍ଷ ହିସାବରେ ଇନକମ୍ ଟ୍ୟାକ୍ସ ।
କେନ୍ଦ୍ରୀୟ ବଜେଟ୍ ୨୦୨୨-୨୩ରେ ସବୁକ୍ଷେତ୍ରକୁ ଅର୍ଥନୈତିକ ବିକାଶର ଧାରା । ଶିଳ୍ପ ଓ ଭିତ୍ତିଭୂମି ବିକାଶ ସହ କୃଷି ଓ ସାମାଜିକ କ୍ଷେତ୍ରକୁ ଗୁରୁତ୍ୱ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।