ଏଗୁଡିକୁ ସରକାରୀ ସିକ୍ୟୁରିଟି ଟ୍ରାଞ୍ଜାକସନ୍ ପାଇଁ ବ୍ୟବହାର କରାଯିବ ।
ଅର୍ଥମନ୍ତ୍ରୀ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ୨୦୨୨-୨୩ ଆର୍ଥିକ ବର୍ଷରେ ଡିଜିଟାଲ ମୁଦ୍ରା ଲଞ୍ଚ କରିବ। ଏହା ଭାରତ ସରକାରଙ୍କ ସରକାରୀ ଡିଜିଟାଲ୍ ମୁଦ୍ରା ହେବ। ତେବେ ଡିଜିଟାଲ୍ ପେମେଣ୍ଟ୍ ପାଇଁ ଭାରତ ପ୍ରସ୍ତୁତ ଅଛି କି? ଭାରତରେ କାମ ଦେବ କି ଏହି ଡିଜିଟାଲ କରେନ୍ସୀ, ଆସନ୍ତୁ ଜାଣିବା…
ଅର୍ଥମନ୍ତ୍ରୀଙ୍କ ଘୋଷଣା ପରେ ଡିଜିଟାଲ କରେନ୍ସିକୁ ନେଇ ଚର୍ଚ୍ଚା ଜୋର ଧରିଛି। କଣ ଏହି ଡିଜିଟାଲ କରେନ୍ସି ? କାହିଁକି ଏମିତି ମୁଦ୍ରା ଆଣିବାକୁ ବିଚାର କଲା ଆରବିଆଇ ? ଏହାକୁ କେମିତି ବ୍ୟବହାର କରିବେ ଲୋକେ ? ଏହାକୁ ନେଇ ଅନେକ ପ୍ରଶ୍ନ ଓ ଦ୍ୱନ୍ଦ୍ୱ ଥିବା ବେଳେ ଆମେ ଆପଣଙ୍କୁ ଜଣାଉଛୁ ସହଜ ଓ ସରଳରେ..
ବଜେଟରେ ଅର୍ଥମନ୍ତ୍ରୀଙ୍କ ଘୋଷଣା ପରେ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି- CBDC କୁ ନେଇ ଚର୍ଚ୍ଚା ଜୋର ଧରିଛି । କଣ ଏହି ଡିଜିଟାଲ କରେନ୍ସି ? କାହିଁକି ଏମିତି ମୁଦ୍ରା ଆଣିବାକୁ ବିଚାର କଲା ଆରବିଆଇ ? ଏହାର ଉପଯୋଗିତା କଣ? କେମିତି ବ୍ୟବହାର କରିବେ ଲୋକେ ? ଏହାକୁ ନେଇ ଅନେକ ପ୍ରଶ୍ନ, ଅନେକ ଦ୍ୱନ୍ଦ୍ୱ ।
କ୍ରିପ୍ଟୋକରେନ୍ସି ବିଶ୍ୱବ୍ୟାପୀ ନୂଆ କ୍ରେଜ୍ ତିଆରି କରିଚାଲିଥିବା ବେଳେ ଭାରତରେ ଏହା ଏଯାଏଁ ଆଇନ ସମ୍ମତ ହୋଇନାହିଁ। ଏଣେ ଆରବିଆଇ ଆଣିବାକୁ ଯାଉଛି ଡିଜିଟାଲ୍ କରେନ୍ସି
ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍ ଉପସ୍ଥାପନ ବେଳେ କ୍ରିପ୍ଟୋ କରେନ୍ସି(Cryptocurrency)କୁ ଟିକସଭୁକ୍ତ କରାଯିବା ନେଇ ଘୋଷଣା କରିଛନ୍ତି।