• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Pm Modi G20
ଗର୍ବର ମୁହୂର୍ତ୍ତ, ଗୌରବର ମୁହୂର୍ତ୍ତ, ଜି-୨୦ ଗୋଷ୍ଠୀର ଅଧ୍ୟକ୍ଷତା ଗ୍ରହଣ କରିଛି ଭାରତ 

ମହିଳାଙ୍କ ନେତୃତ୍ୱରେ ବିକାଶ ଭାରତ ପାଇଁ ଜି-୨୦ର ଏଜେଣ୍ଡା ହେବ ଓ ଡିଜିଟାଲ ବିଭେଦ ଦୂର ଲାଗି ଭାରତ ସେତୁ ଭଳି କାମ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Pm Modi G20
G20ରେ ଭାରତର କ୍ରେଜ୍‌ ! ମୋଦିଙ୍କୁ ବାଇଡେନ୍‌ଙ୍କ ସାଲ୍ୟୁଟ୍‌, ସୁନକ ଦେଖାଇଲେ ସମ୍ମାନ

ବର୍ତ୍ତମାନ ଯୁଦ୍ଧର ସମୟ ନୁହେଁ ବୋଲି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ମୋଦି ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଯାହା କହିଥିଲେ ତାଙ୍କ ଉକ୍ତିରେ ଏକରକମ ମୋହର ମାରିଛି ଜି-୨୦ ।

India In G20
G20 ଅଧ୍ୟକ୍ଷ ହେଲା ଭାରତ, ମୋଦି କହିଲେ ଏଇଟା ଯୁଦ୍ଧର ସମୟ ନୁହେଁ

ବାଲିରେ ହୋଇଥିବା ଦୁଇ ଦିନିଆ ସମ୍ମିଳନୀ ଶେଷ ହେବା ପରେ ଜି-୨୦ ଘୋଷଣାନାମାରେ କୁହାଯାଇଛି, ବର୍ତ୍ତମାନ ଯୁଦ୍ଧର ସମୟ ନୁହେଁ । ୟୁକ୍ରେନ ଯୁଦ୍ଧ ଶେଷ କରିବା ସପକ୍ଷରେ ମତ ଦେଇଛନ୍ତି ସମସ୍ତ ସଦସ୍ୟ ଦେଶ ।

Aftab Poonawala Would Have Killed Girlfriend 10 Days Before
୧୦ ଦିନ ପୂର୍ବରୁ ଶ୍ରଦ୍ଧାଙ୍କୁ ମାରି ଦେଇଥାନ୍ତା ଅଫତାବ୍‌ ! ହେଲେ ଛାଡ଼ି ଦେଇଥିଲା, କାରଣ...

ହଠାତ୍‌ ଅଫତାବ୍‌ଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିବା ଯୋଗୁ ଓ ଶ୍ରଦ୍ଧାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଶ୍ରଦ୍ଧାଙ୍କୁ ଲାଗୁଥିଲା ଯେ ଅଫତାବ୍‌ ତାଙ୍କୁ ଧୋକା ଦେବା ପାଇଁ ଚେଷ୍ଟା କରୁଛନ୍ତି।

Three Arrests Including Aap MLA Brother In Law By Delhi ACB
୯୦ ଲକ୍ଷ ମାଗିଲେ, ୫୫ ଲକ୍ଷ ଟଙ୍କା ନେଲେ... ତଥାପି ମିଳିଲାନି ଟିକେଟ୍‌, ଶେଷରେ...

ଆମ୍‌ ଆଦମୀ ପାର୍ଟିର ବିଧାୟକଙ୍କ ଶାଳକଙ୍କ ସମେତ ୩ ଜଣଙ୍କୁ ACB ଗିରଫ କରିଛି। ଜଣେ ମହିଳାଙ୍କୁ କାଉନସିଲର୍‌ ଟିକେଟ୍ ଦେବା ନାଁରେ ୯୦ ଲକ୍ଷ ଟଙ୍କା ମାଗିବା ଅଭିଯୋଗରେ ଏହି ଗିରଫ ହୋଇଥିବା ସୂଚନା ମିଳିଛି।

Before Murder Shraddha Sent Message Her Best Friend For Rescue
‘ମୋତେ ବଞ୍ଚାଅ, ନହେଲେ ମରିଯିବି...’ ବିପଦ ଜାଣି ବି ପ୍ରେମିକ ସହ ଲିଭ୍‌-ଇନ୍‌ରେ ଥିଲେ

ଶ୍ରଦ୍ଧା ଘରୋଇ ହିଂସାର ଶିକାର ହୋଇଥିଲେ। ସାହାଯ୍ୟ ପାଇଁ ଶ୍ରଦ୍ଧା ମେସେଜ୍‌ ପଠାଇଥିଲେ ବୋଲି ସେ କହିଛନ୍ତି। ହତ୍ୟା ପୂର୍ବରୁ କିଛି ମାସ ପୂର୍ବେ ସେ ଏହି ମେସେଜ୍‌ ପଠାଇଥିଲେ। ଯେଉଁଥିରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଶ୍ରଦ୍ଧା କହିଥିଲେ।

Narendra Modi on Balijatra
ବାଲିରେ କଟକ ବାଲିଯାତ୍ରା ବିଷୟରେ ଗୁରୁତ୍ୱପୂର୍ଣ୍ଣ କଥା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶୁଣନ୍ତୁ..

ନେଟ୍‌ରେ ବାଲିଯାତ୍ରା ଫଟୋ ଦେଖି ଏଠିକା ଲୋକ ଗର୍ବିତ ଓ ଖୁସିହେବେ । ଏଥର ବାଲିଯାତ୍ରା ବିରାଟ ଆକାରରେ ଆୟୋଜନ ହୋଇଛି ବୋଲି କହିଛନ୍ତି ମୋଦି ।

General tickets can be booked from 20 km away
ରେଳଯାତ୍ରୀଙ୍କ ପାଇଁ ଖୁସି ଖବର: ଜେନେରାଲ ଟିକେଟ୍ ବୁକିଂ ହେଲା ସହଜ

ଆଉ ୫ କିମି ଦୂରରୁ ନୁହେଁ ୨୦କିମି ଦୂରରୁ କରିପାରିବେ ଜେନେରାଲ୍ ଟିକେଟ୍ ବୁକିଂ। ଭାରତୀୟ ରେଳ ମନ୍ତ୍ରଣାଳୟ ଘୋଷଣା କରିଛି ଏମିତି ସୁବିଧା। ଜାଣନ୍ତୁ କିପରି ପାଇବେ ଏହି ସୁବିଧା।

gold price today
Today Gold Price- 15th Nov 2022 :ବଢିଲା ସୁନା ଦର, କେତେ ଅଛି ସୁନା ଦାମ୍, ଜାଣନ୍ତୁ ଆଜିର ଅପଡେଟ୍

ବଢିଲା ସୁନା ଦର । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଗତକାଲି ସୁନା ଦର ଅପେକ୍ଷା ଆଜି ସୁନା ଦର ବୃଦ୍ଧି ରହିଛି ।

Veeswajeet Kasid
ପେଶାରେ ଇଞ୍ଜିନିୟର, ହେଲେ ନିଶା କ୍ୟାନସର୍‌ ରୋଗୀଙ୍କ ଜୀବନ ବଞ୍ଚାଇବା

ବିଶ୍ୱଜିତ ୧୮୩ ଥର ନିଜ ପ୍ଲାଟେଲେଟ୍ସ ଦାନ କରିଛନ୍ତି ।

Shraddha murder case
ଫ୍ରିଜ୍‌ରେ ପୁରୁଣା ପ୍ରେମିକାର ଶବ, ରୁମରେ ନୂଆ ପ୍ରେମିକା ! ଅଫତାବ କହିଲା.. Yes I killed her

ଶ୍ରଦ୍ଧା(Shraddha murder case)ଙ୍କୁ ମାରିବା ପରେ ଘରକୁ ନୂଆ ପ୍ରେମିକା ନେଇ ଆସିଥିଲା ଅଭିଯୁକ୍ତ ।

PM Modi
G-20 ରେ ମୋଦିଙ୍କ ଆହ୍ୱାନ; ଯୁଦ୍ଧ ବନ୍ଦ କରି ଆଲୋଚନାରେ ୟୁକ୍ରେନ ସଂକଟର ସମାଧାନ ହେଉ

ମୋଦି କହିଛନ୍ତି ଯେ, ୟୁକ୍ରେନ ଯୁଦ୍ଧ ପାଇଁ ସାରା ବିଶ୍ୱରେ ଅତ୍ୟାବଶ୍ୟକ ସାମଗ୍ରୀର ସଂକଟ ଦେଖାଦେଇଛି । ବିଶେଷ କରି ଖାଦ୍ୟ ଓ ଶକ୍ତି ସଂକଟ ଯୋଗୁଁ ଅଧିକ ପ୍ରଭାବିତ ହୋଇଛନ୍ତି ଗରିବ ଦେଶ ।

Shradha Death Case
ସେଫ୍‌ରୁ ମର୍ଡରର; ପ୍ରେମିକାକୁ ଚାପଡ୍‌ରେ ଖଣ୍ତ ଖଣ୍ତ କରି କାଟିଦେଲା ନୃଶଂସ ପ୍ରେମିକ

ଅଭିଯୁକ୍ତ ଅଫତାବ୍ ଦେଖିଥିଲା କ୍ରାଇମ ସୋ । ଆମେରିକାର କ୍ରାଇମ ସୋ ଡେକ୍ସଟର ଦେଖି ହତ୍ୟାକାଣ୍ଡ ଘଟାଇବାକୁ ଉତ୍ସାହିତ ହୋଇଥିଲା ।

Reliance
ରିଲାଏନ୍ସ ଜିଓ ୟୁଜରଙ୍କୁ ମାଗଣା ମିଳିବ Netflix ଆକ୍ସେସ୍‌ ! ଉପାୟ ଖୁବ୍‌ ସହଜ . . .

କେମିତି କରିବେ ନେଟଫ୍ଲିକ୍ସ (Netflix) ଆକ୍ଟିଭେଟ୍‌ . . .ଜାଣି ନିଅନ୍ତୁ ଉପାୟ . .

dog
ପୋଷା କୁକୁର କାମୁଡ଼ିଲେ ମାଲିକ ଦେବେ ୧୦ ହଜାର ! ଚିକିତ୍ସା ଖର୍ଚ୍ଚ ବି . . .

ରାସ୍ତାରେ କୁକୁର ମଳତ୍ୟାଗ କଲେ ତାକୁ ସଫା କରିବା ଦାୟିତ୍ୱ ବି କୁକୁର ମାଲିକଙ୍କର

amazon
୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ୍ ! ଖର୍ଚ୍ଚ କାଟ କରିବାକୁ କମ୍ପାନୀ ପକ୍ଷରୁ ନିଷ୍ପତ୍ତି

ଗତ ବର୍ଷକ ମଧ୍ୟରେ କମ୍ପାନୀ ଲାଭ କରିନଥିବା ସୂଚନା, ଛଟେଇ କର୍ମଚାରୀଙ୍କ ସଂଖ୍ୟା ମୋଟ ସଂଖ୍ୟାର ୧ ପ୍ରତିଶତ

  • Tuesday, 15 November 2022
  • Amazon
modi
ଜି-୨୦ ସମ୍ମିଳନୀରେ ଭାଗ ନେବାକୁ ବାଲିରେ ମୋଦି ! ୪୫ ଘଣ୍ଟାର ରହଣୀ କାଳରେ ୨୦ରୁ ଅଧିକ ମିଟିଂ ସେସନ୍

ଇଣ୍ଡୋନେସିଆ ବାଲିରେ ୨ଦିନ ଧରି ଆୟୋଜିତ ହେବ ଜି-୨୦ ବୈଠକ (G20 Bali summit)

Mamata Banerjee
ଚାରିଆଡ଼ୁ ପଡ଼ିଲା ଚାପ ! ଶେଷରେ କ୍ଷମା ମାଗିଲେ ମମତା

ରାଷ୍ଟ୍ରପତିଙ୍କ ପ୍ରତି ମନ୍ତ୍ରୀ ଅଖିଳ ଗିରିଙ୍କ ମନ୍ତବ୍ୟର ବିରୋଧ କରି ଆଜି ବିଜେପି ବିଧାୟକମାନେ କୋଲକାତାରେ ରାଜଭବନ ଆଗରେ ପ୍ରତିବାଦ ଶୋଭାଯାତ୍ରା କରିଥିଲେ ।

Murder
ଜହ୍ଲାଦ ପ୍ରେମିକର ଜଘନ୍ୟ କାଣ୍ଡ, ବିବାହ ପାଇଁ ଜିଦ୍ ଧରିବାରୁ ପ୍ରେମିକାକୁ କଲା ୩୫ ଖଣ୍ଡ !

ହତ୍ୟା ପରେ ୩୫ ଖଣ୍ଡ କରି ଫିଙ୍ଗିଦେଲା ବୟଫ୍ରେଣ୍ଡ । ଲିଭ୍ ଇନ୍‌ରେ ଥିବା ପ୍ରେମିକାକୁ ମାରି ୩୫ ଖଣ୍ଡ କଲା ବୟଫ୍ରେଣ୍ଡ ।

Dearness Allowance
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ବଢ଼ିବ ମହଙ୍ଗା ଭତ୍ତା !

ଜାନୁଆରୀ ୨୦୨୩ରେ ଏହି ମହଙ୍ଗା ଭତ୍ତା ଲାଗୁ ହୋଇପାରେ । କିନ୍ତୁ ଏନେଇ ମାର୍ଚ୍ଚ ମାସ ହୋଲି ସମୟରେ ଘୋଷଣା ହେବ ।

Supreme Court
କୋର୍ଟ କାମରେ ଯୋଗଦିଅ ନଚେତ୍ ରଦ୍ଦ ହେବ ଲାଇସେନ୍ସ

ଆନ୍ଦୋଳନକାରୀ ଓକିଲଙ୍କ ଆୟର ଉତ୍ସକୁ ବନ୍ଦ କରିଦିଆଯିବ । ଆନ୍ଦୋଳନ ଯୋଗୁ ଲୋକେ ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି ।

India ceo offered job to people who are fired from meta and twitter
ଏଲନ୍ ମସ୍କ ବିଦାକରିଥିବା ଭାରତୀୟ କର୍ମଚାରୀଙ୍କୁ ଚାକିରି ଦେଉଛି ଏହି କମ୍ପାନୀ

ଟ୍ୱିଟର ଏବଂ ମେଟା ହଜାର ହଜାର କର୍ମଚାରୀଙ୍କୁ ଚାକିରିରୁ ହଟେଇଦେଇଛନ୍ତି। ଉଭୟ କମ୍ପାନୀ ଅର୍ଥନୀତିର ମାନ୍ଦାବସ୍ଥାକୁ ଭୟ କରି ସେମାନଙ୍କ କର୍ମଚାରୀଙ୍କୁ ତଡି ଦେଉଛନ୍ତି। ଏହାରି ଭିତରେ ଭାରତୀୟଙ୍କ ପାଇଁ ଆସିଛି ଖୁସି ଖବର। ଏହି କମ୍ପାନୀ ସେମାନଙ୍କୁ ଚାକିରି ଦେବାକୁ ପ୍ରସ୍ତୁତ ଅଛି।

CRIME
‘ଏମିତି ମାରିବୁ, କୋମାକୁ ଚାଲିଯିବ’ ! ହଷ୍ଟେଲରେ ଛାତ୍ରକୁ ନିର୍ଧୁମ ମାଡ଼

ଏହି ଘଟଣାରେ ମୋଟ୍‌ ୧୨ଜଣ ଅଭିଯୁକ୍ତ ଛାତ୍ରଙ୍କ ମଧ୍ୟରୁ ଆଠ ଜଣଙ୍କୁ ଗିରଫ କରାଯାଇଛି

  • Monday, 14 November 2022
What is Blue Aadhaar? Know how to apply
୫ ବର୍ଷରୁ କମ୍ ପିଲାଙ୍କ ପାଇଁ ଆଧାର; ଜାଣନ୍ତୁ କିପରି କରିବେ ଆବେଦନ

ବର୍ତ୍ତମାନ ସରକାର 'ବ୍ଲୁ ଆଧାର କାର୍ଡ' ବା ବାଲ୍‌ ଆଧାର କାର୍ଡ’ ଆରମ୍ଭ କରିଛନ୍ତି। ଏହାକୁ ୫ ବର୍ଷରୁ କମ୍ ପିଲାମାନଙ୍କ ପାଇଁ ଆବେଦନ କରାଯିବ। ଏହାକୁ କିପରି କରିବେ ଆବେଦନ ଆସନ୍ତୁ ଜାଣିବା।

Man Killed Girlfriend In Delhi Fridge For Body, Agarbatti For Stench
କ୍ରାଇମ୍‌ ଶୋ’ ଦେଖି ଲିଭ୍‌-ଇନ୍‌ ପାର୍ଟନରକୁ ୩୫ ଖଣ୍ଡ କଲା ଯୁବକ, ମୃତଦେହ ରଖିବା ପାଇଁ ନୂଆ ଫ୍ରିଜ୍‌...

ପ୍ରଥମେ ଭଲ ପାଇବା, ପରେ ଗର୍ଲଫ୍ରେଣ୍ଡ୍‌ ସହ ଲିଭ-ଇନ୍‌ରେ ରହିବାର କିଛି ଦିନ ପରେ ପିସ୍‌ ପିସ୍‌ କରି ୩୫ ଖଣ୍ଡ କଲା ପ୍ରେମିକ। ଦିଲ୍ଲୀରେ ଜଣେ ଯୁବକଙ୍କ ଏଭଳି ବର୍ବରକାଣ୍ଡକୁ ନେଇ ସାରା ଦେଶରେ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

  • Monday, 14 November 2022
  • Murder