ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୫,୯୦୦ ଟଙ୍କା ରହିଛି ।
ଜଣେ ଡେଲିଭରୀ ବୟଙ୍କ ଗାଡ଼ିକୁ ଏକ କାର୍ ଧକ୍କା ଦେବା ସହ ତାଙ୍କୁ ୫୦୦ ମିଟର ଯାଏ ଘୋଷାଡ଼ି ନେଇଥିଲା। ସାରା ଦେଶରେ ନୂଆବର୍ଷ ସେଲିବ୍ରେସନ୍ ଚାଲି ଥିବାବେଳେ ଦିଲ୍ଲୀରେ ଏହି ଛାତିଥରା ଦୁର୍ଘଟଣା ଘଟିଥିଲା।
ଟ୍ରିବ୍ୟୁନାଲ ପକ୍ଷରୁ ସିସିଆଇକୁ ନିର୍ଦେଶ ଦିଆଯାଇଛି ଯେ, ଆଗାମୀ ଫେବ୍ରୁଆରୀ ୧୩ ତାରିଖରେ ପରବର୍ତ୍ତୀ ଶୁଣାଣୀ ପାଇଁ ପ୍ରସ୍ତୁତ ରୁହ ।
ଭାଇକୁ କୋଚିଂ ଛାଡ଼ିବାକୁ ଯାଇ ଆଉ ଫେରିଲେନି ମହିଳା ସପ୍ଟୱେର ଇଞ୍ଜିନିୟର । ଝିଅକୁ ହରାଇ କାନ୍ଦୁଛି ପୂରା ପରିବାର ।
ପ୍ରେମିକ ସହ କଥାବାର୍ତ୍ତା ବନ୍ଦ କରି ଦେଇଥିଲା ପ୍ରେମିକା। ହେଲେ ବ୍ରେକ୍ଅପ୍କୁ ସହ୍ୟ କରିପାରି ନଥିଲେ ପ୍ରେମିକ।
ବିମାନ ଭିତରେ ମହିଳାଙ୍କ ଉପରେ ପରିସ୍ରା କରିଦେଲେ ମଦ୍ୟପ ଯାତ୍ରୀ। ଏଥିରେ ମହିଳାଙ୍କ ଡ୍ରେସ୍, ଜୋତା ଓ ବ୍ୟାଗ୍ ଓଦା ହୋଇଯାଇଥିବା ଅଭିଯୋଗ ହୋଇଛି।
ବେଙ୍ଗାଲୁରୁ ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଜଣେ ମହିଳା ଯାତ୍ରୀ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଚେକିଂ ନାଁରେ ଡ୍ରେସ୍ ଖୋଲିବାକୁ କୁହାଯାଇଥିବା ମହିଳା ଜଣକ ଅଭିଯୋଗ ଆଣିଛନ୍ତି।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୫,୭୫୦ ଟଙ୍କା ରହିଛି ।
ଦିଲ୍ଲୀ ସୁଲତାନପୁରୀରେ ଭୟଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅଞ୍ଜଳି ସିଂ ମୃତ୍ୟୁ ମାମଲାରେ ଆଉ ଏକ ନୂଆ ଖୁଲାସା ହୋଇଛି।
ପ୍ରଥମେ ଅପହରଣ, ପରେ ଦୁଷ୍କର୍ମ। ଏହାକୁ ବିରୋଧ କରିବାରୁ ଯୁବତୀଙ୍କୁ ମାଡ଼ ମାରିବା ସହ ବିଷ ଦେଇଦେଲେ ପଡ଼ୋଶୀ।
କ୍ୟାପଟେନ ଶିବା ଚୌହାନ ସିଆଚେନ୍ ଗ୍ଲାସିଅରର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ରରେ ପୋଷ୍ଟ ହୋଇଥିବା ପ୍ରଥମ ମହିଳା ଅଧିକାରୀ ହୋଇ ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କର ଏହି ସଫଳତାକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା।
ସିନେମା ହଲ୍ ଭିତରେ ଖାଦ୍ୟ ଓ ପାନୀୟ ବିକ୍ରି ସଂପର୍କିତ ସର୍ତ୍ତ ମଧ୍ୟ ଧାର୍ଯ୍ୟ କରିପାରିବେ ହଲ ମାଲିକ ।
ତଙ୍କୀ ହମଲାରେ ୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା
କାହିଁକି ମୃତ୍ୟୁ ପୂର୍ବରୁ ଝଗଡ଼ା ହୋଇଥିଲା ଅଞ୍ଜଳିଙ୍କର ?
ଗତ ସପ୍ତାହରେ ମହାରାଷ୍ଟ୍ରର ନାଗପୁର ସହର ଅନ୍ତର୍ଗତ ବାଜାରଗାଁରେ ଏହି ଘଟଣାଟି ଘଟିଛି ।
ମୁଁ କେବଳ ତାଙ୍କ ଇଚ୍ଛା ହିଁ ପୂରଣ କରିଛି।
IndiGo ଏୟାରଲାଇନ୍ସର କର୍ମଚାରୀ ଓ ଯାତ୍ରୀଙ୍କ ମଧ୍ୟରେ ଝଗଡ଼ା ପରେ ହାତାହାତି ହୋଇଥିଲା। ଯାତ୍ରୀ ଜଣକ ବିମାନ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ପରେ ଏପରି ସ୍ଥିତି ଉପୁଜିଥିବା ଜଣାପଡ଼ିଛି।
ଗୋଡ଼ାଇ ଗୋଡ଼ାଇ ଛାତ୍ରୀଙ୍କୁ ହାଣିଲେ ଆଉ ଜଣେ ଛାତ୍ର। ୧୯ ବର୍ଷୀୟ ଛାତ୍ରୀଙ୍କୁ କଲେଜ ପରିସରରେ ଅନ୍ୟ ଜଣେ ଛାତ୍ର ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ଦିଲ୍ଲୀ ସୁଲତାନପୁରୀର କଞ୍ଜାୱାଲା ଅଞ୍ଚଳରେ ହୋଇଥିବା ଭୟଙ୍କର ଦୁର୍ଘଟଣାର ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି। ଦୁର୍ଘଟଣା ବେଳେ ଅଞ୍ଜଳି ସିଂଙ୍କ ସହ ତାଙ୍କର ସାଙ୍ଗ ଥିଲେ।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୫,୬୦୦ ଟଙ୍କା ରହିଛି ।
ନୂଆ ଭାରିଆଣ୍ଟ୍ ସଂକ୍ରମଣ ବଢ଼ିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନୂଆ ଗାଇଡଲାଇନ୍ ଜାରି କରିଛି। ଏହି ନୂଆ ନିୟମ ଅନୁସାରେ, କୋଭିଡ୍ ବ୍ୟାପିଥିବା ୬ଟି ହାଇରିସ୍କ ଦେଶରୁ ଆସୁଥିଲେ ଆଗୁଆ ଟେଷ୍ଟିଂ କରିବା ବାଧ୍ୟତାମୂଳକ।
ଆପଣ ଜାଣିଛନ୍ତି କି, ୟୁପିଆଇ ପେମେଣ୍ଟର ବି କିଛି କଡ଼ା ନିୟମ ରହିଛି । ଟଙ୍କା ପଠାଇବାରେ ଏକ ସୀମା ବା ଲିମିଟେସନ୍ ରହିଛି ।
ଏମିତି ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।
ରାଜଧାନୀ ଦିଲ୍ଲୀର ଲୋମଟାଙ୍କୁରା କାହାଣୀ . . ଝିଅକୁ ହରାଇଥିବା ପରିବାର ଲୋକ ଏବେ ସ୍ଥାଣୁ ପାଲଟି ଯାଇଛନ୍ତି ।
୫୮ ଆବେଦନ ଉପରେ ଶୁଣାଣି କରି କୋର୍ଟ ଗତ ଡିସେମ୍ବର ୭ରେ ରାୟ ସଂରକ୍ଷିତ ରଖିଥିଲେ।