ବାପାକୁ ବିବାହ କରିଛି ଝିଅ । ପ୍ରବିତ୍ର ସମ୍ପର୍କରେ ଲାଗିଛି କଳଙ୍କ। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ଘର ପୋଡ଼ିଥିଲା ମନ ବି ପୋଡ଼ିଥିଲା ଆଶା ନଥିଲା ସିନ୍ଦୁର ମିଳିଲା... ବାଜିଲା ବାଜା .. ଶୁଭିଲା ଶୁଭ ସାହାନାଇ...ବାଣ ରୋଷଣୀରେ ଉଠିଲା ପଡ଼ିଲା ସାରା ଉତୁକୁଡ଼ା ଗାଁ। ସତ ହେଲା ହିରାମଣିଙ୍କ ଆଶା ଖଣ୍ଡିଏ ଶାଢୀରେ ଶାଶୁଘର ଗଲେ ଦିଲ୍ଲୀପ ଙ୍କ କନିଆ ସାଜି ....
ପୂର୍ବରୁ ବ୍ୟକ୍ତି ଜଣକ କହିଥିଲେ, ସେ ମହିଳାଙ୍କ ଝିଅକୁ ପାଠପଢ଼ାଇବେ । ତେଣୁ ସେ ତାଙ୍କୁ ଘରେ ରଖିଛନ୍ତି । ହେଲେ ଝିଅକୁ ପାଠ ପଢ଼ାଇବା ପରିବର୍ତ୍ତେ ତାଙ୍କୁ ବିବାହ କରିଥିଲେ । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।
ଉଭୟ ୬୦ ବର୍ଷ ପୂର୍ବରୁ ପ୍ରେମରେ ପଡ଼ିଥିଲେ । ନବ ବିବାହିତ ଲେନ୍ ଅଲବ୍ରାଇଟ୍ସଙ୍କ ବର୍ତ୍ତମାନ ବୟସ ହେଉଛି ୭୯ ବର୍ଷ ଆଉ ତାଙ୍କ ପତ୍ନୀ ଜାନେଟ୍ ଷ୍ଟିରଙ୍କ ବୟସ ହେଉଛି ୭୮ ବର୍ଷ । ୧୯୬୩ ମସିହାରେ ଉଭୟ ପଠପଢ଼ିବା ସମୟରେ ସେମାନଙ୍କର ପ୍ରେମ ଆରମ୍ଭ ହୋଇଥିଲା ।
କରୋନା କଟକଣାରେ ନିଆରା ବାହାଘର। ଅନଲାଇନ୍ରେ ବାହାଘର ହେଲା, Zamato ରୁ ଭୋଜି ଖାଇଲେ ୪୦୦ ଅତିଥି...ଦେଖନ୍ତୁ ସେହି ବାହାଘରର କିଛି ଝଲକ୍