• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Chandrayaan 3
ଭାରତର ଚନ୍ଦ୍ର ବିଜୟକୁ ବର୍ଷେ ! ଚନ୍ଦ୍ରପୃଷ୍ଠରେ ଓହ୍ଲାଇଥିଲା ଚନ୍ଦ୍ରଯାନ-୩

ଚନ୍ଦ୍ର ଦକ୍ଷିଣ ମେରୁରେ ସଫ୍ଟଲ୍ୟାଣ୍ଡିଂ କରିଥିଲା ଲ୍ୟାଣ୍ଡର ବିକ୍ରମ । ଜହ୍ନରାଇଜରେ ବିଚରଣ କରିଥିଲା ରୋଭର୍ ପ୍ରଜ୍ଞାନ ।

Kolkata Case, Lie Detection Test
କେବଳ ସନ୍ଦୀପ ଘୋଷ ନୁହେଁ, ଆହୁରି ଅଛନ୍ତି ସଂପୃକ୍ତ ! ସନ୍ଦେହ କରୁଛି CBI...

RG କର୍ ହସ୍ପିଟାଲର ପୂର୍ବ ଅଧ୍ୟକ୍ଷ ସନ୍ଦୀପ ଘୋଷର ହେବ ଟେଷ୍ଟ୍ । ପଲିଗ୍ରାଫ୍ ବା ଲାଏ ଡିଟେକ୍ସନ ଟେଷ୍ଟ ପାଇଁ ସିବିଆଇକୁ କୋର୍ଟଙ୍କ ଅନୁମତି ।

National Space Day
ଏଥର ଥିମ୍; ‘Touching Lives while Touching the Moon: India's Space Saga’

ଚଳିତବର୍ଷ ପାଳନ ହେଉଛି ପ୍ରଥମ ନ୍ୟାସନାଲ ସ୍ପେଶ୍ ଡେ । ଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମରେ ରହିଛି ବର୍ଣ୍ଣାଢ୍ୟ ଉତ୍ସବ ।

  • Friday, 23 August 2024
  • ISRO
Mamata Banerjee
ନାଟକ କରୁଛନ୍ତି କି ମମତା ! ଦୋଷ ଛଡ଼ାଇବାକୁ PMଙ୍କୁ ଲେଖିଲେ ଚିଠି

ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆରମ୍ଭରୁ ମଉନ ଥିଲେ ମମତା । ହେଲେ ଯେତେବେଳେ ଜନସାଧାରଣ ମମତାଙ୍କ ବିରୋଧରେ ଚିତ୍କାର କରିବା ଆରମ୍ଭ କଲେ ସେତେବେଳେ ମମତାଙ୍କ ନିଦ ଭାଙ୍ଗିଲା । ଆଉ ତାପରଠାରୁ ସେ ନାଟକ ଆରମ୍ଭ କରିଛନ୍ତି ।

Kolkata Case
ଖାଲି ଅଭୟାଙ୍କ ପରିବାରର ଖୁସି ଉଜୁଡ଼ିନି । ଛାରଖାର ହୋଇଯାଇଛି ଦୁଇ ଦୁଇଟି ପରିବାରର ସୁଖ

ଚାରି କାନ୍ଥ ଭିତରେ ନିଜ ଭାଗ୍ୟକୁ ନିନ୍ଦୁଛନ୍ତି ସଞ୍ଜୟର ମାଆ।

  • Thursday, 22 August 2024
Kolkata Police
କୋଲକାତା ପୋଲିସକୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା

ଅଭୟାକାଣ୍ଡରେ କୋଲକାତା ପୋଲିସକୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା। ପଶ୍ଚିମବଙ୍ଗ ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ ।

Kolkata Case
ପୁଅର କୁକର୍ମ ପାଇଁ ମୁଣ୍ଡ ଟେକିପାରୁନି ବିଧବା ମାଆ, ବାଟ ଚାଲିପାରୁନି ଭଉଣୀ !

ଅଭିଯୁକ୍ତ ସଞ୍ଜୟର ପରିବାର ବି ଛାରଖାର । ଦୋଷୀକୁ ଫାଶି ଦେବାକୁ ଦାବି କଲେ ସୋନାଗାଛି ଦେହଜୀବୀ ।

  • Thursday, 22 August 2024
Doctor booked
ଚିକିତ୍ସା ବେଳେ ମହିଳା ରୋଗୀଙ୍କୁ ଡାକ୍ତରଙ୍କ ଅସଦାଚରଣ !

ଚିକିତ୍ସା ବାହାନାରେ କ୍ଲିନିକ ଭିତରେ ଜଣେ ଡାକ୍ତରଙ୍କ ହରକତ ଲଜ୍ଜାରେ ସମସ୍ତଙ୍କ ମୁଣ୍ଡ ନୁଆଁଇ ଦେଇଛି । ଜଣେ ୨୨ ବର୍ଷୀୟା ମହିଳା ରୋଗୀଙ୍କୁ ଅନୁପଯୁକ୍ତ ଭାବେ ଛୁଇଁବା ଅଭିଯୋଗ ହୋଇଛି ।

Supreme Court
କୋଲକାତା ଲଜ୍ଜା: ଜଷ୍ଟିସ୍‌ ପାରଦିୱାଲାଙ୍କ କଡ଼ା ଟିପ୍ପଣୀ; କହିଲେ, ୩୦ ବର୍ଷରେ ଦେଖିନି ଏଭଳି ଦାୟିତ୍ୱହୀନତା

ପଶ୍ଚିମବଙ୍ଗ ପୋଲିସର ବ୍ୟବହାର ଅତ୍ୟନ୍ତ ଲଜ୍ଜାଜନକ । ଆନ୍ଦୋଳନରତ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଶୁଣାଣି ବେଳେ ଏଭଳି କହିଛନ୍ତି ସୁପ୍ରିମକୋର୍ଟ ।

Bengaluru Landlord
ଚର୍ଚ୍ଚାରେ ଘର ମାଲିକ; ଦେଉଥିଲେ ମାଗଣା ଡିନର୍, ବଢ଼ାଉନଥିଲେ ଘର ଭଡ଼ା

ମାଗଣା ଡିନର୍, ପୁଣି ଟଙ୍କାଟିଏ ବି ଘର ଭଡ଼ା ବୃଦ୍ଧି ନାହିଁ । ବଡ଼ ହୃଦୟ ଦେଖାଇଥିବା ଏମିତି ଜଣେ ଘର ମାଲିକ ଏବେ ଚର୍ଚ୍ଚାରେ ।

Heroic Mother Rat
VIDEO: ହାରିଲା ମୃତ୍ୟୁ, ମରଣ ମୁହଁରୁ ଛୁଆର ଜୀବନ ଛଡ଼ାଇ ଆଣିଲା ମାଆ

ମାଆ ନିଜ ଛୁଆ ପାଇଁ ଦୁନିଆର ସବୁଠୁ ବଡ଼ ସୁରକ୍ଷା କବଚ । ଛୁଆ ଉପରେ ବିପଦ ଆସିଲେ ଦୁନିଆର ସବୁ ଶକ୍ତି ସହ ଲଢିବାକୁ ପ୍ରସ୍ତୁତ ହୋଇଯାଏ ମାଆ ।

Kolkata Rape-Murder
‘ଗୋଟେ ନିରୀହ ଝିଅର ଜୀବନ ନଷ୍ଟ ହେଇଗଲା, ମୋ ଭାଇକୁ କଡ଼ା ଶାସ୍ତି ମିଳୁ’

ପୀଡ଼ିତା ଅଭୟାଙ୍କ ପାଇଁ କାନ୍ଦି କାନ୍ଦି ପ୍ରତିକ୍ରିୟା ରଖି ଭଉଣୀ କହିଛନ୍ତି ଭାଇକୁ କଡ଼ା ଶାସ୍ତି ମିଳୁ। ଗୋଟେ ନିରୀହ ଝିଅର ଜୀବନ ନଷ୍ଟ ହେଇଗଲା। ସଞ୍ଜୟ ରାୟଙ୍କ ମାଆ ଓ ବଡ଼ ଭଉଣୀ ଏପରି କହିଛନ୍ତି।

Abhishek Banerjee
ପଶ୍ଚିମବଙ୍ଗରେ ବି ପାଣ୍ଡିଆନ୍‌ ଫର୍ମୁଲା; ଦିଦି ସିନା ମୁଖ୍ୟମନ୍ତ୍ରୀ ହେଲେ ଚାଲିଛି ପୁତୁରା ଶାସନ... 

ଓଡ଼ିଶାରେ ଯେମିତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖେ ପାଣ୍ଡିଆନ୍‌ ରୁହନ୍ତି । ସେହିପରି ମମତାଙ୍କ ସହ ରହିଥାନ୍ତି ପୁତୁରା ଅଭିଷେକ ।

Mamata Banerjee
ସଙ୍କଟରେ ମମତା ସରକାର; ନାରୀ ନିଃଶ୍ୱାସରେ ଜଳିଗଲା BJD, ଏବେ TMC ପାଳି !

ନାରୀମାନଙ୍କ ଆଖିର ଲୁହରେ ନବୀନ ସରକାରର ପତନ ଘଟିଛି। ସେହି ନାରୀର ଲୁହରେ ଖିନ୍‌ଭିନ୍‌ ହେବାକୁ ବସିଛି ମମତାଙ୍କ କ୍ଷମତା ।

PM Modi In Poland
‘ତୃତୀୟ ବୃହତ ଅର୍ଥନୀତି ପାଇଁ ବେଶୀ ଦୂରରେ ନାହିଁ ଭାରତ’

ବିଶ୍ବ ବିକାଶ କ୍ଷେତ୍ରରେ ୨୦୨୩ରେ ଭାରତର ଯୋଗଦାନ ରହିଥିଲା ୧୬ ପ୍ରତିଶତ। ଦୁଇ ଦିନିଆ ପୋଲାଣ୍ଡ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୱାରସାଠାରେ ଆୟୋଜିତ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ ବେଳେ ଏ କଥା କହିଛନ୍ତି। 

Kolkata rape-murder case
କୋଲକାତାରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା; ଆଜି ସୁପ୍ରିମକୋର୍ଟରେ ହେବ ମାମଲାର ଶୁଣାଣି...

କୋଲକାତା ଆର ଜି କର ମେଡିକାଲ କଲେଜରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ଆଜି ଦିନ ୧୦ଟା ୩୦ରେ ଏହି ମାମଲାର ଶୁଣାଣି ହେବ। 

Kolkata Crime
ନ୍ୟାୟ ପାଇଁ ଲଢ଼େଇ ! ୧୩ ଦିନ ହେଲା ଆନ୍ଦୋଳନରେ ବସିଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ

କୋଲକାତା ଯାଇ ଗ୍ରାଉଣ୍ଡରୁ ଆକ୍ରୋଶ ପରଖିଲା ଓଟିଭି । ଲାଗିଲା ଅଭିଯୁକ୍ତ ସଂଜୟ ସୈତାନୀକାଣ୍ଡର ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ।

Kolkata Crime
୫ ଦିନରେ ୬୦ ଘଣ୍ଟା ଜେରା ! ମୃତଦେହ ବିକ୍ରି-ଅଙ୍ଗ ଚାଲାଣ କରୁଥିଲେ କଲେଜ ଅଧ୍ୟକ୍ଷ

ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଘାଣ୍ଟୁଛି ସିବିଆଇ । ସନ୍ଦୀପଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଅଭିଯୋଗ ଆଣିଲେ ସନ୍ଦୀପଙ୍କ ପୂର୍ବତନ ସହଯୋଗୀ ।

  • Wednesday, 21 August 2024
Lathi charge
ଭାରତ ବନ୍ଦ: ବିକ୍ଷୋଭକାରୀଙ୍କୁ ଲାଠିଚାର୍ଜ ବେଳେ ମାଡ଼ ଖାଇଗଲେ SDM

ଭାରତ ବନ୍ଦ ବେଳେ ଅଭାବନୀୟ ଘଟଣା । ପାଟନାର ସବ୍ ଡିଭିଜିନାଲ ମାଜିଷ୍ଟ୍ରେଟଙ୍କୁ ଲାଠିରେ ପିଟିଛି ପୋଲିସ।

National Geoscience Award
ଓଡ଼ିଆ ଭୂବିଜ୍ଞାନୀ ବି. ପ୍ରଶାନ୍ତ କୁମାର ଓ ପର୍ଶୁରାମଙ୍କୁ ରାଷ୍ଟ୍ରୀୟ ଭୂବିଜ୍ଞାନ ପୁରସ୍କାର

ଦୁଇ ଓଡ଼ିଆ ଭୂବିଜ୍ଞାନୀଙ୍କୁ ମିଳିଲା ରାଷ୍ଟ୍ରୀୟ ଭୂବିଜ୍ଞାନ ପୁରସ୍କାର । ବରିଷ୍ଠ ଭୂବିଜ୍ଞାନୀ ବି. ପ୍ରଶାନ୍ତ କୁମାର ପାତ୍ର ଓ ପର୍ଶୁରାମ ବେହେରାଙ୍କୁରାଷ୍ଟ୍ରୀୟ ଭୂବିଜ୍ଞାନ ସମ୍ମାନ ପ୍ରଦାନ କରାଯାଇଛି ।

PM Narendra Modi
ପୋଲାଣ୍ଡ ଓ ୟୁକ୍ରେନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

୪ ଦଶନ୍ଧି ମଧ୍ୟରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ପୋଲାଣ୍ଡ ଯାଉଛନ୍ତି ମୋଦି । ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡୋମିର ଜେଲେନସ୍କି ବି କରିଛନ୍ତି ନିମନ୍ତ୍ରଣ ।

Sourav Ganguly
କୋଲକାତା ପୀଡିତାଙ୍କୁ ନ୍ୟାୟ ଦାବି, ଆନ୍ଦୋଳନରେ ସାମିଲ ହେବେ ଗାଙ୍ଗୁଲି

କୋଲକାତା ଲେଡି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପୀଡିତାଙ୍କୁ ନ୍ୟାୟ ଦାବି । ଆନ୍ଦୋଳନରେ ସାମିଲ ହେବେ ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲି ।

suicide
ସିବିଆଇ ସ୍କାନରରେ ଥିଲେ ଇଡି ଅଧିକାରୀ; ଗିରଫ ଭୟରେ ହାରିଲେ ଜୀବନ !

ଆଲୋକ ଦୁର୍ନୀତି ମାମଲାରେ ଇଡି ଓ ସିବିଆଇର ସ୍କାନରରେ ଥିଲେ। ତେବେ ଗିରଫ ଭୟରେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

 Maharashtra teacher
ମହାରାଷ୍ଟ୍ରରେ ପୁଣି ଲଜ୍ଜା; ୬ ଛାତ୍ରୀଙ୍କୁ ଅଶ୍ଳୀଳ ଭିଡ଼ିଓ ଦେଖାଇ ଯୌନ ଶୋଷଣ କରୁଥିଲେ ଶିକ୍ଷକ...

ମହାରାଷ୍ଟ୍ରରେ ପୁଣି ଲଜ୍ଜା । ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ । ଛାତ୍ରୀଙ୍କୁ ଯୌନ ଶୋଷଣ କରୁଥିଲେ ଶିକ୍ଷକ । 

Government Hospitals
ସରକାରୀ ହସ୍ପିଟାଲର ବିସ୍ତୃତ ତଥ୍ୟ ସଂଗ୍ରହ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ 

ସରକାରୀ ହସ୍ପିଟାଲରେ ସୁରକ୍ଷା ପ୍ରୋଟକଲ୍ ସମ୍ପର୍କିତ ୧୧ଟି ବିନ୍ଦୁ ଉପରେ ବିସ୍ତୃତ ତଥ୍ୟ ସଂଗ୍ରହ ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।