• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Kolkata Doctor Case
କୋଲକାତାର ସାହିଗଳିରେ ତୀବ୍ର ହେଲାଣି ସରକାର ବିରୋଧୀ ସ୍ବର

କୋଲକାତାରେ ଅଭୟା କାଣ୍ଡକୁ ନେଇ ଜୋରଦାର ପ୍ରତିବାଦ ଭିତରେ, ଉଗ୍ର ରୂପ ନେଲାଣି ମମତା ସରକାର ବିରୋଧୀ ସ୍ବର। ବଢିଲାଣି ଦିଦିଙ୍କ ଉପରେ ଇସ୍ତଫା ଚାପ। ନାରଦା-ସାରଦା ସ୍କାମ ଠାରୁ ବି ବର୍ତ୍ତମାନ ବଡ଼ ହରଡଘଣାରେ ପଡିଛନ୍ତି ଦିଦି। ସାମ୍ନାରେ ରାଜନୈତିକ କ୍ୟାରିଅରର ସବୁଠୁ ବଡ଼ ଚ୍ୟାଲେଞ୍ଜ। ପ୍ରଶ୍ନ ଉଠୁଛି, ଅଭୟାକାଣ୍ଡର ନିଆଁରେ ପୋଡ଼ି ପାଉଁଶ ହୋଇଯିବ କି ପଶ୍ଚିମବଙ୍ଗର ମମତା ସରକାର ?

Kolkata Doctor Case
ଭୁଶୁଡୁଛି ଗଡ଼, ଆସନ ଟଳମଳ!! ତୀବ୍ର ହେଉଛି ସରକାର ବିରୋଧୀ ସ୍ୱର, ଛାନିଆ ପଶ୍ଚିମବଙ୍ଗ ସରକାର

କୋଲକାତାରେ ଅଭୟା କାଣ୍ଡକୁ ନେଇ ଜୋରଦାର ପ୍ରତିବାଦ ଭିତରେ, ଉଗ୍ର ରୂପ ନେଲାଣି ମମତା ସରକାର ବିରୋଧୀ ସ୍ୱର । ବଢିଲାଣି ଦିଦିଙ୍କ ଉପରେ ଇସ୍ତଫା ଚାପ । ନାରଦା-ସାରଦା ସ୍କାମ ଠାରୁ ବି ବର୍ତ୍ତମାନ ବଡ଼ ହରଡଘଣାରେ ପଡିଛନ୍ତି ଦିଦି ।

Unified Pension Scheme
୨୫ ବର୍ଷ ଚାକିରି କରିଥିଲେ ବେସିକ୍‌ର ଅଧା ମିଳିବ ପେନ୍‌ସନ୍‌; NPSଠୁ କେତେ ଭଲ UPS ? ଜାଣନ୍ତୁ...

ଆସନ୍ତା ଏପ୍ରିଲରୁ ଲାଗୁ ହେବ ନୂଆ ପେନସନ୍ ଯୋଜନା- ୟୁନିଫାଏଡ୍ ପେନସନ୍ ସ୍କିମ୍ ବା UPS। ଯେଉଁଥିରେ ଉପକୃତ ହେବେ ଦେଶର ୨୩ ଲକ୍ଷ କେନ୍ଦ୍ରୀୟ ସରକାରୀ କର୍ମଚାରୀ। ଯଦି ରାଜ୍ୟଗୁଡ଼ିକ ଏହାକୁ ଲାଗୁ କରନ୍ତି ତାହେଲେ ହିତାଧିକାରୀଙ୍କ ସଂଖ୍ୟା ୯୦ ଲକ୍ଷକୁ ବଢ଼ିଯିବ।

Sanjay Roy
କୋଲକାତା କେସ୍‌ରେ ଘାଣ୍ଟୁଛି CBI, ପାପୀ ସଞ୍ଜୟର ଚାଲିଛି ପଲିଗ୍ରାଫ୍ ଟେଷ୍ଟ

କୋଲକାତା ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ପାପର ପାପୀ ସଞ୍ଜୟ ରାୟର ଚାଲିଛି ପଲିଗ୍ରାଫ୍ ଟେଷ୍ଟ । ଅଭିଯୁକ୍ତ ସଂଞ୍ଜୟ ରାୟର ପଲିଗ୍ରାଫ୍ ଟେଷ୍ଟ ପୂର୍ବରୁ ଗତକାଲି ୬ ଜଣଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଥିଲା ।

  • Sunday, 25 August 2024
  • Crime
Sandip Ghosh
ଜାଣନ୍ତୁ ସୈତାନ ସନ୍ଦୀପର ଇତିହାସ, କିଏ ଏହି ସନ୍ଦୀପ ଘୋଷ ..

ପକ୍କା ସୈତାନ ସନ୍ଦୀପ ଘୋଷ ! ଅପରାଧର ପୃଷ୍ଠ ଭୂମିରେ କରିଥିଲା ଘର । ଡେଲି ଡେଲି ସୁନ୍ଦରୀଙ୍କ କରୁଥିଲା ସଉଦା । ହେଲେ କିଏ ଏ ସନ୍ଦୀପ ଘୋଷ ? କେମିତି କଲା ଏତେ ବଡ଼ ଅପରାଧର ସାମ୍ରାଜ୍ୟ ?

R G Kar Medical College and Hospital
ମେଡିକାଲକୁ ଆସୁଥିଲେ ସୁନ୍ଦରୀ ଯୁବତୀ, ଚାଲିଥିଲା ସେକ୍ସ ରାକେଟ୍

ସ୍ୱାସ୍ଥ୍ୟ ସେବା ନାଁରେ ଚାଲିଥିଲା ଦେହବେପାର । ମେଡିକାଲକୁ ଆସୁଥିଲେ ସୁନ୍ଦରୀ ସୁନ୍ଦରୀ ଦେହଜୀବୀ ।

Sandip Ghosh
କୋଲକାତା ଲଜ୍ଜା: ବନ୍ଧା ହେବେ ସନ୍ଦୀପ ଘୋଷ ! ଘରେ ପଶିଲା CBI

କୋଲକାତା RG କର ମେଡିକାଲ୍ କଲେଜ ଜୁନିୟର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଘାଣ୍ଟୁଛି ସିବିଆଇ। ସ୍କାନରରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ।ତାଙ୍କ ଘରେ ଆଜି ରେଡ୍ କରିଛି ସିବିଆଇ।

RG Kar Medical College
ମେଡିକାଲରେ ଚାଲିଥିଲା ସେକ୍ସ ରାକେଟ୍

ସ୍ୱାସ୍ଥ୍ୟ ସେବା ନାଁରେ ଚାଲିଥିଲା ଦେହବେପାର । ମେଡିକାଲକୁ ଆସୁଥିଲେ ସୁନ୍ଦରୀ ଦେହଜୀବୀ । ପର୍ଣ୍ଣ ଭିଡିଓ ସୁଟିଂ ହେଉଥିଲା ।

Sandip Ghosh
କିଏ ଏ ସନ୍ଦୀପ ଘୋଷ ?

ପକ୍କା ସୈତାନ ସନ୍ଦୀପ ଘୋଷ ! ଅପରାଧର ପୃଷ୍ଠ ଭୂମିରେ କରିଥିଲା ଘର । ଡେଲି ଡେଲି ସୁନ୍ଦରୀଙ୍କ କରୁଥିଲା ସଉଦା । ହେଲେ କିଏ ଏ ସନ୍ଦୀପ ଘୋଷ ? କେମିତି କଲା ଏତେ ବଡ଼ ଅପରାଧର ସାମ୍ରାଜ୍ୟ ?

Lakhpati Didi
ମହିଳାଙ୍କ ପାଇଁ ଆଜି ବଡ଼ ଘୋଷଣା କରିବେ ପ୍ରଧାନମନ୍ତ୍ରୀ, ୧୧ ଲକ୍ଷ ଲକ୍ଷପତି ଦିଦିଙ୍କୁ ମିଳିବ ପ୍ରମାଣପତ୍ର

SHG ଗ୍ରୁପ୍ ମହିଳାଙ୍କ ପାଇଁ ଘୋଷଣା ହେବ ୨୫୦୦ କୋଟିର ପ୍ୟାକେଜ୍ । ମହିଳା ସଶକ୍ତୀକରଣ କ୍ଷେତ୍ରରେ ସରକାରଙ୍କ ବଳିଷ୍ଠ ପଦକ୍ଷେପ ।

Kolkata Murder Case
ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଅନବରତ ଆନ୍ଦୋଳନ

କୋଲକାତାର ଅଭୟା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ପୁରିଲାଣି ୧୪ଦିନ । ହେଲେ ପୀଡ଼ିତାଙ୍କୁ ନ୍ୟାୟ, ଅପରାଧ ପଛର ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ଓ ଦୋଷୀମାନଙ୍କୁ ଉଚିତ ଦଣ୍ଡବିଧାନ ଦାବିରେ ଥମୁନି ଜନତାଙ୍କ ଦୁର୍ବାର ଆନ୍ଦୋଳନ । ଦିନରାତି ଏକ୍ କରି ନ୍ୟାୟ ମାଗୁଛନ୍ତି ସାଧାରଣ ଜନତା। 

Naxal Violence
'୨୦୨୬ ସୁଦ୍ଧା ନକ୍ସଲ ମୁକ୍ତ ହେବ ଭାରତ'

୨୦୨୬ ସୁଦ୍ଧା ନକ୍ସଲ ମୁକ୍ତ ହେବ ଭାରତ। ଛତିଶଗଡ ରାୟପୁରରେ ନକ୍ସଲ ପ୍ରଭାବିତ ରାଜ୍ୟମାନଙ୍କର ବୈଠକ ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

Unified Pension Scheme
କର୍ମଚାରୀଙ୍କ ପାଇଁ ଖୁସି ଖବର; ୟୁନିଫାଏଡ୍ ପେନସନ୍ ସ୍କିମ୍‌କୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ...

ୟୁନିଫାଏଡ୍ ପେନସନ୍ ସ୍କିମ୍‌କୁ ଅନୁମୋଦନ ଦେଲା କେନ୍ଦ୍ର କ୍ୟାବିନେଟ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ UPIକୁ ଅନୁମୋଦନ ମିଳିଛି।

Kolkata murder case
ସନ୍ଦୀପ ଘୋଷଙ୍କ ନାଁରେ CBIର ଏତଲା, ବଢ଼ିଲା ଗିରଫ ସମ୍ଭାବନା

କୋଲକାତା ଲଜ୍ଜା । ଆର୍ .ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ନାଁରେ CBI ପକ୍ଷରୁ ଏତଲା ।

Drishti IAS
ବନ୍ଦ ହୋଇଯିବ ଦ୍ରିଷ୍ଟି IAS ! ମୁଖାର୍ଜୀ ନଗର ଛାଡ଼ିବାକୁ କୋଚିଂ ସେଣ୍ଟର ସଜବାଜ

ମୁଖାର୍ଜୀ ନଗରରେ ବନ୍ଦ ହୋଇପାରେ ଜଣାଶୁଣା ସିଭିଲ ସର୍ଭିସ କୋଚିଂ ସେଣ୍ଟର ଦ୍ରିଷ୍ଟି ଆଇଏଏସ୍ ।

Rescue Operation
ବଢ଼ି ପାଣିରେ ଫସିଯାଇଥିଲେ ମହିଳା, ମୃତ୍ୟୁ ମୁଖରୁ ଟାଣି ଆଣିଲେ NDRF ଯବାନ

ବଢ଼ି ପାଣି ଫସିବା ପରେ ତାଙ୍କୁ ପ୍ରଥମେ ଗ୍ରାମବାସୀ ଦେଖି ଉଦ୍ଧାର ପାଇଁ ପ୍ରଶାସନକୁ ଖବର ଦେଇଥିଲେ । ଖବର ପାଇବା ପରେ NDRF ଯବାନ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପ୍ରଥମେ ଦଉଡ଼ି ସାହାଯ୍ୟରେ ବାହାଡ଼ରେ ପହଞ୍ଚିଥିଲେ ।

Kolkata
RG କର ମେଡିକାଲ କଲେଜରେ ଚାଲୁଥିଲା ସେକ୍ସ ରାକେଟ୍, ବାହାରୁ ଆସୁଥିଲେ ଯୁବତୀ

RG କର ମେଡିକାଲ କଲେଜ ହଷ୍ଟେଲକୁ ବାହାରୁ ଯୁବତୀ ଆସୁଥିଲେ। ଏସବୁର ପ୍ରଚ୍ଛଦପଟ ନାୟକ ଥିଲେ ତତ୍କାଳୀନ ଅଧକ୍ଷ ସନ୍ଦୀପ ଘୋଷ ।

156-medicines-ban
ଏହି ୧୫୬ଟି ଔଷଧକୁ ବ୍ୟାନ୍‌ କଲେ କେନ୍ଦ୍ର ସରକାର; ଜାଣନ୍ତୁ କାହିଁକି...

ଜ୍ୱର, ଥଣ୍ଡା, ଯନ୍ତ୍ରଣା ଓ ଆଲର୍ଜି ପାଇଁ ବହୁଳ ମାତ୍ରାରେ ବ୍ୟବହୃତ ହେଉଥିବା ୧୫୬ଟି ଫିକ୍ସଡ୍ ଡୋଜ୍ କମ୍ୱିନେସନ ଔଷଧକୁ ବ୍ୟାନ କରିଛନ୍ତି କେନ୍ଦ୍ର ସରକାର।

Sanjay Roy
ଜେଲରେ ରାକ୍ଷସ ହସ ହସୁଛି ସଞ୍ଜୟ! ପିଶାଚର ଗୁମର ଖୋଲୁଛି ସିବିଆଇ

ସଞ୍ଜୟ ରାୟ... ଚେହେରା ସିନା ମଣିଷ... ହେଲେ ୟାର ପ୍ରକୃତି ରାକ୍ଷସ । ଏ ନର ପିଶାଚର ଗୁମର ଏବେ ଧୀରେ ଧୀରେ ସିବିଆଇ ଖୋଲିବାରେ ଲାଗିଛି ।

Sanjay Roy
ରାତି ତମାମ ବ୍ଲୁ ଫିଲ୍ମ ଦେଖୁଥିଲା ଆଉ...

ସଞ୍ଜୟ ରାୟ... ଚେହେରା ସିନା ମଣିଷ... ହେଲେ ୟାର ପ୍ରକୃତି ରାକ୍ଷସ । ଏ ନର ପିଶାଚର ଗୁମର ଏବେ ଧୀରେ ଧୀରେ ସିବିଆଇ ଖୋଲିବାରେ ଲାଗିଛି । ଯାହାକୁ ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ ।

anti-Naxal review meeting
ବ୍ୟାପକ ହେବ ନକ୍ସଲ ନିପାତ ଅଭିଯାନ; ଆଜି ବସୁଛି ନକ୍ସଲ ମୁକାବିଲା ବୈଠକ

ଆଜିଠୁ ଛତିଶଗଡ଼ର ରାୟପୁରରେ ଆୟୋଜିତ ହେଉଛି ନକ୍ସଲ ପ୍ରଭାବିତ ରାଜ୍ୟମାନଙ୍କର ଶାସନ ସଚିବ ଏବଂ ପୋଲିସ ଡିଜିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ।ଏହି ବୈଠକର ଅଧ୍ୟକ୍ଷତା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

  • Saturday, 24 August 2024
  • Naxal
Kolkata Doctor Case
ଆର.ଜି.କର ହସ୍ପିଟାଲ ଯିବାକୁ ଚାହୁଁ ନଥିଲେ ଅଭୟା

କୋଲକାତା ଅଭୟା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଂଜୟ ରାୟକୁ ଆଜି ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Kolkata Doctor Case
ଓଟିଭି ହାତରେ ଲାଗିଲା ବଡ଼ ତଥ୍ୟ, ଆର.ଜି.କର ହସ୍ପିଟାଲ ଯିବାକୁ ଚାହୁଁ ନଥିଲେ ଅଭୟା

କୋଲକାତା ଅଭୟା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଂଜୟ ରାୟକୁ ଆଜି ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Accident
ଭୟଙ୍କର ଦୁର୍ଘଟଣା ! ନଦୀକୁ ଖସିପଡ଼ିଲା ବସ୍‌, ୧୪ ଜଣଙ୍କ ଜୀବନ ଗଲା

ଯାତ୍ରୀଙ୍କୁ ନେଇ କାଠମାଣ୍ଡୁରୁ ପୋଖରା ଯାଉଥିଲା ଏହି ବସ୍ ।

Uttarakhand Landslide
ପୁଣି ଭୟଙ୍କର ସ୍ଥିତି ! ଉତ୍ତରାଖଣ୍ଡରେ ଭୁସ୍ଖଳନ-ତ୍ରିପୁରାରେ ବନ୍ୟା...

ଭୁସ୍କଳନ ଯୋଗୁଁ ଏହି ରାସ୍ତାରେ ୟାତାୟତ ନ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି।