• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: 2 Labourers

assam coal mines
Assam Coal Mine: ଖଣି ଭିତରେ ୧୦୦ ଫୁଟର ପାଣି...ଫସି ରହିଛନ୍ତି ୮ ଶ୍ରମିକ, ଗୋଟିଏ ମୃତଦେହ ଉଦ୍ଧାର

ଆସାମର ଏକ କୋଇଲା ଖଣିରେ ଅଚାନକ ଜଳସ୍ତର ୧୦୦ ଫୁଟ ବଢି ଯାଇଥିଲା। ଫଳରେ ୯ ଜଣ ଶ୍ରମିକ ଏହା ମଧ୍ୟରେ ଫସି ରହିଥିବା ଜଣାପଡିଛି। ଭାରତୀୟ ନୌସେନାର ଡାଇଭର ମାନଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଥିବା ବେଳେ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।