ଜଣେ ପୀଡ଼ିତ ବ୍ୟକ୍ତି କହିଲେ, ଆମେ ତିନି ଦିନ ଧରି ଅପେକ୍ଷା କରୁଛୁ। ଦୟାକରି ଆମ ପରିଜନଙ୍କ ଶବ ଆମକୁ ଦିଅନ୍ତୁ। ପ୍ରତ୍ୟେକ ନେତା ଏଠାକୁ ଆସି ଫଟୋ ଉଠାଇବା ପାଇଁ କାମ ଅଟକାଇ ଦେଉଛନ୍ତି।
ପହଲଗାମ ଆତଙ୍କୀ ହମଲା ପରେ ଆଜି ଜମ୍ମୁ, କାଶ୍ମୀର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଛି। ଏହି ଅଧିବେଶନରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଆତଙ୍କୀ ହମଲାକୁ ଦୃଢ ଭାଷାରେ ନିନ୍ଦା କରିଛନ୍ତି।
ଦିଲ୍ଲୀ ଭୋଟ ଗଣତିକୁ ଦେଖି ରାଗିଗଲେ ଓମାର ଅବଦୁଲ୍ଲା । କଂଗ୍ରେସ ଓ ଆପକୁ କହିଲେ ଆହୁରି ନିଜ ଭିତରେ ଲଢ଼ ।
Z ମୋର୍ ଟନେଲ ଉଦଘାଟନ୍ ପରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଥିଲେ । ଜାମ୍ମୁ-କାଶ୍ମୀରରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଶ୍ରୀନଗରର ଶେର୍ଇ କାଶ୍ମୀର ଇଣ୍ଟରନାସନାଲ୍ କନଭେନସନ୍ ସେଣ୍ଟରରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ଉପରାଜ୍ୟପାଳ ମନୋଜ ସିହ୍ନା ଓମର ଅବଦୁଲ୍ଲାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।
ଏହି ବିଜୟ ସହ ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଚେହେରା ବି ଏକପ୍ରକାର ସ୍ପଷ୍ଟ । ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲା ଘୋଷଣା କରିଛନ୍ତି, ତାଙ୍କ ପୁଅ ଓମାର୍ ଅବଦୁଲ୍ଲା ବନିବେ ନେକ୍ସଟ ସିଏମ୍ ।
ଜମ୍ମୁ-କାଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଓମାର ଅବଦୁଲ୍ଲା। ବିଧାନସଭା ନିର୍ବାଚନରେ ଏନ୍ସି ମେଣ୍ଟର ବିଜୟ ପରେ ହେଲା ଘୋଷଣା ।