• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: L T

ସପ୍ତାହରେ ୯୦ ଘଣ୍ଟା କାମ କରିବାକୁ ପରାମର୍ଶ
90 Hour Work Week Row: ସପ୍ତାହରେ ୯୦ ଘଣ୍ଟା କାମକୁ ନେଇ ତେଜିଲା ବିବାଦ: ‘ସନ୍ ଡେ’ର ନାମ ବଦଳାଇ ‘ସନ୍-ଡ୍ୟୁଟି’ ହେଉ  

ଏଲ ଆଣ୍ଡ ଟି (ଲାର୍ସନ ଆଣ୍ଡ ଟୁବ୍ରୋ) କମ୍ପାନୀର ଅଧ୍ୟକ୍ଷ ଏସଏନ ସୁବ୍ରମଣ୍ୟମ କର୍ମଚାରୀମାନଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ମେସେଜ ଦେଇ କହିଛନ୍ତି, କର୍ମଚାରୀମାନେ ସପ୍ତାହରେ ୯୦ ଘଣ୍ଟା କାମ କରିବା ଦରକାର ।  ଏଲ ଆଣ୍ଡ ଟି ତାର କର୍ମଚାରୀଙ୍କୁ ଶନିବାର କାହିଁକି କାମ କରାଉଛି ବୋଲି ଏକ ପ୍ରଶ୍ନର ଉତ୍ତରରେ ସୁବ୍ରମଣ୍ୟମ କହିଛନ୍ତି, ରବିବାର ବି କର୍ମଚାରୀମାନେ କାମ କରିବା ଦରକାର । ସେ କହିଲେ, ‘ମୋର ଅବଶୋଷ ଯେ, ମୁଁ କର୍ମଚାରୀମାନଙ୍କୁ ରବିବାର ଦିନ କାମ କରାଇ ପାରୁନି ।

L&T
୨୦ କୋଟି ଦେଲେନି, ଏବେ ୧୦୦ କୋଟି ତଣ୍ଡ ଗଣିବେ ସରକାର

୧୯ ବର୍ଷ ତଳର ଏଲ୍-ଆଣ୍ଡ-ଟି କଂପାନୀକୁ ଠିକା କାମ, ଚୁକ୍ତି ଅନୁସାରେ ୨୦ କୋଟି ଟଙ୍କା ପଇଠ କଲେନି । ମାମଲା କୋର୍ଟକୁ ଗଲା ଓ ଶେଷରେ ଶହେ କୋଟି ଜରିମାନା ପୈଠ ନିର୍ଦ୍ଦେଶ ଆସିଛି । ସୁଧମୂଳ ସହ ଏବେ ଏତେ ଟଙ୍କା ଗଣାହେବ ରାଜ୍ୟ ରାଜ୍ୟକୋଷରୁ ।

L&T
ସରକାର ଦେଲେନି ଟଙ୍କା, ସରକାରୀ କାର୍ଯ୍ୟାଳୟରୁ ଜିନିଷ ଉଠାଇନେଲା L&T

ଘରୋଇ କମ୍ପାନୀର ବାକି ସୁଝି ପାରିଲେନି ସରକାର । ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଉପକରଣ ନେଇଗଲା କମ୍ପାନୀ ।