ଏଲ ଆଣ୍ଡ ଟି (ଲାର୍ସନ ଆଣ୍ଡ ଟୁବ୍ରୋ) କମ୍ପାନୀର ଅଧ୍ୟକ୍ଷ ଏସଏନ ସୁବ୍ରମଣ୍ୟମ କର୍ମଚାରୀମାନଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ମେସେଜ ଦେଇ କହିଛନ୍ତି, କର୍ମଚାରୀମାନେ ସପ୍ତାହରେ ୯୦ ଘଣ୍ଟା କାମ କରିବା ଦରକାର । ଏଲ ଆଣ୍ଡ ଟି ତାର କର୍ମଚାରୀଙ୍କୁ ଶନିବାର କାହିଁକି କାମ କରାଉଛି ବୋଲି ଏକ ପ୍ରଶ୍ନର ଉତ୍ତରରେ ସୁବ୍ରମଣ୍ୟମ କହିଛନ୍ତି, ରବିବାର ବି କର୍ମଚାରୀମାନେ କାମ କରିବା ଦରକାର । ସେ କହିଲେ, ‘ମୋର ଅବଶୋଷ ଯେ, ମୁଁ କର୍ମଚାରୀମାନଙ୍କୁ ରବିବାର ଦିନ କାମ କରାଇ ପାରୁନି ।
ଏହି ଭିଡିଓ ଟିକେ ନିଆରା । କାରଣ ଏହି ଭିଡିଓକୁ ପୋଷ୍ଟ କରିଛନ୍ତି ଖୋଦ୍ ଶିଳ୍ପପତି ହର୍ସ ଗୋଏଙ୍କା ।
ଏକ ସୁନ୍ଦର ଦୃଶ୍ୟ ସୋସିଆଲ ମିଡିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି, ଯେଉଁଥିରେ ଗୋଟିଏ ବ୍ରିଜ୍ ଉପରେ ଗୋଟିଏ ଲାଇନରେ ଅନେକ ଘର ଠିଆ ହୋଇଥିବା ଦେଖିବାକୁ ମିଳୁଛି।
ଶୃଙ୍ଖଳିତ ଏବଂ ଦକ୍ଷତା ସମ୍ପନ୍ନ ଅଗ୍ନିବୀରଙ୍କୁ RPG ଗ୍ରୁପ୍ ଅଫ୍ କମ୍ପାନୀରେ ନିଯୁକ୍ତି ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି । ସେ ନିଜ ଟ୍ୱିଟ୍ରେ ଆହୁରି କହିଛନ୍ତି ଯେ, ଆଗ୍ନିବୀରଙ୍କୁ ନିଯୁକ୍ତି ଦେବା ପାଇଁ ଅଧିକରୁ ଅଧିକ କମ୍ପାନୀ ଆଗକୁ ଆସନ୍ତୁ ।