• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

No Swiggy, Zomato, let kids taste food cooked by their mother: Kerala High Court
କୋର୍ଟଙ୍କ ବଡ଼ ରାୟ : ଏଣିକି ପିଲାଙ୍କୁ ମାଆ ଦେବେ ଘର ତିଆରି ଖାଦ୍ୟ

ସ୍ୱିଗି କି ଜୋମାଟୋ ନୁହେଁ..ଘରେ ତିଆରି ହେଉଥିବା ସ୍ୱାଦିଷ୍ଟ ଖାଦ୍ୟ ପିଲାଙ୍କୁ ଦେବେ ମାଆ । ଅନଲାଇନ୍‌ କି ଅଫ୍‌ ଲାଇନ୍‌ରେ ବି ଅର୍ଡର କରିବାକୁ ମନା କଲେ କୋର୍ଟ । ଜାଣନ୍ତୁ ଏମିତି ରାୟ କାହିଁକି ଦେଇଛନ୍ତି କୋର୍ଟ

Anantnag-Terrorist Attack
ଅନନ୍ତନାଗରେ ଆତଙ୍କବାଦୀଙ୍କ ହମ୍‌ଲା ! ଦୁଇ ସେନାଧିକାରୀ ସହିଦ

କର୍ଣ୍ଣେଲ ୧୯ ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟର ନେତୃତ୍ବ ନେଉଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି ।

IAF
ଆହୁରି ଶକ୍ତିଶାଳୀ ହେବ ବାୟୁସେନା ! ସାମିଲ ହେବ C-295 MW ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ

ଏହି ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟର ୫ରୁ ୧୦ଟନ୍ ଓଜନର ମାଲ ପରିବହନ କ୍ଷମତା ରହିଛି । ଏଥିସହ ଏକାଥରକେ ୭୦ ଜଣ ଯବାନ ଏଥିରେ ବସିପାରିବେ । 

  • Wednesday, 13 September 2023
  • IAF
Multi Utility Legged
ସହଜ ହେବ ଦୁର୍ଗମ ଅଞ୍ଚଳରେ ଅପରେସନ, ଯବାନଙ୍କୁ ବାଟ କଢ଼େଇବ ଚାରି ଗୋଡ଼ିଆ...

ଏଥିରେ ୧୨ କିଲୋଗ୍ରାମ ଓଜନର ପେଲୋଡ ରହିଛି । ଏହା ୱାଇଫାଇ କିମ୍ବା ଲଙ୍ଗ ଟର୍ମ ଇଭୋଲ୍ୟୁସ ଦ୍ୱାରା ନିୟନ୍ତ୍ରଣ ହୋଇପାରିବ ।

  • Wednesday, 13 September 2023
Indian Football Team
ଖେଳାଳିଙ୍କ ଗ୍ରହ ନକ୍ଷେତ୍ର ଚଳନକୁ ଦେଖି ଟିମ୍‌ରେ ମିଶାଉଥିଲେ କୋଚ୍‌ !

ଖେଳାଳିଙ୍କ ଗ୍ରହ ନକ୍ଷତ୍ରର ଚଳନ ଅନୁସାରେ ସେମାନଙ୍କୁ ଟିମରେ ସ୍ଥାନ ଦିଆଯାଇଥିଲା।

  • Wednesday, 13 September 2023
Multi-utility legged equipment
ଭାରତୀୟ ସେନାର ୪ ଗୋଡ଼ିଆ ସୈନିକ, ଯିଏ ଶତ୍ରୁ ସୀମାର ୧୦ କିମି ଭିତରକୁ ପଶି କରିବ ଆକ୍ରମଣ

୧୦କିମି ରେଂଜ ଭିତରେ ରିମୋଟ୍ ଦ୍ୱାରା ନିୟନ୍ତ୍ରଣ ହେବ ..୪୫ଡିଗ୍ରୀ ତୀଖ ପାହାଡ ଚଢିପାରିବ MULE ..ଅଜଣାସ୍ଥାନରେ ଅପରେସନ ବେଳେ ସେନାକୁ ଯୋଗାଇବ ତଥ୍ୟ

  • Wednesday, 13 September 2023
Blue dart rebrands dart plus service to bharat dart
ଇଣ୍ଡିଆ-ଭାରତ ବିବାଦ ଭିତରେ ‘ବ୍ଲୁ ଡାର୍ଟ’ ନା’ ହେଲା ପରିବର୍ତ୍ତନ; ଜାଣନ୍ତୁ କ’ଣ ରହିଲା…

ଦେଶର ନାମ ଇଣ୍ଡିଆରୁ ଭାରତକୁ ବଦଳାଇବା ନେଇ ଚାଲିଥିବା ରାଜନୈତିକ ବିବାଦ ମଧ୍ୟରେ ଲଜିଷ୍ଟିକ୍ କମ୍ପାନୀ ‘ବ୍ଲୁ ଡାର୍ଟ’ ଏକ ବଡ଼ ଘୋଷଣା କରିଛି। କମ୍ପାନୀ ବର୍ତ୍ତମାନ ଏହାର ପ୍ରିମିୟମ ସେବା ‘ଡାର୍ଟ ପ୍ଲସ’ର ନାମ ‘ଭାରତ ପ୍ଲସ’ରେ ପରିବର୍ତ୍ତନ କରିଛି।

China's Defence Minister Goes Missing
୨ ମାସରେ ୨ ମନ୍ତ୍ରୀ ନିଖୋଜ ! ଚୀନରେ ରହସ୍ୟମୟ ଭାବେ ଗାୟବ ହେଉଛନ୍ତି ମନ୍ତ୍ରୀ

ବିଦେଶ ମନ୍ତ୍ରୀ ପରେ ଏବେ ପ୍ରତିରକ୍ଷା ମନ୍ତ୍ରୀ ନିଖୋଜ ... ରାଷ୍ଟ୍ରପତି ଜିନପିଙ୍ଗଙ୍କ ରୋଷର ଶିକାର ହେଲେ କି?

  • Wednesday, 13 September 2023
  • China
 Brave Dog Kent
ଜମ୍ମୁକାଶ୍ମୀର ଏନକାଉଣ୍ଟର : ଜଣେ ଯବାନ ଓ ସେନା କୁକୁର ସହିଦ, ଜଣେ ଆତଙ୍କୀ ସଫା

ଅପରେସନ ବେଳେ ସୁରକ୍ଷାକର୍ମୀଙ୍କୁ ବାଟ ଦେଖାଇଥିଲା ‘କେଣ୍ଟ’

Nipah Virus
ନିଦ ହଜାଇଲା ସଂକ୍ରାମକ ନିପା ଭାଇରସ୍, ୨ ଜଣଙ୍କ ମୃତ୍ୟୁ ପରେ କେରଳରେ ହାଇ ଆଲର୍ଟ

ନିପା ଭୂତାଣୁ ସଂକ୍ରମଣରେ ଏବେ କାହାର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ସତର୍କତାମୂଳକ ପଦକ୍ଷେପ ଭାବେ କେରଳ ସରକାରଙ୍କ ପକ୍ଷରୁ ଏକ ଆଇସୋଲେସନ୍ ୱାର୍ଡ ପ୍ରସ୍ତୁତ ରଖାଯାଇଛି । କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକ ଡାକି ସ୍ଥିତିର ସମୀକ୍ଷା କରିଛନ୍ତି

11 People Killed As Truck Runs Over Them While Waiting On Rajasthan Highway
ରାସ୍ତାକଡ଼ରେ ଛିଡ଼ା ହୋଇଥିଲେ, ଫୁଲ୍‌ ସ୍ପିଡ୍‌ରେ ଆସି ମାଡ଼ିଗଲା ଟ୍ରକ୍‌; ୧୧ ମୃତ

ରାସ୍ତାକଡ଼ରେ ଛିଡ଼ା ହୋଇଥିବା ବେଳେ ମାଡ଼ିଗଲା ଟ୍ରକ୍‌। ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। 

G20
ଜି-ଟ୍ୱେଣ୍ଟି ଶିଖର ସମ୍ମିଳନୀ ଆୟୋଜନ ସ୍ଥଳର କୋଣ ଅନୁକୋଣରେ ଦେଖିବାକୁ ମିଳିଥିଲା ଭାରତର ସମୃଦ୍ଧ ଐତିହ୍ୟ ଓ ସଂସ୍କୃତିର ଝଲକ୍

ଅତିଥିମାନଙ୍କ ବିଦାୟ ବେଳେ ସ୍ମୃତି ସ୍ୱରୂପ ବିଭିନ୍ନ ଆକର୍ଷଣୀୟ ଉପହାରରେ ଆପାୟିତ କରିଥିଲେ ଭାରତ ସରକାର, ଯେଉଁଥିରେ ରହିଥିଲା ଆମ ଦେଶର କଳା କାରିଗରୀର ବିବିଧତାର ଛାପ।

G20
G-20 ସମ୍ମିଳନୀ: ବିଦାୟ ବେଳେ ମନଲାଖି ଉପହାର ନେଇ ଫେରିଲେ ରାଷ୍ଟ୍ରମୁଖ୍ୟ

ରାଷ୍ଟ୍ରମୁଖ୍ୟ ଓ ସେମାନଙ୍କ ପତ୍ନୀଙ୍କ ପାଇଁ ଗିଫଟ୍ ହାମ୍ପର୍ । ଖାଦ୍ୟପେୟରୁ ହସ୍ତତନ୍ତ ଯାଏଁ ଆକର୍ଷଣୀୟ ଉପହାର ।

Special Parliament Session In New Parliament Building From Ganesh Puja
ନୂଆ ସଂସଦ ଭବନ ଲାଗି ନୂଆ ୟୁନିଫର୍ମ, ଗଣେଶ ପୂଜାରେ ସ୍ୱତନ୍ତ୍ର ଅଧିବେଶନ

ଆସନ୍ତା ଗଣେଶ ପୂଜାରେ ବିଧିବଦ୍ଧ ଭାବେ ନୂଆ ସଂସଦ ଭବନର ଶୁଭାରମ୍ଭ ହେବ। ତା’ପୂର୍ବରୁ ନୂଆ ସଂସଦ ଭବନ ଲାଗି ନୂଆ ୟୁନିଫର୍ମ ଲାଗୁ ହୋଇଛି।

bjp fires fresh salvo at opposition over sanatan dharma row
ସନାତନ ଧର୍ମକୁ ଆକ୍ରମଣ କରିବା ‘ଇଣ୍ଡିଆ’ର ଲୁକ୍କାୟିତ ଏଜେଣ୍ଡା : ରବି ଶଙ୍କର ପ୍ରସାଦ

ଇଣ୍ଡିଆ ଗଠବନ୍ଧନ ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ସନାତନ ଧର୍ମ ଉପରେ ଆକ୍ରମଣ କରିବାର ଲୁକ୍କାୟିତ ଏଜେଣ୍ଡା ରଖିଥିବା ବିଜେପି ଅଭିଯୋଗ କରିଛି। ଏହା ସହିତ ପୁରାତନ ବିଶ୍ୱାସକୁ ନେଇ ଡିଏମ୍‌କେ ନେତା ବାରମ୍ବାର ସମାଲୋଚନା କରୁଥିବା ବେଳେ ବିରୋଧୀ ଦଳର ନେତାଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଛି।

Nitin Gadkari
ଜାଣି ରଖନ୍ତୁ କାର୍‌ ପ୍ରେମୀ; ରାସ୍ତାରୁ ହଟିବ ଡିଜେଲ ଗାଡ଼ି !

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏନେଇ ଏକ ପ୍ରସ୍ତାବ ଦେଇଛନ୍ତି । ନୀତିନ କହିଛନ୍ତି, ଏଣିକି ଭାରତରେ ଡିଜେଲ କାର କିଣିବା ଉପରେ ଅତିରିକ୍ତ ୧୦ ପ୍ରତିଶତ ସେବା କର ବା ଜିଏସ୍‌ଟି ଲାଗୁ କରାଯିବ ।

Canada PM Justin Trudeau still stuck in India after technical glitch in plane
ଜି-୨୦ ସମ୍ମିଳନୀ ପାଇଁ ଭାରତ ଆସିଥିଲେ କାନାଡା ପ୍ରଧାନମନ୍ତ୍ରୀ, ହେଲେ ନିଜ ଦେଶକୁ ଆଉ ଫେରି ପାରିନାହାନ୍ତି...

ଜି-୨୦ ବୈଠକକୁ ଆସି ଆଉ ନିଜ ଦେଶକୁ ଫେରି ପାରିନାହାନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁ। ବିମାନରେ ତ୍ରୁଟି ଦେଖା ଦେବାରୁ ସେ ଆଉ ଫେରି ପାରିନଥିବା ସୂଚନା ମିଳିଛି। 

President Murmu Saudi Arabia Crown Prince Mohammed bin Salman Al Saud in Delhi
ରାଷ୍ଟ୍ରପତି ଭବନରେ ରାତ୍ର ଭୋଜନ; ଏକାଠି ହେଲେ ଭାରତ ଓ ସାଉଦି ଆରବ ରାଷ୍ଟ୍ର ମୁଖ୍ୟ

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି, ଉପରାଷ୍ଟ୍ରପତି, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଢୋଭାଲଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଏଥିରେ ସାମିଲ ହୋଇଛନ୍ତି ।

Asia Cup 2023: India vs Pakistan
ପାକିସ୍ତାନ ବିପକ୍ଷରେ ଭାରତର ବିଶାଳ ବିଜୟ; ଆଜି ଶ୍ରୀଲଙ୍କାକୁ ଭେଟିବ ଇଣ୍ଡିଆ

ଦ୍ୱିତୀୟ ୱିକେଟ୍ ଯୋଡ଼ିରେ ବିରାଟ କୋହଲି ପଡ଼ିଆକୁ ଓହ୍ଲାଇବା ସହ ପାକିସ୍ତାନୀ ବୋଲରଙ୍କୁ ଧୁଲେଇ କରିଥିଲେ । ସେ ୧୨୨ ରନ କରିଥିଲେ । ସେହିଭଳି କେ.ଏଲ ରାହୁଲ ମଧ୍ୟ ଶତକୀୟ ଇନିଂସ ଖେଳିଥିଲେ ।

Rishi Sunak-Akshyata
​​​​​​​ଶେଖ ହସିନାଙ୍କ ପାଖରେ ଆଣ୍ଠୁ ମାଡ଼ି ବସିଥିଲେ ଋଷି

୪୩ ବର୍ଷୀୟ ସୁନକଙ୍କ ଏଭଳି ନମ୍ର ଆଚରଣର ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ ଛାଇ ଯାଇଛି।

Rishi Sunak-Akshyata
ସରିଗଲା G20, ଚର୍ଚ୍ଚାରେ ରହିଗଲେ ବ୍ରିଟେନ୍ PM ! ସୁନକ୍-ଅକ୍ଷତାଙ୍କ ଫଟୋକୁ ନେଇ ସବୁଠି ଚର୍ଚ୍ଚା

​​​​​​​ଶେଖ ହସିନାଙ୍କ ପାଖରେ ଆଣ୍ଠୁ ମାଡ଼ି ବସିଥିଲେ ଋଷି । ଭଦ୍ର ସ୍ୱଭାବ ଓ ପରିଧାନକୁ ନେଇ ସାରାଦେଶରେ ପ୍ରଂଶସା ।

Andhra Pradesh
ଜଳୁଛି ଆନ୍ଧ୍ରପ୍ରଦେଶ ! କେଉଁଠି ପୋଡ଼ାଜଳା ତ ଆଉ କେଉଁଠି ଭଙ୍ଗାରୁଜା...

ଚିତ୍ତୁର, ୱେଷ୍ଟ ଗୋଦାବରୀ, ଅମରାବତୀ ଏବଂ ତିରୁପତି ଆଦି ସହରମାନଙ୍କରେ ହିଂସାତ୍ମକ ସ୍ଥିତି ସୃଷ୍ଟି ହୋଇଥିଲା।

Delhi Crime News
ଚିତ୍କାର କରୁଥିଲେ ଦୁଇ ଝିଅ… ନୃଶଂସ ପାଲଟିଗଲା ସ୍ୱାମୀ, ସ୍ତ୍ରୀକୁ ଛୁରି ଭୁସି କଲା ହତ୍ୟା

ଅଭିଯୁକ୍ତ ସ୍ୱାମୀ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରୁଥିଲା । ଆଉ ଏହି କାରଣକୁ ନେଇ ବାରମ୍ବାର ଉଭୟଙ୍କ ମଧ୍ୟରେ ବଚସା ଲାଗି ରହୁଥିଲା । ହେଲେ ହଠାତ୍‌ ଗତକାଲି ବିଳମ୍ବିତ ରାତିରେ ଦୁହିଁଙ୍କ ବଚସା ଉଗ୍ରରୂପ ଧାରଣ କରିଥିଲା ।

7 Labourers Killed After Lift In 40 Storey Building Collapses In Maharashtra
ହଠାତ୍‌ ଖସି ପଡ଼ିଲା ୪୦ ମହଲା ବିଲ୍ଡିଂରେ ଲାଗିଥିବା ଲିଫ୍ଟ, ୭ ଶ୍ରମିକ ମୃତ...

ହଠାତ୍‌ ଖସି ପଡ଼ିଲା ନିର୍ମାଣାଧୀନ ୪୦ ମହଲା ବିଲ୍ଡିଂରେ ଲାଗିଥିବା ଲିଫ୍ଟ। ଫଳରେ ୭ ଶ୍ରମିକଙ୍କ ମୃତ୍ୟୁ ହୋଇଛି।

  • Monday, 11 September 2023
Former Andhra Pradesh CM Chandrababu Naidu sent to 14-day judicial custody
ଜେଲ୍‌ ଗଲେ ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ସେ ଗିରଫ ହୋଇଥିଲେ।