ଚାଇନାରେ ଏକ ଷ୍ଟାର୍ଟ ଅପ୍ ଏଭଳି ଗୋଟିଏ ନୂତନ ବ୍ୟାଟେରୀ ତିଆରି କରିଛି । ଯେଉଁଥିରେ ବିଦ୍ୟୁତ୍ ଉତ୍ପାଦନର କ୍ଷମତା ରହିଥିବା ଦାବି କରିଛି । ଆଉ ଏହି ବିଦ୍ୟୁତ୍ ଉତ୍ପାଦନ କ୍ଷମତା ୫୦ ବର୍ଷ ଯାଏ ରହିବ ବୋଲି କୁହାଯାଉଛି ।
ଗୌରବମୟ ୧୫୦ ବର୍ଷରେ ପାଦ ଥାପିଲା ଭାରତୀୟ ପାଣିପାଗ ବିଭାଗ । 'ହର୍ ହର୍ ମୌସମ୍, ହର୍ ଘର୍ ମୌସମ୍' ଲକ୍ଷ୍ୟ ହାସଲ ଦିଗରେ ଦେଲା ବଡ଼ ଉପହାର । ଏଣିକି ମୋବାଇଲ୍ ଆପ୍ ଜରିଆରେ ଘରେ ଘରେ ପହଞ୍ଚିବ ପ୍ରତିଟି ପାଣିପାଗ ଖବର ।
୨୨ ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ୫ ଦିନ ପୂର୍ବରୁ କାଲିଠୁ ଆରମ୍ଭ ହୋଇଯିବ ଧାର୍ମିକ ରୀତିନୀତି। ଏଥିପାଇଁ ଉଦ୍ଭାସିତ ଅଯୋଧ୍ୟା। ଉତ୍ସାହିତ ଦେଶ, ଉଲ୍ଲସିତ ପ୍ରତି ରାମପ୍ରେମୀଙ୍କ ପ୍ରାଣ।
ଘଟଣାକୁ ଗୁରୁତର ସହ ନେଲା ବେସାମରିକ ବିମାନ ଚଳାଚଳ ବିଭାଗ ।
ଆମେ ଆପଣଙ୍କୁ ଆଜି ସେହି ରାସ୍ତା ଦେଖାଇବୁ, ଯେଉଁ ରାସ୍ତାରେ ଗଲେ ଆପଣ ଭଲ ଚାକିରି କରିପାରିବେ । ଆଉ ମୋଟା ଆଙ୍କର ବେତନ ପାଇପାରିବେ ।
ଯବାନଙ୍କଠୁ କିଷାନ୍ ଯାଏଁ..ପାଣିପାଗ ସୂଚନା ଜରିଆରେ ପ୍ରତିଟି ଜୀବନକୁ ସୁରକ୍ଷିତ ଓ ସମୃଦ୍ଧ କରିଥିବା ଭାରତୀୟ ପାଣିପାଗ ବିଭାଗ ବା IMD, ଆଜି ପଦାର୍ପଣ କରିଛି ୧୫୦ ବର୍ଷରେ ।
ଆମେ ଆଜି ଆପଣଙ୍କୁ ଯେଉଁ କାହାଣୀ କହିବୁ ତାହା କୌଣସି ଚୋରିର ନୁହେଁ, ବରଂ ଏଟିଏମ୍ ଚୋରମାନଙ୍କର ଏକ ଦୁର୍ଦ୍ଦଶାର କାହାଣୀ ।
ଆଦିଶଙ୍କରାଚାର୍ଯ୍ୟ, ନେତାଜୀ ଆଉ ଏବେ ସ୍ୱଂୟ ଶ୍ରୀରାମ । ରାମଲାଲାଙ୍କ ବିଗ୍ରହ ନିର୍ମାଣ କରିଛନ୍ତି ଅରୁଣ ଯୋଗୀରାଜ । ୫ ପିଢ଼ି ମୂର୍ତ୍ତିରେ ଜୀବନ ଦେଇ ଆସୁଛନ୍ତି ଅରୁଣଙ୍କ ପରିବାର ।
ଆଉ ୭ ଦିନ ବାକି ରହିଲା, ସମସ୍ତ ମନ୍ଦିରରେ ସଫେଇ କରାଯାଉଛି । ସବୁ ମନ୍ଦିରରେ ଶଙ୍ଖଧ୍ୱନି, ଭଜନ କୀର୍ତ୍ତନ କରି ପ୍ରଚାର କରାଯାଉଛି ।
ସୋସିଆଲ ମିଡିଆରେ ଦେଖିବାକୁ ମିଳୁଥିବା ଭିଡିଓ ବା କଣ୍ଟେଣ୍ଟ ସବୁବେଳେ ସତ ହୋଇନଥାଏ । ଆମକୁ ଭାବି ଚିନ୍ତି କାମ କରିବାକୁ ପଡ଼ିବ ।
କ୍ରୀଡ଼ା କୋଟା ଅନୁସାରେ କନଷ୍ଟେବଳ ଜେନେରାଲ ଡ୍ୟୁଟି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ CRPF ର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ ।
ଜାଣି ଆଶ୍ଚର୍ଯ୍ୟ ହେବେ ଏଗୁଡ଼ିକୁ ପିନ୍ଧି ସଜେଇ ହୋଇଥିବା ଯୁବକ ଜଣକ ମହିଳା ନୁହଁନ୍ତି, ବରଂ ଜଣେ ପୁରୁଷ । ଆଉ ଘରେ ନୁହେଁ କି ଅନ୍ୟ କେଉଁ ସ୍ଥାନ ନୁହେଁ ବରଂ ଖୋଦ୍ ପରୀକ୍ଷା ହଲ୍ରେ ଏପରି ବେଶରେ ନଜର ଆସିଥିଲେ ଯୁବକ ଜଣକ ।
ପାଖେଇ ଆସୁଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ମନ୍ଦିର ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ଚିତ୍ର ଜାରି କଲା ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ।
ଭୀଷଣ ଥଣ୍ଡା ପାଇଁ ସ୍କୁଲ ସମୟକୁ କମ କରାଯାଇଛି । ଦିଲ୍ଲୀ ବିମାନ ବନ୍ଦରରେ ଘନକୁହୁଡି ଦେଖିବାକୁ ମିଳିଛି । ଏନେଇ ବିମାନବନ୍ଦର କର୍ତ୍ତୃପକ୍ଷ ସତର୍କ ସୂଚନା ଜାରି କରିଛି ।
୨୯ ବର୍ଷିୟ ଯବାନ ନାୟକ କେ. କୋଟେଶ୍ୱରା ରେଡ୍ଡୀ ସଂଧ୍ୟା ୬ଟା ସମୟରେ ହାଇଦ୍ରାବାଦ ଗୋଲକୋଣ୍ଡାର ମିଲିଟାରୀ ହସ୍ପିଟାଲକୁ ବାଇକ୍ ଯୋଗେ ଯାଉଥିଲେ ।
ବିମାନଟି ବିଳମ୍ୱରେ ଉଡାଣ କରିବା ନେଇ ଘୋଷଣା କରିଥିଲେ ପାଇଲଟ୍ । ହେଲେ ଏଥିରେ ଉତ୍ତକ୍ଷିପ୍ତ ହୋଇ ଜଣେ ଯାତ୍ରୀ ସିଧା ପାଇଲଟଙ୍କ ନିକଟକୁ ଯାଇ ତାଙ୍କୁ ଚାପୁଡା ମାରିଥିଲେ ।
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଲାଗି ଅତିଥିଙ୍କ ସମେତ ଶ୍ରଦ୍ଧାଳୁଙ୍କୁ ସ୍ୱାଗତ ଜଣାଇଛନ୍ତି ଅଯୋଧ୍ୟାର ମୁସଲିମ ସମାଜ ।
ପଶ୍ଚିମବଙ୍ଗ ଗଙ୍ଗାସାଗର ଘାଟରେ ମଧ୍ୟ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ବୁଡ଼ ପକାଇବା ସହ ମଙ୍ଗଳ ମନାସୀ ଆରତୀ କରିଛନ୍ତି ଶ୍ରଦ୍ଧାଳୁ ।
୬ ହଜାର ୭୦୦ କିଲୋମିଟର୍ ବିଶିଷ୍ଟ ଏହି ୬୭ ଦିନର ଯାତ୍ରା ଦେଶର ୧୧୦ଟି ଜିଲ୍ଲା ମଧ୍ୟ ଦେଇ ଯିବ ।
ହାତ ଛାଡି ଏକନାଥ ସିନ୍ଦେଙ୍କ ଧନୁ ତୀର ଧରିଲେ ପୂର୍ବତନ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ମିଲିନ୍ଦ ଦେଓରା। ଆଜି ସକାଳୁ କଂଗ୍ରେସରୁ ଇସ୍ତଫା ଦେଇଥିବା ମିଲିନ୍ଦ ସିନ୍ଦେ ଗ୍ରୁପର ଶିବ ସେନାରେ ସାମିଲ ହୋଇଛନ୍ତି।
୧୩ ବର୍ଷ ତଳେ ମେଳାରେ ସ୍ୱାମୀଠୁ ଅଲଗା ହୋଇଯାଇଥିଲେ ସ୍ତ୍ରୀ-ପିଲା । ଖୋଜି ଖୋଜି ପାଉନଥିଲେ ସ୍ୱାମୀ । ଶେଷରେ ଗଙ୍ଗାମାତା ଶୁଣିଏ ଡାକ । ଆଉ ତା’ପରେ..
ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକ କାଲାବୁରାଗି ଅଞ୍ଚଳରେ ଥିବା ମୌଲାନା ଆଜାଦ ମଡେଲ ସ୍କୁଲରେ।
ଏହି ଦଳ ସହିତ ମୋ ପରିବାରର ୫୫ ବର୍ଷର ସଂପର୍କ ଚ୍ଛିନ୍ନ ହୋଇଛି। ବର୍ଷ ବର୍ଷ ଧରି ସମସ୍ତ ନେତୃବୃନ୍ଦ, ସହକର୍ମୀ ଓ କର୍ମକର୍ତ୍ତାଙ୍କ ଠାରୁ ମିଳିଥିବା ଅବସ୍ମରଣୀୟ ସମର୍ଥନ ପାଇଁ ମୁଁ ସେମାନଙ୍କ ନିକଟରେ କୃତଜ୍ଞ ବୋଲି ଲେଖିଛନ୍ତି ୪୭ ବର୍ଷିୟ ମିଲିନ୍ଦ ଦେଓରା।
କୁହାଯାଉଥିଲା ଯେ, ନୀତୀଶ କୁମାରଙ୍କୁ ଏହି ବୈଠକରେ ଇଣ୍ଡିଆ ମେଣ୍ଟର ସଂଯୋଜକ କରାଯାଇପାରେ । କିନ୍ତୁ ତାହା ହୋଇପାରିନଥିବା ଚର୍ଚ୍ଚା ହେଉଛି । ନୀତୀଶ କୁମାର ନିଜେ ମନା କରିଥିବା କୁହାଯାଉଛି ।
ଗତ ବର୍ଷ ଡିସେମ୍ବର ୨୮ ତାରିଖରେ ଭାରତରେ ବେଆଇନ ଭାବେ କାର୍ଯ୍ୟ କରିବା ପାଇଁ ବିନାନ୍ସ, କୁକୋଇନ୍, ହୁବି ପରି କିଛି ଟ୍ରେଡିଂ ଆପ୍କୁ ସୋ-କଜ୍ ପଠାଯାଇଥିଲା ।