• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Us President Donald Trump

Nobel
Nobel Peace Prize: ନୋବେଲ ଶାନ୍ତି ପୁରସ୍କାର ପାଇବେ କି ଟ୍ରମ୍ପ? ପାକିସ୍ତାନ ପରେ ସୁପାରିସ୍ କଲେ ନେତାନ୍ୟାହୁ

ଅନେକ ଦେଶ ବିଶେଷ କରି ମଧ୍ୟପ୍ରାଚ୍ୟରେ ଶାନ୍ତି ସ୍ଥାପନା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ଆମେରିକା ରାଷ୍ଟପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁକୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ସୁପାରିସ୍ କରିଛି ଇସ୍ରାଏଲ ।

Trump privately approved attack plans
Attack Plans for Iran: ଧ୍ୱଂସ ହେବ ଇରାନ; ଭିତିରି ପ୍ଲାନିଂ କରୁଛନ୍ତି ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରିଥିବା ବେଳେ କେବଳ ଫାଇନାଲ ଆଦେଶକୁ ଅପେକ୍ଷା ରହିଛି । ରିପୋର୍ଟ ମୁତାବକ, ଏଯାଏଁ ଇରାନରେ ୪୫୦ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଇସ୍ରାଏଲରେ ୨୪ ଜଣଙ୍କର ମୃତ୍ୟୁ ହୋଇଛି ।

Pakistan Army Chief Meets Trump at White House
Pakistan Army Chief Meets Trump: ଟ୍ରମ୍ପଙ୍କୁ ଭେଟିଲେ ମୁନୀର; ଦୀର୍ଘ ଦିନ ପରେ ଆମେରିକାରେ ନଜର ଆସିଲେ ପାକ୍ ସେନା ମୁଖ୍ୟ

ଇରାନ-ଇସ୍ରାଏଲ୍ ଯୁଦ୍ଧ ଭିତରେ ହ୍ୱାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଅସୀମ ମୁନୀର । ୨୪ ବର୍ଷ ଭିତରେ ମୁନୀର୍ ପ୍ରଥମ ସେନା ମୁଖ୍ୟ ଯିଏ, ଆମେରିକାର ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ।

Trump threatens Iran's supreme leader
Trump threatens to kill Khamenei: ଯୁଦ୍ଧବିରତି ତୁଳନାରେ ପ୍ରକୃତ ସମାପ୍ତି ହିଁ ଶ୍ରେୟସ୍କର, ଆୟତୋଲ୍ଲା ଅଲ୍ଲୀ ଖାମେନେଇଙ୍କୁ ସହଜରେ ମାରିପାରିବୁ: ଟ୍ରମ୍ପ

ଇସ୍ରାଏଲ-ଇରାନ ଉତ୍ତେଜନା ମଧ୍ୟରେ ଜି-୭ ଶିଖର ସମ୍ମିଳନୀରୁ ଅଧାରୁ ପଳାଇବା ସହ ଇରାନକୁ ଚରମ ଚେତାବନୀ ଦେଇଛନ୍ତି। ଯୁଦ୍ଧବିରତି ଠାରୁ ପ୍ରକୃତ ସମାନ୍ତି ଶ୍ରେୟସ୍କର ବୋଲି କହିଛନ୍ତି। ଇରାନ୍ ସୁପ୍ରିମ ଲିଡର୍ ଙ୍କୁ ସହଜରେ ମାରିପାରିବୁ କିନ୍ତୁ ସେ ସମୟ ଆସିନାହିଁ ବୋଲି ଚେତାବନୀ ଦେଇଛନ୍ତି।

Iran wants to kill Trump
Iran wants to kill Trump: କାଶିମ ସୋଲେମାନିଙ୍କ ହତ୍ୟା ପରେ ତେହରାନର ବଡ ଟାର୍ଗେଟ ଡୋନାଲ୍ଡ ଟ୍ରମ୍ପ: ନେତାନ୍ୟାହୁଙ୍କ ବଡ ବୟାନ

ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ପରମାଣୁ କାର୍ଯ୍ୟକଳାପକୁ ବିରୋଧ କରୁଥିବାରୁ ଏବଂ ଜେନେରାଲ କାଶିମ ସୋଲେମାନିଙ୍କୁ ହତ୍ୟାପରେ ଟ୍ରମ୍ପ ଏବେ ତେହରାନର ଟାର୍ଗେଟରେ ଥିବା କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ।

Trump warns Iran
Trump warns Iran: ଆମେରିକା ଏପରି ଆକ୍ରମଣ କରିବ ଇରାନ ପୂର୍ବରୁ କେବେ ଦେଖିନଥିବ: ଟ୍ରମ୍ପଙ୍କ ଚେତାବନୀ

ଆମେରିକା ଉପରକୁ ଆକ୍ରମଣ ପାଇଁ ଇରାନ ଧମକ ଦେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଚେତାବନୀ ଦେଇଛନ୍ତି । ଯଦି ଆମେରିକା ଉପରକୁ ଆକ୍ରମଣ ହୁଏ, ତାହାଲେ ଆମେରିକା ସେନା ତା’ର ସମସ୍ତ ଶକ୍ତି ଓ ସାମର୍ଥ୍ୟ ଲଗାଇ ଇରାନ ଉପରେ ଆଟାକ କରିବ ବୋଲି ଟ୍ରମ୍ପ କହିଛନ୍ତି ।

Elon Musk
Musk leaves Trump administration: ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନରୁ କାହିଁକି ଇସ୍ତଫା ଦେଲେ ଏଲନ୍ ମସ୍କ; ଜଣା ପଡ଼ିଲା କାରଣ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସର୍ବୋଚ୍ଚ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି ଟେସଲା ସିଇଓ ଏଲନ ମସ୍କ। ଟ୍ରମ୍ପ ଆଣିଥିବା ବଜେଟ ବିଲକୁ ନେଇ ସେ ଖୁସି ନଥିବାରୁ ଇସ୍ତଫା ଦେଇଛନ୍ତି ବୋଲି କୁହାଯାଉଛି।

Russia's air strike
Russia's Airstrike on Ukraine: ୟୁକ୍ରେନ ଉପରେ ଋଷିଆର ବଡ ଏୟାରଷ୍ଟ୍ରାଇକ: ୧୩ ମୃତ, ଟ୍ରମ୍ପ ଦେଲେ ଚେତାବନୀ

ବିଳମ୍ବିତ ରାତିରେ ୟୁକ୍ରେନ ୟୁକ୍ରେନ ଉପରକୁ ୩୬୭ଟି ଡ୍ରୋନ ଓ ମିଜାଇଲ ମାଡ କରିଛି ଋଷିଆ । ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି । ଆମେରିକା ଓ ଅନ୍ୟ ଦେଶର ଚୁପ୍ ରହିବା ଋଷିଆକୁ ଉତ୍ସାହିତ କରୁଛି କହିଲେ ଜେଲେନସ୍କି । ଏହି ଏୟାରଷ୍ଟ୍ରାଇକକୁ କଡା ନିନ୍ଦା କରି ଋଷିଆର ପତନ ଆରମ୍ଭ ହେଉଛି କହିଲେ ଟ୍ରମ୍ପ ।

Donald Trump
Trump's Role in India-Pakistan Tension: ଭାରତ-ପାକ୍ ଉତ୍ତେଜନା: ଟ୍ରମ୍ପ କହିଲେ ମୁଁ ମଧ୍ୟସ୍ଥି, ଖଣ୍ଡନ କଲା ଭାରତ

ଭାରତ-ପାକ୍ ମଧ୍ୟରେ ସୃଷ୍ଟି ଉତ୍ତେଜନାର ସମାଧାନ କରିଥିବା ଦାବି ପୁଣି ଥରେ ଦୋହରାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବାଣିଜ୍ୟ ମାଧ୍ୟମରେ ସେ ବିବାଦର ସମାଧାନ କରିଥିବା ଦାବି କରିଛନ୍ତି ।

Golden Dome
Trump unveils $175-billion 'Golden Dome' defence plan: ଆମେରିକା ଆଣିବ ଅତ୍ୟାଧୁନିକ ମିସାଇଲ ଡିଫେନ୍ସ ସିଷ୍ଟମ ‘ଗୋଲ୍ଡେନ ଡୋମ୍‌’: ଚାଇନା ଓ ଋଷିଆକୁ ଦେବ ମାତ୍‌

୧୭୫ ବିଲିୟନ ଡଲାର ବିନିମୟରେ ଅତ୍ୟାଧୁନିକ ମିସାଇଲ ଡିଫେନ୍ସ ସିଷ୍ଟମ ‘ଗୋଲ୍ଡେନ ଡୋମ୍‌’ ଆଣିବ ଆମେରିକା । ‘ଗୋଲ୍ଡେନ ଡୋମ୍‌’ ରେ ହାଇ-ଟେକ୍ ଡିଟେକ୍ସନ ସେନ୍ସର୍ସ, ଟ୍ରାକିଂ ଟୁଲ୍ସ, ଇଣ୍ଟରସେପ୍ଟର ମିସାଇଲ୍ସ ଏବଂ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ନେଟୱାର୍କ ଭଳି ଏକାଠି କାମ କରିବ । ପ୍ରତ୍ୟେକ କମ୍ପୋନେଣ୍ଟ ସ୍ୱଂୟଚାଳିତ ଭାବେ କାର୍ଯ୍ୟ କରିବା ସହିତ ବିପଦକୁ ତୁରନ୍ତ ଚିହ୍ନଟ କରି ପ୍ରତିହତ କରିବା ପାଇଁ ଠିକ୍ ସମୟରେ ସୂଚନା ପ୍ରଦାନ କରିବ ।

Donald Trump's proposal
US Diplomacy in Russia-Ukraine War: ଋଷ୍-ୟୁକ୍ରେନ୍ ଯୁଦ୍ଧରେ ଲାଗିପାରେ ବିରାମ; 2ଘଣ୍ଟା ଧରି ପୁଟିନ-ଟ୍ରମ୍ପ ମଧ୍ୟରେ ଆଲୋଚନା

ଋଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଯୁଦ୍ଧର ଖୁବଶୀଘ୍ର ଅନ୍ତ ହେବ ବୋଲି ଅନୁମାନ କରାଯାଉଛି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବିରତି ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଘଣ୍ଟା ଧରି ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିଛନ୍ତି ।

Joe Biden
Joe Biden Prostate Cancer Diagnosis: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କ୍ୟାନସର

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପ୍ରୋଷ୍ଟେଟ କ୍ୟାନସର ହୋଇଥିବା ସୂଚନା ମିଳିଛି । ବାଇଡେନଙ୍କ ପରିସ୍ରା ପରୀକ୍ଷା ପରେ ରିପୋର୍ଟରେ କ୍ୟାନସର ହୋଇଥିବା ଜଣା ପଡିଛି । ସାରା ବିଶ୍ୱରୁ ତାଙ୍କୁ ଆଶୁ ଆରୋଗ୍ୟ କାମନା କରାଯାଉଛି । 

ସତ ଉଗାଳିବ ରାଣା
Extradition of 26/11 Mastermind: ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ ରାଣାକୁ ଭାରତ ଆଣିବାକୁ କାହିଁକି ଲାଗିଲା ୧୪ ବର୍ଷ ?

ମୁମ୍ବାଇରେ ହୋଇଥିବା ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣର ୧୬ ବର୍ଷ ପରେ ଶେଷରେ ଭାରତ ଏହାର ଷଡ୍‌ଯନ୍ତ୍ରକାରୀ ତହବୁର ରାଣାକୁ କାଠଗଡ଼ାକୁ ଆଣିପାରିଛି। ରାଣାକୁ ଆମେରିକାରୁ ଭାରତକୁ ଆଣିବା ପାଇଁ ପାଖାପାଖି ୧୪ ବର୍ଷ ଲାଗିଗଲା। ଗତ ଫେବ୍ରୁଆରି ମାସରେ ହ୍ୱାଇଟ୍ ହାଉସ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏହି ପ୍ରତ୍ୟର୍ପଣକୁ ଅନୁମୋଦନ କରିଥିଲେ।

ବିଶ୍ୱ ଦେଖୁଛି ଟ୍ରେଡ୍ ୱାର
China-America Trade War: ଚୀନ ଉପରେ ଆମେରିକା ପକାଇଲା ଟାରିଫ୍ ବମ୍: ୭ ଦୁର୍ଲଭ ଧାତୁର ରପ୍ତାନୀ ବନ୍ଦ କଲା ଚୀନ

ଏମିତି ଉତ୍ତେଜନା ପୂର୍ଣ୍ଣ ସ୍ଥିତିରେ ରାଷ୍ଟ୍ରପତି ଟ୍ରମ୍ପ ଆଉ ଏକ ଝଟକା ଦେଇଛନ୍ତି । ସେ କହିଛନ୍ତି, ଖୁବ ଶୀଘ୍ର ଫାର୍ମାସ୍ୟୁଟିକାଲ ପ୍ରଡକ୍ଟ ଉପରେ ବଡ ଧରଣର ଟାରିଫ ଲାଗୁ କରାଯିବ । ସେ ଆହୁରି କହିଛନ୍ତି, ମୋର କାମ ହେଉଛି ଆମେରିକାର ସ୍ୱପ୍ନକୁ ପୂରଣ କରିବା । ଆମେରିକା ନାଗରିକଙ୍କ ସୁରକ୍ଷା ମୋର ଦାୟିତ୍ୱ ।  ଟ୍ରମ୍ପ ଯଦି ଏହି ଫାର୍ମା ଟାରିଫ ଘୋଷଣା କରନ୍ତି ତେବେ ଭାରତ ପାଇଁ ସମସ୍ୟା ସୃଷ୍ଟି ହେବ ।

US President Donald Trump
US President Donald Trump: ଜିନପିଙ୍ଗ୍‌ଙ୍କୁ ଟ୍ରମ୍ପଙ୍କ ଖୋଲା ଧମକ; ଚୀନ୍ ଉପରେ ୧୦୪% ଟାରିଫ୍ ଲଗାଇଲା ଆମେରିକା....

ଚୀନ୍ ଉପରେ ବର୍ଦ୍ଧିତ ଆକାରରେ ୧୦୪ ପ୍ରତିଶତ ଟାରିଫ୍ ଲାଗୁ କରିଛି ଆମେରିକା। ଚେତାବନୀର ଦିନକ ପରେ ନୂଆ ଟାରିଫ୍ ଲଗାଇଥିଲେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍। ପୂର୍ବରୁ ଚୀନ ଉପରେ ୩୪ ପ୍ରତିଶତ ଟାରିଫ ଲଗାଇଥିଲା ଆମେରିକା। 

Trump-Elon Musk AI video
Trump-Musk AI Video: ଏଲନ ମସ୍କଙ୍କ ପାଦ ଚାଟୁଥିଲେ ଟ୍ରମ୍ପ, ଟିଭିରେ ଚାଲିଲା ଭିଡିଓ, ଜାଣନ୍ତୁ କ'ଣ ଘଟଣା...

ଅରବପତି ଏଲନ ମସ୍କଙ୍କ ପାଦ ଚାଟୁଥିବାର ନଜର ଆସିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକାର ସରକାରୀ କାର୍ଯ୍ୟାଳୟ ଟିଭି ସ୍କ୍ରିନରେ ଚାଲିଲା ଭିଡିଓ । ଜାଣନ୍ତୁ ପୁରା ଘଟଣା କ'ଣ

ଶିକୁଳିରେ ବନ୍ଧା ସେଇ ୪୦ ଘଣ୍ଟା
40 Hours of Torture: ପ୍ରବାସୀ ବଖାଣିଲେ ଲୋମଟାଙ୍କୁରା କାହାଣୀ: ୪୦ ଘଣ୍ଟାର ଯନ୍ତ୍ରଣା...ହାତ ଗୋଡ଼ ଓ ଅଣ୍ଟାରେ କଡ଼ି

ୟୁଏସ୍ ବର୍ଡର ପାଟ୍ରୋଲ୍ ପୋଲିସ (USBP) ମୁଖ୍ୟ ମାଇକେଲ୍ ଡବ୍ଲୁ. ବ୍ୟାଙ୍କସ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି, 'USBP ଏବଂ ଏହାର ଅଂଶୀଦାରମାନେ ସଫଳତାର ସହ ଅବୈଧ ବିଦେଶୀମାନଙ୍କୁ ଭାରତ ଫେରାଇ ଆଣିଛନ୍ତି। ଯଦି କେହି ବେଆଇନ ଭାବରେ ସୀମା ପାର କରନ୍ତି, ତେବେ ସେମାନଙ୍କୁ ବାହାର କରିଦିଆଯିବା ନେଇ ପରୋକ୍ଷ ଚେତାବନୀ ଦିଆଯାଇଛି।

PM Modi-Donald Trump Meeting
ମୋଦି ଟ୍ରମ୍ପ ଭେଟଘାଟ

ହ୍ବାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୋଦି-ଟ୍ରମ୍ପଙ୍କ ମଧ୍ୟରେ ହୋଇଛି ଦ୍ୱିପାକ୍ଷିକ ଆଲୋଚନା।

PM Modi US visit
PM Modi US visit: ଆମେରିକାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ଆଜି ଟ୍ରମ୍ପଙ୍କ ସହ ଦ୍ୱିପାକ୍ଷିକ ବୈଠକ

ଦୁଇ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ଦ୍ୱିପାକ୍ଷିକ ଆଲୋଚନା କରିବେ ।

ଟ୍ରମ୍ପ ଶାସନରେ ଭାରତ ପାଇଁ କେତେ ଲାଭ କେତେ କ୍ଷତି
Donald Trump: ଟ୍ରମ୍ପଙ୍କ ଦ୍ୱିତୀୟ ପାଳି ଶାସନରେ ଭାରତ କ୍ଷତି ସହିବ ନା ଲାଭରେ ରହିବ ?

ଟ୍ରମ୍ପ ଭାରତ ବିରୋଧରେ ପ୍ରତ୍ୟକ୍ଷ ଭାବେ କୌଣସି ଘୋଷଣା କରିନଥିଲେ ସୁଦ୍ଧା ଭବିଷ୍ୟତରେ ଏପରି କରିବେ ନାହିଁ ବୋଲି କୁହାଯାଇପାରିବ ନାହିଁ । ମେକ୍ ଆମେରିକା ଗ୍ରେଟ୍ ଏଗେନ ଭିଜନ ସହ ସତ୍ତାକୁ ଆସିଥିବା ଟ୍ରମ୍ପ କୌଣସି ସମୟରେ କିଛି ବି ନିଷ୍ପତ୍ତି ନେଇପାରନ୍ତି । ସାରା ଗତିବିଧିକୁ ଆମେରିକାରେ କେନ୍ଦ୍ରିତ କରିବା ଲକ୍ଷ୍ୟରେ ସେ ହ୍ୱାଇଟ ହାଉସ ଫେରିଛନ୍ତି । ନିର୍ବାଚନ ପ୍ରଚାର ସମୟରେ ଆମେରିକାକୁ ଅଗ୍ରାଧିକାର ଦେବା ସହ ପ୍ରାଥମିକତା ହେବ ବୋଲି ଘୋଷଣା କରିଥିଲେ ଟ୍ରମ୍ପ ।