• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Mumbai Fire
କାଠ ମାର୍କେଟ୍‌ରେ ଭୟାବହ ଅଗ୍ନିକାଣ୍ଡ; ଜଣେ ମୃତ

ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ନିଆଁକୁ ଆୟତ୍ତ କରିବାକୁ ୨୦ଟି ଅଗ୍ନିଶମ ଗାଡ଼ି ନିୟୋଜିତ କରାଯାଇଛି । ହେଲେ ବର୍ତ୍ତମାନ ସୁଦ୍ଧା ନିଆଁ ନିୟନ୍ତ୍ରଣାଧୀନ ହୋଇନାହିଁ ।

Padma Awards
ଏଥର ୫ ଜଣଙ୍କୁ ପଦ୍ମ ବିଭୂଷଣ-୧୭ ଜଣଙ୍କୁ ପଦ୍ମ ଭୂଷଣ-୧୧୦ ଜଣଙ୍କୁ ପଦ୍ମଶ୍ରୀ

ବରିଷ୍ଠ ଅଭିନେତା ତଥା ବିଜେପି ନେତା ମିଥୁନ୍ ଚକ୍ରବର୍ତ୍ତି, ଜଣାଶୁଣା ବ୍ୟବସାୟୀ ସୀତାରାମ ଜିନ୍ଦଲ୍, ଗାୟିକା ଉଷା ଉଥପ୍ ଭଳି ୧୭ ଜଣଙ୍କ ନାଁ ପଦ୍ମ ଭୂଷଣ ପାଇଁ ଘୋଷଣା କରାଯାଇଛି। ଏହାବ୍ୟତୀତ ୧୧୦ ଜଣଙ୍କ ନାଁ ପଦ୍ମଶ୍ରୀ ସମ୍ମାନ ପାଇଁ ଘୋଷଣା ହୋଇଛି।

Republic Day
୭୫ତମ ଗଣତନ୍ତ୍ର ଦିବସ, କାଶ୍ମୀରରୁ କନ୍ୟାକୁମାରୀ ଯାଏଁ ସବୁଠି ତ୍ରି-ରଙ୍ଗରେ ରଙ୍ଗାୟତ

ସାଧାରଣତନ୍ତ୍ର ଦିବସ ପାଇଁ କଡ଼ା ସୁରକ୍ଷା ବଳୟରେ ରାଜଧାନୀ ଦିଲ୍ଲୀ। ୮ହଜାରରୁ ଅଧିକ ଫୋର୍ସ ମୁତୟନ କରାଯାଇଛି।

Republic Day 2024 what is the meaning of Democracy
Republic Day 2024: ଗଣତନ୍ତ୍ର କେବଳ ଏକ ରାଜନୈତିକ ବ୍ୟବସ୍ଥା ନୁହେଁ; ଏହା ଜୀବନ ପ୍ରତି ଏକ ବିଶେଷ ଆଭିମୁଖ୍ୟ

ଗଣତନ୍ତ୍ର ହେଉଛି “ଲୋକମାନଙ୍କ ଦ୍ୱାରା, ଲୋକମାନଙ୍କ ପାଇଁ, ଲୋକମାନଙ୍କ ଦ୍ୱାରା ଶାସନ”। କିନ୍ତୁ ବିଭିନ୍ନ ଦେଶ, ସମୟ ଏବଂ ପରିସ୍ଥିତିରେ ବିଭିନ୍ନ ବିଚାର ଯୋଗୁଁ ଏଥିରେ କିଛି ମାତ୍ରାରେ ଜଟିଳତା ଦେଖାଦେଇଛି। ପ୍ରାଚୀନ କାଳରୁ ଗଣତନ୍ତ୍ରକୁ ନେଇ ଅନେକ ମତ ଆସିଥିଲା, କିନ୍ତୁ ଏଥିମଧ୍ୟରୁ ଅନେକକୁ ଗୁରୁତ୍ୱ ଦିଆଯାଇନି।

Padma Shri
ଚଳିତ ବର୍ଷ ୩୪ ଜଣଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର

ଗଞ୍ଜାମର ଗୋପୀନାଥକୃଷ୍ଣ ଲୀଳା ଲୋକନାଟକର ପ୍ରଚାର ଓ ପ୍ରସାର ପାଇଁ ନିଜ ଜୀବନ ଉତ୍ସର୍ଗ କରିଛନ୍ତି । ଗାଁ ଗାଁରେ ସେ ଅଖାଡା ନିର୍ମାଣ କରି ସେ ଶହ ଶହ କଳାକାରଙ୍କୁ ଏହି ଲୋକକଳାର ପ୍ରଶିକ୍ଷଣ ଦେଇଛନ୍ତି ।

Ayodhya Ram Mandir
ପ୍ରାଣପ୍ରତିଷ୍ଠା ପରେ ବଦଳି ଯାଇଛନ୍ତି ବାଳ ଶ୍ରୀରାମ ! ଖୋଦ୍ ବିଗ୍ରହ ନିର୍ମାତା ବି ଆଶ୍ଚର୍ଯ୍ୟ

ଅରୁଣ ଯୋଗୀରାଜ କହିଛନ୍ତି, ୭ ମାସ ଧରି ବିଗ୍ରହକୁ ନିର୍ମାଣ କଲି, ବିଗ୍ରହ ଗର୍ଭଗୃହରେ ସ୍ଥାନିତ ହେବା ପୂର୍ବରୁ ଏବଂ ସ୍ଥାନିତ ହେବାଯାଏଁ ୧୦ ଦିନ ବିତାଇଲି ।

Droupadi Murmu
ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ

ଆଦିତ୍ୟ ଏଲ୍‌-୧ର ସଫଳତା ଆମକୁ ନୂଆ ସୋପାନକୁ ନେଇଛି । ଅନ୍ତରୀକ୍ଷ ବିଜ୍ଞାନରେ ଭାରତର ସଫଳତା ଯୁବଶକ୍ତିଙ୍କୁ ଉତ୍ସାହିତ କରିଛି ।

Narendra Modi
ଫେବ୍ରୁଆରୀ ୩ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ରାଜ୍ୟ ବିଜେପି କ୍ୟାମ୍ପ ଚଳଚଂଚଳ ହୋଇଉଠିଛି।

President Award
ଓଡ଼ିଶାର ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ

ଓଡ଼ିଶାରୁ ଗୃହ ବିଭାଗ ସ୍ୱତନ୍ତ୍ରସଚିବ ସନ୍ତୋଷ ବାଲା ଓ କନଷ୍ଟେବଲ ସଂଯୁକ୍ତା ପଟ୍ଟନାୟକ ପାଇବେ ରାଷ୍ଟ୍ରପତି ପଦକ ।

Dalit Boy Slapped
ଭଗବାନ ନୁହଁନ୍ତି ଶ୍ରୀରାମ ଓ ହନୁମାନ...ଏପରି କହି ନିର୍ଧୂମ ଛେଚା ଖାଇଲେ ଦଳିତ ଛାତ୍ର

ଛାତ୍ର ଜଣକ ଅଟୋ-ରିକ୍ସାରୁ ଓହ୍ଲାଇବା ମାତ୍ରେ ଲୋକମାନେ ତାଙ୍କୁ ଘେରିଯାଇ ଚାପୁଡ଼ା ମାରିଥିଲେ। କିଛି ଲୋକ ତାଙ୍କୁ ଟାଣି ଟାଣି ମନ୍ଦିରକୁ ନେଇ ଯାଇଥିଲେ।

Honeymoon
ହନିମୁନ୍‌ ପାଇଁ ଗୋଆ ବଦଳରେ ଅଯୋଧ୍ୟା ନେଲା ସ୍ୱାମୀ; ସ୍ତ୍ରୀ ଆବେଦନ କଲା ଛାଡ଼ପତ୍ର

ମହିଳା ଜଣକ ତାଙ୍କ ଛାଡପତ୍ର ଆବେଦନରେ ଲେଖିଛନ୍ତି, ତାଙ୍କ ସ୍ୱାମୀ ଆଇଟି ସେକ୍ଟରରେ କାମ କରନ୍ତି । ସେ ଭଲ ଦରମା ମଧ୍ୟ ପାଆନ୍ତି । ସେ ବି ଜଣେ କର୍ମଜୀବୀ ମହିଳା । ସେମାନଙ୍କ ଆର୍ଥିକ ସ୍ଥିତି ଭଲ ରହିଛି ।

Modi - Macron
ଏଥର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଇମାନୁଏଲ ମାକ୍ରନ୍

ରାଜସ୍ଥାନର ସର୍ବପୁରାତନ ତଥା ୨୫୦ ବର୍ଷ ପୂର୍ବର ଜାନକୀଲା- ମୋହନଲାଲ୍ ଦୋକାନ ବୁଲି କିଛି ସାମଗ୍ରୀ କିଣିବେ।

BS Yeddurappa
BJPକୁ ଫେରିଲେ ଜଗଦୀଶ ସେତ୍ତାର, ବିଏସ୍ ୟେଦୁରପ୍ପାଙ୍କ ଉପସ୍ଥିତିରେ ସାମିଲ ହେଲେ

ବିଧାନସଭା ନିର୍ବାଚନ ବେଳେ ବିଜେପି ଛାଡ଼ି କଂଗ୍ରେସ ଯାଇଥିଲେ ।

Narendra Modi
ନୂଆ ଭୋଟରଙ୍କୁ ସ୍ୱାଗତ ସହ ଭୋଟ ପରିଚୟ ପତ୍ର ପ୍ରଦାନ

ଜାତୀୟ ଭୋଟର ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ନମୋ ନବ ମତଦାତା ସମ୍ମିଳନୀରେ ମୋଦିଙ୍କ ସମ୍ବୋଧନ ।

VOTE
ଏଥର ପୋଲିଂ ଅଧିକାରୀଙ୍କ ପାଇଁ ନୂଆ ବ୍ୟବସ୍ଥା, ଯେଉଁଠି ଡ୍ୟୁଟି ସେଇଠି ଭୋଟ

ସାଧାରଣ ନିର୍ବାଚନରେ ଭୋଟ ଦେବା ପାଇଁ ନୂଆ ବ୍ୟବସ୍ଥା । ପୋଲିଂ କର୍ମଚାରୀ ଯେଉଁଠି ଡ୍ୟୁଟି କରିବେ, ସେଇଠି ଦେବେ ଭୋଟ୍ ।

Arvind Kejriwal praises Ayodhya temple
ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସାରା ବିଶ୍ୱ ପାଇଁ ଗର୍ବ ଓ ଗୌରବର ବିଷୟ: କେଜ୍ରିୱାଲ

‘ରାମ ରାଜ୍ୟରୁ ପ୍ରେରଣା ନେଇ ଦିଲ୍ଲୀରେ ସରକାର ଚଳାଇବାକୁ ଚେଷ୍ଟା କରୁଛୁ। ଏହା ଅଧୀନରେ କେହି ଭୋକିଲା ରହିବେ ନାହିଁ ଏବଂ ସମସ୍ତଙ୍କୁ ଘର ଯୋଗାଇ ଦିଆଯିବ।’

Anti-Corruption Bureau Raid
କୁବେର ସରକାରୀ ବାବୁ...ମିଳିଲା ଶହେ କୋଟିର ସମ୍ପତ୍ତି, ନଗଦ ୪୦ ଲକ୍ଷ ଓ ଟଙ୍କାଗଣା ମେସିନ

ବାଲକୃଷ୍ଣଙ୍କ ଘରୁ ନଗଦ ଟଙ୍କା ଗଣିବା ମେସିନ ବି ମିଳିଛି। ଆଜି ବି ଚଢାଉ ଜାରି ରହିଛି। ଏଯାଏ ତଦନ୍ତକାରୀ ଟିମ୍‌ ବାଲକୃଷ୍ଣଙ୍କ ୪ଟି ଲକର୍‌ ଠାବ କରିଛନ୍ତି ।

  • Thursday, 25 January 2024
  • Raid
Ex-Navy officer skydives
ନୌସେନା ଅଧିକାରୀଙ୍କ ରାମ ପ୍ରେମ...୧୦ହଜାର ଫୁଟ ଉଚ୍ଚରେ ଉଡାଇଲେ ‘ଜୟ ଶ୍ରୀରାମ’ ଧ୍ୱଜା

ଥାଇଲାଣ୍ଡ ଆକାଶର ୧୦ହଜାର ଫୁଟ ଉଚ୍ଚରେ ଯାଇ ସମସ୍ତଙ୍କୁ ଚକିତ କରିଦେଛନ୍ତି। ସ୍କାଏ ଡାଇଭିଂ କରି ‘ ଜୟ ଶ୍ରୀରାମ’ ଲେଖାଥିବା ଏକ ଧ୍ୱଜା ଉଡାଇଛନ୍ତି।

Arun Yogiraj
‘ମୁଁ ବିଶ୍ୱାସ କରିପାରିଲିନି, ମୋ ଆଖି ସାମ୍ନାରେ ଶ୍ରୀରାମଙ୍କ ଚେହେରା ବଦଳିଗଲା’ !

‘ମୁଁ ନିଜକୁ ବିଶ୍ୱାସ କରିପାରିଲିନି ଯେ ମୁଁ ଗଢ଼ିଥିବା ମୂର୍ତ୍ତି ଏତେ ସୁନ୍ଦର କେମିତି ହେଲା । ସେହି ସମୟରେ ମୋ ପାଖରେ ଯେଉଁମାନେ ଥିଲେ ମୁଁ ତାଙ୍କୁ ଏକଥା ସଙ୍ଗେ ସଙ୍ଗେ ଜଣେଇଛି ।’

Minor Boy Death
କ୍ୟାନସର ଭଲ କରିବାକୁ ଗଙ୍ଗାସ୍ନାନ କରାଉଥିଲେ, ଚାଲିଗଲା କୁନି ପୁଅର ଜୀବନ

କର୍କଟ ଭଳି ଭୟଙ୍କର ରୋଗ ପାଇଁ ଡାକ୍ତରୀ ଚିକିତ୍ସା କରିବା ପରିବର୍ତ୍ତେ ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହୋଇ ୫ ବର୍ଷର ଶିଶୁର ଜୀବନ ଚାଲିଗଲା ।

Republic Day Delhi
ସାଧାରଣତନ୍ତ୍ର ଦିବସ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି...କଡ଼ା ସୁରକ୍ଷା ବଳୟରେ ରାଜଧାନୀ ଦିଲ୍ଲୀ

ପ୍ରଥମ ଥର ପାଇଁ ରିପବ୍ଲିକ୍ ଡେ ପରେଡରେ ଭାଗ ନେବେ ଦିଲ୍ଲୀ ପୋଲିସର ମହିଳା ପରେଡ୍ ଓ ବ୍ୟାଣ୍ଡ୍ କଣ୍ଟିଞ୍ଜେଣ୍ଟର । ଅଲ୍-ୱିମେନ୍ କଣ୍ଟିଞ୍ଜେଣ୍ଟର ନେତୃତ୍ବ ନେବେ ଆଇପିଏସ୍ ଶ୍ବେତା କେ. ସୁଗଠନ ।

Tamil Nadu Accident
ଘାଟିରେ ସିରିଜ ଦୁର୍ଘଟଣା...ଭାରସାମ୍ୟ ହରାଇ ଖସିପଡିଲା ଟ୍ରକ...୪ମୃତ, ୮ଗୁରୁତର

୩ଟି ଟ୍ରକ ଗୋଟିଏ ପରେ ଗୋଟିଏ ଆସି ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଯାହାର ଭିଡିଓ ସିସିଟିଭିରେ କଏଦ୍ ଦୋଇଛି ।

President’s Medal
ସାଧାରଣତନ୍ତ୍ର ଦିବସ: ଓଡ଼ିଶାର ୧୫ ଜଣଙ୍କୁ ସାହସିକତା ପୁରସ୍କାର, ୨ଜଣଙ୍କୁ ରାଷ୍ଟ୍ରପତି ପଦକ

ଓଡ଼ିଶାରୁ ଗୃହ ବିଭାଗ ସଚିବ ସନ୍ତୋଷ ବାଲା ଓ କନଷ୍ଟେବଲ ସଂଯୁକ୍ତା ପଟ୍ଟନାୟକ ପାଇବେ ରାଷ୍ଟ୍ରପତି ପଦକ ।

Mary Kom
‘ଅବସର ଘୋଷଣା କରି ନାହିଁ, ମୋ କଥାକୁ ଭୁଲ ତର୍ଜମା ହୋଇଛି’

ମ୍ୟାରି କମ୍‌ କହିଛନ୍ତି, ମୁଁ ବକ୍ସିଂରୁ ଅବସର ଘୋଷଣା କରି ନାହିଁ । ମୋ କଥାକୁ ଭୁଲ ତର୍ଜମା ହୋଇଛି। ଅବସର ନିଷ୍ପତ୍ତି ନେଲେ ମିଡିଆ ସାମ୍ନାକୁ ଆସି ଘୋଷଣା କରିବି ।

Ram Mandir - Ram Lala
ସାମ୍ନାକୁ ଆସିଲା ବାଳକ ରାମଙ୍କର ଆଉ ଏକ ମୂର୍ତ୍ତି

ଭାସ୍କର୍ଯ୍ୟ ଶିଳ୍ପୀ ଗଣେଶ ଭଟ୍ଟଙ୍କ ଦ୍ବାରା ନିର୍ମିତ ମୂର୍ତ୍ତି ।