• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Hema Malini

When hema malini sandal came out of foot shah rukh khan did a great job
ଶାହରୁଖଙ୍କ ଠାରୁ ଶିଖିବାର ଅଛି ବରିଷ୍ଠଙ୍କୁ ସମ୍ମାନ ଦେବାର ଗୁଣ; ହେମାଙ୍କ ସ୍ୟାଣ୍ଡେଲ୍ ଖସିଯିବାରୁ କଲେ ଏମିତି

ବଲିଉଡ୍‌ କିଙ୍ଗ୍‌ ଶାହରୁଖ ଖାନଙ୍କୁ ଏମିତି ଖାଲି ଖାଲିରେ ଜେଣ୍ଟେଲ୍‌ମ୍ୟାନ୍ କୁହାଯାଏ ନାହିଁ। ଶାହରୁଖଙ୍କୁ ଅନେକ ସମୟରେ ବହୁତ ସମ୍ମାନର ସହିତ ସାକ୍ଷାତ କରୁଥିବା ଦେଖିବାକୁ ମିଳିଥାଏ। ଇଣ୍ଡଷ୍ଟ୍ରିର ଜଣେ ନୂତନ କଳାକାର ହୁଅନ୍ତୁ, ତାଙ୍କ ପ୍ରଶଂସକ ହୁଅନ୍ତୁ କିମ୍ବା ବୟସ୍କ ବ୍ୟକ୍ତି ହୁଅନ୍ତୁ, ଶାହରୁଖ ସମସ୍ତଙ୍କୁ ପ୍ରେମ ଏବଂ ସମ୍ମାନର ସହିତ ଭେଟନ୍ତି।

Randeep Surjewala
ହେମା ମାଲିନୀଙ୍କ ବିରୋଧରେ ସୂର୍ଯୋୱାଲା ଦେଲେ ଆପତ୍ତିଜନକ ମନ୍ତବ୍ୟ, କହିଲେ....

ବିଜେପି ନେତା ତଥା ମଥୁରା ସାଂସଦ ହେମା ମାଲିନୀଙ୍କ ବିଷୟରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ରଣଦୀପ ସୂର୍ଯୋୱାଲା ।

hema malini 75th birthday celebration with husband dharmendra
‘ତୁନେ ଓ ରଙ୍ଗିଲେ କୈସେ ଯାଦୁ କିୟା’ରେ ଷ୍ଟାଇଲ୍ ମାରିଲେ ହେମା ମାଳିନୀ

ହେମା ମାଳିନୀ ଗତକାଲି ଅର୍ଥାତ୍ ୧୬ ଅକ୍ଟୋବରରେ ତାଙ୍କର ୭୫ ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ପାର୍ଟୀରେ ଯେତେବେଳେ ‘ତୁନେ ଓ ରଙ୍ଗିଲେ କୈସେ ଯାଦୁ କିୟା’ ଗୀତ ବାଜୁଥିଲା ସେତେବେଳେ ହେମାଙ୍କ ଷ୍ଟାଇଲ୍ ଥିଲା ଦେଖିଲା ଭଳି।

hema malini  also want to do kissing scene like dharmendra and shabana azmi
ଧର୍ମେନ୍ଦ୍ର-ଶବାନାଙ୍କ KISS ସିନ୍‌ର ପ୍ରତିବାଦ ନ କରି ହେମା କହିଲେ...‘ଅସୁବିଧା କ’ଣ, ମୁଁ ବି କରିବି’

‘ରକୀ ଔର୍ ରାନୀ କି ପ୍ରେମ କାହାନୀ’ରେ ଥିବା ଧର୍ମେନ୍ଦ୍ର ଓ ଶବାନାଙ୍କ KISS ସିନ୍‌ ଚର୍ଚ୍ଚାର ମାହୋଲ୍ ତିଆରି କରିଥିଲା। ଏ ବିଷୟରେ ହେମା ମାଳିନୀଙ୍କୁ ପଚରାଯିବାରୁ ସେ ଏହାର ପ୍ରତିବାଦ ନ କରି ଫିଲ୍ମ ପାଇଁ ଆବଶ୍ୟକ ହେଲେ ସେ ବି ଏଭଳି ସିନ୍ କରିବେ ବୋଲି କହିଛନ୍ତି।

Hema malini opened up about how a filmmaker made a deplorable demand about her saree
ଚଳଚ୍ଚିତ୍ର ନିର୍ମାତାଙ୍କ ପର୍ଦାଫାସ୍ କଲେ ହେମା ମାଲିନୀ: କହିଲେ ସେ ଚାହୁଁଥିଲେ ଶାଢିର ପିନ୍ ଖୋଲିବାକୁ

ବର୍ତ୍ତମାନ 'ଡ୍ରିମ୍ ଗାର୍ଲ' ହେମା ମାଲିନୀ ତାଙ୍କର ଏକ ସାକ୍ଷାତକାରରେ ଏକ ବଡ଼ ଖୁଲାସା କରିଛନ୍ତି। ହେମା ମାଲିନୀଙ୍କ ଏହି କଥାରୁ ଏହା ସ୍ପଷ୍ଟ ହେଉଛି ଯେ ସେ ମଧ୍ୟ ତାଙ୍କ କ୍ୟାରିୟରର ପ୍ରଥମ ଦିନରେ କାଷ୍ଟିଂ କାଉଚ୍‌ର ଶିକାର ହୋଇଥିଲେ।

Dharmendra booked entire 100-room hospital for Hema Malini before Esha Deol's birth
ହେମାଙ୍କ ପାଇଁ ୧୦୦ରୁମ୍ ବିଶିଷ୍ଟ ପୂରା ଡାକ୍ତରଖାନା ବୁକ୍ କରିଦେଇଥିଲେ ଧର୍ମେନ୍ଦ୍ର; କାହିଁକି…

ସୋସିଆଲ ମିଡିଆରେ ହେମା ମାଲିନୀଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ହେମା ମାଲିନୀଙ୍କ ବନ୍ଧୁ କହୁଛନ୍ତି ଯେ ଈଶା ଦେଓଲଙ୍କ ଜନ୍ମ ଅବସରରେ ଧର୍ମେନ୍ଦ୍ର ପୂରା ଡାକ୍ତରଖାନା ବୁକ୍ କରିଦେଇଥିଲେ। ସେହି ଡାକ୍ତରଖାନାରେ ୧୦୦ଟି କୋଠରୀ ଥିଲା। ହେଲେ ଧର୍ମେନ୍ଦ୍ର ଏମିତି କାହିଁକି କରିଥିଲେ ଜାଣନ୍ତୁ…

Hema Malini travel in Mumbai metro and take auto ride from dn nagar to juhu
ପାଖରେ ଅଛି ଦାମୀ କାର୍; ହେଲେ କାହିଁକି ଅଟୋରେ ଗଲେ ହେମା ମାଳିନୀ

କୌଣସି ସେଲିବ୍ରିଟିଙ୍କୁ ଅଟୋରେ ଯିବା ପ୍ରାୟ ଦେଖିବାକୁ ମିଳେନି। କିନ୍ତୁ ହେମା ମାଳିନୀଙ୍କୁ ମେଟ୍ରୋ ଓ ଅଟୋରେ ଯିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତାଙ୍କ ପାଖରେ ତ ଦାମୀ ଓ ବିଳାସପୂର୍ଣ୍ଣ କାର୍‌ର ଅଭାବ ନାହିଁ। ହେଲେ ସେ କାହିଁକି ମେଟ୍ରୋ ଆଉ ଅଟୋର ସାହାରା ନେଲେ ଆସନ୍ତୁ ଜାଣିବା।

First Stunt woman of bollywood Reshma Pathan
ବଲିଉଡ୍‌ର ପ୍ରଥମ ମହିଳା ଷ୍ଟଣ୍ଟ୍‌ କଳାକାରଙ୍କ ସଂଘର୍ଷ ଓ ସଫଳତାର କାହାଣୀ

ବଲିଉଡ୍‌ରେ ହିରୋଇନ୍‌ମାଙ୍କ ପାଇଁ ଷ୍ଟଣ୍ଟ୍ ଦେବାକୁ ହେଲେ ପୁରୁଷ ଷ୍ଟଣ୍ଟ୍‌ କଳାକାରଙ୍କ ଆବଶ୍ୟକ ହେଉଥିଲା। ମହିଳାଙ୍କ ବେଶରେ ସେମାନେ ଦେଉଥିଲେ ଷ୍ଟଣ୍ଟ୍। କିନ୍ତୁ ସବୁକିଛି ବଦଳିଗଲା ଯେତେବେଳେ ରେଶମା ପଠାନଙ୍କ ହେଲା ପ୍ରବେଶ। ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷ ଓ ସଫଳତାର କାହାଣୀ।

Happy Birthday Hema Malini
ଅଭିନେତ୍ରୀ ହେବାକୁ ଚାହୁଁନଥିଲେ ଡ୍ରିମ୍‌ ଗର୍ଲ ! କେମିତି ହେଲା ହେମାଙ୍କର ସିନେ ଦୁନିଆରେ ଏଣ୍ଟ୍ରି ?

ପତଳାପଣ ପାଇଁ ଅନେକ ଥର ରିଜେକ୍ଟ ହେବାପରେ କିପରି ସୁପରଷ୍ଟାର ହେଲେ ହେମା ମାଳିନୀ ?

Dharmendra and Hema malini
ବିବାହ ବାର୍ଷିକୀରେ ଭାବପ୍ରବଣ ହେଲେ ଡ୍ରିମ୍‌ ଗର୍ଲ

୧୯୮୦ ମସିହାରେ ଡ୍ରିମ୍‌ ଗର୍ଲ ହେମାମାଳିନୀଙ୍କ ହାତ ଧରିଥିଲେ ଧର୍ମେନ୍ଦ୍ର।

Sanjeev Kumars tragic love
ପ୍ରେମ ଯୋଗୁଁ ସାରା ଜୀବନ ବାଡୁଅ ରହିଗଲେ ସଞ୍ଜୀବ କୁମାର

ହିନ୍ଦି ସିନେମାର ବରିଷ୍ଠ ଅଭିନେତା ସଞ୍ଜୀବ କୁମାର ଯେବେ ବି ପରଦାକୁ ଆସନ୍ତି ନିଜର ଗମ୍ଭୀରତାରେ ସେ ଦର୍ଶକଙ୍କ ହୃଦୟ ଜିତି ନିଅନ୍ତି। ତାଙ୍କ ସମୟରେ ଯେତେ ବି ଅ‍ଭିନେତା ଥିଲେ ସମସ୍ତଙ୍କ ଠାରୁ ସଞ୍ଜୀବ ଅଲଗା ବାରି ହୋଇ ପଡୁଥିଲେ। ସେ ମମୟରେ ସେ ସବୁଠାରୁ ହ୍ୟାଣ୍ଡସମ୍‌ ଅଭିନେତା ଥିଲେ। ଯୁବତୀମାନେ ତାଙ୍କୁ ପରଦାରେ ଦେଖି ବି ତାଙ୍କ ପ୍ରେମରେ ପଡିଯାଉଥିଲେ। ତେଣୁ ସଞ୍ଜୀବଙ୍କୁ ଜୀବନସାଥୀ କରିବା ନେଇ ଅନେକ ଯୁବତୀ ମଧ୍ୟ ତାଙ୍କ ପାଇଁ ଟିଫିନ୍ ପଠଉଥିଲେ। ଏଭଳି ସୁନ୍ଦର ଓ ପ୍ରସିଦ୍ଧ ଅଭିନେତାଙ୍କର ଯଦି ବିବାହ ନ ହୁଏ ତେବେ ଏ କଥା ସହଜେ ହଜମ ହୁଏନି। ତେବେ କ’ଣ ରହିଛି ଏହା ପଛର କାହାଣୀ?