• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Colleagues

Strict colleague
ବସ୍‌ଙ୍କୁ ପାନେ ଦେବାକୁ ଭଡ଼ାରେ ଗୁଣ୍ଡା ଆଣିଲେ ସହକର୍ମୀ, ମାରିଲେ ନିସ୍ତୁକ ମାଡ଼

ଏକ ଘରୋଇ ସଂସ୍ଥାର ଅଡିଟର ଭାବେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ । ଗତ ଶୁକ୍ରବାରରେ ଆକ୍ରମଣ ହୋଇଥିଲା । ତେବେ ଏହି ଆକ୍ରମଣରେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ପାଞ୍ଚଜଣ ଅଭିଯୁକ୍ତଙ୍କୁ ଗିରଫ କରିନେଇଛି ।

Maternity Leave
ମାତୃତ୍ୱ ଛୁଟି ମାଗିବାରୁ ସହକର୍ମୀଙ୍କୁ ବିଷ ଦେଇଦେଲେ ମହିଳା !

କର୍ମଚାରୀ ଜଣକ ମହିଳାଙ୍କ ପାଣି ବୋତଲରେ ନିୟମିତ ଭାବରେ କିଛି ମିଶାଉଥିଲେ। ପାଣିର ସ୍ୱାଦ ପରିବର୍ତ୍ତନ ହେବାରୁ  ସେ ଫୁଟାଯାଇଥିବା ପାଣି ପିଇବା ଆରମ୍ଭ କଲେ। ଏହାପରେ ମଧ୍ୟ ସମାନ ସ୍ୱାଦ ଆସିବାରୁ ପାଣିରେ କେହି କିଛି ମିଶାଉଥିବା ସେ ସନ୍ଦେହ କରିଥିଲେ।

Special Story | Kalahandi SP gets grand farewell from colleagues and locals
ବିଦାୟ ବେଳେ କଳାହାଣ୍ଡି ଏସପିଙ୍କୁ କାନ୍ଧରେ ବୁଲାଇଲେ ଲୋକେ

ଜଣେ ଏସପି ବଦଳି ହେଲା ବେଳକୁ ଲୋକେ ପ୍ରସେସନ କରୁଛନ୍ତି। କାନ୍ଧରେ ବସାଇ ବୁଲାଉଛନ୍ତି। ଡିଜେ ବାଜୁଛି। ବାଇକ୍ ରାଲି ହେଉଛି। ବୋଧେ ବହୁତ୍ କମ୍ ପୋଲିସ ଅଫିସରଙ୍କ ଭାଗ୍ଯରେ ଏମିତି ସୁଯୋଗ ମିଳେ। ଏଠି ପୋଲିସ୍ ଓ ଜନତାଙ୍କ ମଧ୍ୟରେ ମଧୁର ସମ୍ପର୍କ ବେଶି, ତିକ୍ତ ସମ୍ପର୍କ କମ୍। ଏଠି ଏ ଦୃଶ୍ଯ ଦେଖିଲେ ଆପଣ ବି ଖୁସି ହୋଇଯିବେ।