• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Youth Jumps Into Mahanadi River
ଚାକିରି ଚାପରେ ମହାନଦୀକୁ ଡେଇଁଲେ ଜୀବନ ହାରିଲେ ଯୁବକ

ଚାକିରି ଚାପରୁ ମହାନଦୀକୁ ଡେଇଁଲେ ଜୀବନ ହାରିଲେ ଯୁବକ। ମୁଣ୍ଡଳି ଠାରେ ନିଜର ବୁଲେଟ୍‌ ରଖି ନିଖୋଜ ଥିଲେ।

Allegation Against Bolangir Sadar Tehsildar
ଅଡ଼ୁଆରେ ତହସିଲଦାର: ମଲା ଲୋକଙ୍କ ନାଁରେ ବିକୁଥିଲେ ଜମି

ବଲାଙ୍ଗିର ସଦର ତହସିଲଦାରଙ୍କ ବିରୋଧରେ ଜମି ଠକେଇ କାରବାର ନେଇ ଅଭିଯୋଗ ହୋଇଛି। ଯୋଜନାବଦ୍ଧ ଭାବେ ଜମି ହଡ଼ପ କରାଯାଇ ଥିବା ଅଭିଯୋଗ ହୋଇଛି।

MS Dhoni turns to Ayurveda,
ଆଶ୍ଚର୍ଯ୍ୟ !! ମାତ୍ର ୪୦ ଟଙ୍କାରେ ନିଜର ଆଣ୍ଠୁ ଚିକିତ୍ସା କରାଉଛନ୍ତି ଧୋନୀ...

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ....ମାତ୍ର ୪୦ ଟଙ୍କାରେ ନିଜ ଆଣ୍ଠୁର ଚିକିତ୍ସା କରାଉଛନ୍ତି ଧୋନି। ଜାଣନ୍ତୁ ଏତେ କମ୍‌ ଟଙ୍କାରେ କେମିତି ଆଣ୍ଠୁର ହେଉଛି ଚିକିତ୍ସା.....

Alligator in white wedding dress! This Mexican mayor marries reptile to secure prosperity
କୁମ୍ଭୀରକୁ ବାହା ହେଲେ ମେୟର୍‌; ବିବାହରେ ଯୋଗଦେଲେ ହଜାର ହଜାର ଲୋକ...

କୁମ୍ଭୀରକୁ ବାହା ହେଲେ ମେୟର...ହେଲେ କାହିଁକି ?

Asha ra aloka
ବାପାଙ୍କ ଇଚ୍ଛାରେ ବାହାଘର ହେଲା...କିନ୍ତୁ ମନ ମିଶିଲାନି....

ବାପାଙ୍କ ଇଚ୍ଛାରେ ବାହା ହେଲେ କିନ୍ତୁ ମନ ମିଶିଲାନି। ସ୍ତ୍ରୀ ଶୈଳବାଳାକୁ ଗାଳିଗୁଲଜ କରିବା ସହ ମଦ ମାଡ଼ ମାରନ୍ତି ଭରତ। ସ୍ୱାମୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ କୁନି ପୁଅକୁ ନେଇ ବାପଘରେ ରହୁଛନ୍ତି ଶୈଳବାଳା। ଭରଣପୋଷଣ ପାଇଁ କେତେବେଳେ ଶାଢୀ ବେପାର କରୁଛନ୍ତି ତ ଆଉ କେତେବେଳେ..ଏବେ ଆଶାର ଆଲୋକ ମଞ୍ଚରେ ଏଇ ଦୁଇ ଜଣ

Unborn baby dies, family alleges medical negligence
ଗର୍ଭସ୍ଥ ଶିଶୁ ମୃତ, ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକ

ନର୍ସଙ୍କ କାର୍ଯ୍ୟରେ ବାଧା ଦେବାରୁ ଜଣେ ପ୍ରସୂତିଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଠିକ୍ ସମୟରେ ପ୍ରସବ ହୋଇନପାରିବରୁ ଅଧା ଜନ୍ମିତ ଅବସ୍ଥାରେ ଶିଶୁପୁତ୍ରଟିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। 

Khordha: Over 20 passengers injured as bus, en-route Bhubaneswar from Banki, overturns near Simor at
ହଠାତ୍‌ ରାସ୍ତା କଡ଼କୁ ଖସିଲା ଯାତ୍ରୀବାହୀ ବସ; ୨୦ରୁ ଉର୍ଦ୍ଧ୍ୱ ଆହତ

ରାସ୍ତା କଡ଼କୁ ଖସିଲା ଯାତ୍ରୀବାହୀ ବସ...ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା...

Bring plastic waste and eat free meal here
ଏଇଠି ଆବର୍ଜନା ପ୍ଲାଷ୍ଟିକ୍‌ ଦେଲେ ମିଳିବ ମାଗଣା ଖାଦ୍ୟ...ଦୋକାନ ଖୋଲିଛୁ ଏତିକିରୁ ଏତିକି...

ଗ୍ରାହକଙ୍କ ପାଇଁ ବଡ଼ ଖବର। ଏଇଠି ପ୍ଲାଷ୍ଟିକ୍‌ ଦେଲେ ମିଳିବ ମାଗଣା ଖାଦ୍ୟ....ଜାଣିରଖନ୍ତୁ କେଉଁ ସହରରେ ଏମିତି ହୋଇଛି ବ୍ୟବସ୍ଥା ଏବଂ କେତେ ପରିମାଣରେ ପ୍ଲାଷ୍ଟିକ୍‌ ବଦଳରେ କେତେ ମିଳୁଛି ଖାଇବା? ଦେଖନ୍ତୁ ଏଇ ଭିଡ଼ିଓ

News Fuse
ଅଫିସ ଆସିବ ତ ଧୁଆ ପାଣିରେ ଗାଧୋଇବ

ଆଲୋ ଆଲୋ...ଇଏ କଣ? ଢିଆ ଗାଲୁଆ ଉତ୍ତର...ପୌର କାର୍ଯ୍ୟାଲୟକୁ ଆସିବ ଯଦି ନାଳ ପାଣିରେ ଗାଧୋଇବ। ଆଉ ଯଦି ପଚାରିବୁ....ଏମିତି ଢିଆ ଗାଲୁଆ ଉତ୍ତର ପାଇବ....

prisoner escapes from cuttack SCB Medical
କଟକ ବଡ଼ ମେଡିକାଲରୁ ବିରଧୀନ କଏଦୀ ଫେରାର୍

ବଡ଼ ମେଡିକାଲରୁ ଚମ୍ପଟ୍ ମାରିଲା ବିଚାରାଧୀନ କଏଦୀ....

Niranjan Pujari
ବଜେଟ୍ ୨୦୨୨; ମଧ୍ୟାହ୍ନ ଭୋଜନ ପାଇଁ ୮୫୧ କୋଟି, ବ୍ୟାଗ୍-ୟୁନିଫର୍ମ ପାଇଁ ୧୯୩ କୋଟି

ରାସ୍ତାଘାଟ ରକ୍ଷଣାବେକ୍ଷଣ ପାଇଁ ୨୯୭୦ କୋଟି ବିନିଯୋଗ ଲକ୍ଷ୍ୟ ରଖାଯାଇଥିବା ବେଳେ ବିଜୁ ଏକ୍ସପ୍ରେସ ୱେ ପାଇଁ ୩ ଶହ କୋଟିର ବ୍ୟୟବରାଦ ପ୍ରସ୍ତାବ କରାଯାଇଛି ।

Haladhar Naga
ରଥଯାତ୍ରାରେ ରାଗଚଣା ବିକିଲେ ପଦ୍ମଶ୍ରୀ ହଳଧର ନାଗ

ରାଗଚଣା ଖାଇବାକୁ ଲାଗିଲା ବହୁଲୋକଙ୍କ ଭିଡ଼ । କୌଣସି କାମ ଛୋଟ ନୁହେଁ, ବାର୍ତ୍ତା ଦେଲେ ହଳଧର ।

Randeep Hooda gets emotiona
କଥା ରଖିଲେ ରଣଦୀପ ହୁଡ୍ଡା

କଥା ରଖିଲେ ରଣଦୀପ ହୁଡ୍ଡା । ରଣବୀରଙ୍କ ମହାନତା । ସରବଜିତ ସିଂଙ୍କ ଭଉଣୀ ଦଲବୀର କୈରଙ୍କ ଶେଷ ରୀତିନୀତି କରିଲେ ରଣବୀର ।

  • Saturday, 02 July 2022
Taranga Plus team in the USA
ଆମେରିକାରେ ପ୍ରବାସୀ ଓଡ଼ିଆଙ୍କୁ ମନୋରଞ୍ଜନର ବୁଷ୍ଟର୍ ଡୋଜ୍ ଦେବେ ତରଙ୍ଗ ଟିମ୍

ପ୍ରବାସୀ ଓଡ଼ିଆଙ୍କୁ ମନୋରଞ୍ଜନର ବୁଷ୍ଟର୍ ଡୋଜ୍ ଦେବେ ତରଙ୍ଗ ଟିମ୍... ଏଇ ଭିଡ଼ିଓରେ ଦେଖନ୍ତୁ ସେଠାରେ କେମିତି ଚାଲିଛି ମନୋରଂଜନ

Plus 3 student found hanging in Bhubaneswar BJB College
ଆତ୍ମହତ୍ୟା କଲେ ବିଜେବି କଲେଜ ଛାତ୍ରୀ ! କାରଣ ଅସ୍ପଷ୍ଟ

ଭୁବନେଶ୍ୱର ବିଜେବି କଲେଜ ଛାତ୍ରୀ ନିବାସରୁ ମିଳିଲା ଝୁଲନ୍ତା ମୃତଦେହ...

Monsoon Session of OdishaAssembly: Following pandemonium over Nupur Sharma matter, Speaker adjourns
ନୁପୂର ଶର୍ମା ପ୍ରସଙ୍ଗରେ ବିଧାନସଭା ହୁଲସ୍ତୁଲ; ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ନୁପୂର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ବିଧାନସଭାରେ ହଟ୍ଟଗୋଳ । ବିଜେପି ଓ କଂଗ୍ରେସ ମୁହାଁମୁହିଁ...

Smart School
ସ୍ମାର୍ଟ ସ୍କୁଲର ସ୍ମାର୍ଟ ବ୍ୟବସ୍ଥା ! ଛାତରୁ ପାଣି ଗଳିବାରୁ ଭାସିଲା ଶ୍ରେଣୀଗୃହ

ନରସିଂହପୁର ଅନନ୍ତନାରାୟଣ ଉଚ୍ଚବିଦ୍ୟାଳୟ ସ୍କୁଲ ଛାତରୁ ପାଣି ଗଳି ଭାସିଲା ଶ୍ରେଣୀଗୃହ ।

Special story
ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଦେଲେ ଦୁର୍ବୃତ୍ତ : କାଲି ରାତିରେ ରୋଷ ଘରେ ପଶିଥିବା ସୂଚନା

କାଲି ରାତିରେ ରୋଷ ଘରେ ପଶି କେହି ଚୁଲି ଭାଙ୍ଗିଥିବା ଆଶଙ୍କା

6 giant fish trapped in fishermen’s nets in Jajpur
ଜାଲରେ ପଡ଼ିଲା ୬ଟି ବିଶାଳକାୟ ମାଛ; ଦେଖିବାକୁ ପ୍ରବଳ ଭିଡ଼...

ଯାଜପୁର ରସୁଲପୁର ଖରସ୍ରୋତା ନଦୀରେ ଧୀବରଙ୍କ ଜାଲରେ ପଡ଼ିଲା ୬ଟି ବଡ଼ ମାଛ । ମାଛ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଛି...

Monsoon session of Odisha Legislative Assembly begins
ଗୃହରେ ପର୍ଯ୍ୟଟନ କ୍ଷେତ୍ରକୁନେଇ ସରଗରମ ଆଲୋଚନା; ପ୍ରସଙ୍ଗ ଉଠାଇଲେ ଶାସକ ଦଳ ବିଧାୟକ

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ: ପ୍ରଶ୍ନକାଳରେ ପର୍ଯ୍ୟଟନ କ୍ଷେତ୍ରକୁନେଇ ଆଲୋଚନା ସରଗରମ ହୋଇଛି ।

assembly session
ଆଜିଠୁ ହୁଲସ୍ତୁଲ ହେବ ଗୃହ : ପ୍ରସଙ୍ଗ ହେବ ଆଇନ ଶୃଙ୍ଖଳା, ହାତୀ ମୃତ୍ୟୁ, ଚାଷୀ ସମସ୍ୟା

ସବୁ ପ୍ରସଙ୍ଗରେ ଆଲୋଚନା ଲାଗି ସରକାର ପ୍ରସ୍ତୁତ ଥିବା କହିଛି ବିଜେଡି

Forest Officer
ଫରେଷ୍ଟ ଅଫିସରଙ୍କ ମହାନତା; ପୋଖରୀ ଖୋଳି ଗାଁ ଲୋକଙ୍କ ଦୁଃଖ ଦୂର କଲେ

ଖଗେଶ୍ୱରଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ଜଙ୍ଗଲ ଜଳୁଥିବାର ଖବର ପାଇବା ମାତ୍ରେ ନିଆଁ ଲିଭାଇବାକୁ ବଣକୁ ଯାଇଥିଲେ । ଗାଁ ଲୋକଙ୍କ ଦୁଃଖ ଶୁଣିବା ପରେ ନିଜସ୍ୱ ଉଦ୍ୟମରେ ଗାଁରେ ଖୋଳି ଦେଲେ ପୋଖରୀ। ଏବେ ପାଣିର ବିଲକୁଲ ନାହିଁ ସମସ୍ୟା । ଗାଧୁଆଠୁ ଆରମ୍ଭ କରି ଚାଷ, ସବୁ କାମରେ ଗାଁ ଲୋକ ଦେଖାଉଛନ୍ତି ଉତ୍ସାହ ।

Enforcing Polythene Ban
ରାଜ୍ୟରେ ତିନି ବର୍ଷ ତଳୁ ପ୍ଲାଷ୍ଟିକ୍‌ ବ୍ୟାନ୍‌ ସତ୍ତ୍ୱେ କାହିଁକି ମିଳୁନି ସୁଫଳ ?

କଟକଣା ଲାଗିଲା, ଧରପଗଡ ଆରମ୍ଭ ହେଲା, ଆଉ ଆରମ୍ଭରୁ ତୁତୁ ମେମେ ଦେଖିବାକୁ ମିଳିଲା । ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବିରୋଧରେ ବିଏମ୍ସି ପକ୍ଷରୁ ଆଜି ଭୁବନେଶ୍ୱର ଡମଣା ହାଟରେ ଚଢାଉ କରାଯାଇଛି ।

Maoist Food Shop
ଦିନେ ବନ୍ଧୁକ ଧରି ମୁଣ୍ଡ ଗଡ଼ାଉଥିଲେ, ଆଜି ଜଳଖିଆ ଦୋକାନ କରି ଲୋକଙ୍କୁ ଖୁଆଉଛନ୍ତି

ଦିନେ ଜଙ୍ଗଲ ଭିତରେ ଲାଲ ଝଣ୍ଡା ଧରି ସରକାରଙ୍କ ବିରୋଧରେ ସ୍ୱର ଉଠାଉଥିଲେ । ଘଞ୍ଚ ଜଙ୍ଗଲରେ ବୁଲି ଶହଶହ ଲୋକଙ୍କ ମୁଣ୍ଡ ବି ଗଡାଉଥିଲେ, ହେଲେ ଅମର-ଆରତୀଙ୍କ ବଦଳି ଯାଇଛି ଜୀବନ ଶୈଳୀ । ଯେଉଁ ହାତରେ ବନ୍ଧୁକ ଧରୁଥିଲେ, ସେଇ ହାତରେ ଛାଣୁଛନ୍ତି ବରା-ପିଆଜି। ୟାଙ୍କ ଜଳିଖିଆ ଦୋକାନ ସାମ୍ନାରେ ଲୋକଙ୍କର ଲାଗୁଛି ଲମ୍ବା ଲାଇନ୍‌ ।

Special story
ରାସ୍ତା କଡରେ ବ୍ୟବସାୟୀ : ଭେଣ୍ଡିଂ ଜୋନରେ ଝୁଲୁଛି ତାଲା

ରାସ୍ତା କଡର ଉଠା ଦୋକାନୀଙ୍କ ସୁବିଧା ପାଇଁ ତିଆରି ହୋଇଥିଲା ଭେଣ୍ଡିଂଜୋନ । ହେଲେ କାମରେ ଲାଗୁନି ।