ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ....ମାତ୍ର ୪୦ ଟଙ୍କାରେ ନିଜ ଆଣ୍ଠୁର ଚିକିତ୍ସା କରାଉଛନ୍ତି ଧୋନି। ଜାଣନ୍ତୁ ଏତେ କମ୍ ଟଙ୍କାରେ କେମିତି ଆଣ୍ଠୁର ହେଉଛି ଚିକିତ୍ସା.....
Published: Pallipuspa Samal
Last updated: 03 July 2022, 02:16 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।