• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Amogha
ଜାତୀୟ ସଡ଼କ ସୁରକ୍ଷା ମହୋତ୍ସବ ୨୦୨୨, ଶ୍ରେଷ୍ଠ ୪୦ ଚଳଚିତ୍ରରେ ହିଞ୍ଜିଳିକାଟୁର ଫିଲ୍ମ ଅମୋଘ

୬ଟି ଭାଷାରେ ଦେଶର ୨୬୦ ଚଳଚିତ୍ର ହୋଇଥିଲା ପ୍ରଦର୍ଶିତ । ହିଞ୍ଜିଳିକାଟୁ ନୃତ୍ୟମ ଗବେଷଣା କେନ୍ଦ୍ର ନିର୍ମାଣ କରିଛି ଫିଲ୍ମ ।

Explosives seized by security forces in Nuapada
ଯେଉଁ ଜଙ୍ଗଲରେ ମାଓ ହମ୍‌ଲାରେ ୩ ଯବାନ ସହିଦ ହୋଇଥିଲେ, ସେହି ସ୍ଥାନରୁ ମିଳିଲା ଏମିତି ଜିନିଷ...

ପାଟଧରା ଜଙ୍ଗଲର ସେହି ସ୍ଥାନରେ ଯେଉଁଠି ୩ ଯବାନ ସହିଦ ହୋଇଥିଲେ, ସେହି ସ୍ଥାନରେ ଯବାନମାନେ ସର୍ଚ୍ଚ ଅପରେସନ୍ କରିଥିଲେ। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ଯାଞ୍ଚ ବେଳେ ୪ଟି ଟିଫିନ୍ ବୋମା ସହ କିଛି ବିସ୍ଫୋରକ ଜବତ କରିଛି।

Sesha kisan
ରୋମ୍‌ରେ ନିଜ ସଂଘର୍ଷର କାହାଣୀ ବଖାଣିଲେ ଶେଷ କିସାନ

ରୋମ୍‌ରେ ପ୍ରବାସୀ ଓଡିଆଙ୍କ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିସାନ ନିଜର ପୁରୁଣା ସଂଘର୍ଷର ସ୍ମୃତି ବଖାଣିଛନ୍ତି ।

Special story
ପୁଅକୁ ନେଇ ଦୁଇ ଦମ୍ପତିଙ୍କ ମଧ୍ୟରେ ଟଣାଓଟରା : ଥାନାର ଦ୍ୱାରସ୍ଥ ହେଲେ ଉଭୟ ପରିବାର

ହସ୍ପିଟାଲରୁ ପିଲାକୁ ନେଇ ଆଉ ଫେରାଉ ନଥିବା ଅଭିଯୋଗ

Special story
ଓଡିଶା ମଣ୍ଡି ଅଚଳ : ଆନ୍ଧ୍ର ଉଠାଉଛି ଧାନ

ପ୍ରଶାସନ ଧାନ କିଣୁନି, ଆନ୍ଧ୍ର ବେପାରୀଙ୍କ ପାଖରେ ଧାନ ବିକ୍ରି କରିବା ପାଇଁ ଚାଷୀ ବାଧ୍ୟ ହେଉଛି

Special story
ସରପଞ୍ଚ ହେବ ତ ଏମିତି ! ନିଜ ଟଙ୍କାରେ ପଞ୍ଚାୟତବାସୀଙ୍କ ପାଇଁ କିଣିଲେ ଟ୍ରାକ୍ଟର

ଯୁବ ସରପଞ୍ଚ ଚିତ୍ତରଞ୍ଜନ ଏଭଳି ନିଆରା କାମ କରି ସମଗ୍ର ଜିଲ୍ଲାରେ ଚର୍ଚ୍ଚିତ ହୋଇଛନ୍ତି

Bank manager duped over lakhs of rupees by cyber fraudsters
ସ୍କ୍ରିନ୍‌ ଶେୟାର କରି ଫସିଗଲେ ବ୍ୟାଙ୍କ କର୍ମଚାରୀ, ସାର୍ଟ କିଣିବା ଚକ୍କରରେ ଚାଲିଗଲା...

 ସ୍କ୍ରିନ୍ ଶେୟାର ଆପ୍ଲିକେସନ ଏନି ଡେସ୍କ(AnyDesk)କୁ ବ୍ୟବହାର କରି ସାଇବର ଠକମାନେ ବ୍ୟାଙ୍କ କର୍ମଚାରୀଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି।

Draupadi Murmu
OTV ପ୍ରଭାବ; ଖବର ପ୍ରସାରଣ ପରେ ତତ୍ପର ବିଦ୍ୟୁତ ବିଭାଗ, ପରବେଡ଼ାରେ ପୋତିଲା ଖୁଣ୍ଟ

ବିଦ୍ୟୁତ୍ ବିଭାଗ ପକ୍ଷରୁ ଗତକାଲି ସର୍ଭେ ହେବା ପରେ ଆଜି ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍ ସଂଯୋଗ କାର୍ଯ୍ୟ ଆରମ୍ଭ କରାଯାଇଛି ।

Tree Cutting
ନିୟମ କାନୁନ ମାନିବାକୁ ନାରାଜ ସରକାର ! ରାସ୍ତା ଚଉଡା କରିବାକୁ କଟାଯିବ ୨ ଶହ ଗଛ

କିସମ ଜଙ୍ଗଲ ଥିବା ଜମିରୁ ଗଛକଟାକୁ ପରିବେଶବିତଙ୍କ ବିରୋଧ । ଉଠାଦୋକାନୀଙ୍କୁ ସ୍ଥାୟୀ ଦୋକାନ ଦେବାକୁ ଜୋର ଧରିଲା ଦାବି ।

 Special Story
ଦଣ୍ଡ ଶୁଣାଇଲେ, ତଣ୍ଡ ଗଣିଲେ: ଗଣଶିକ୍ଷାମନ୍ତ୍ରୀଙ୍କ ସ୍କୁଲ ପରିଦର୍ଶନ ବେଳେ ରୋଚକ ସ୍ଥିତି

ବାଲେଶ୍ୱରରେ ଗଣଶିକ୍ଷାମନ୍ତ୍ରୀଙ୍କ ସ୍କୁଲ ପରିଦର୍ଶନ ବେଳେ ରୋଚକ ସ୍ଥିତି ପିଲାଏ ପଣିକିଆ କହି ନପାରିବାରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଲେ, ବିଧାୟକଙ୍କ ସହ ବିନା ହେଲ୍‌ମେଟ୍‌ରେ ବୁଲିବା ବେଳେ ଧରାପଡ଼ି ଫାଇନ୍ ଦେଲେ...

Borewell mishap | Rahul Sahu was given a rousing welcome at his village Pihrid in Chhattisgarh
ସୁସ୍ଥ ହୋଇ ମେଡିକାଲ୍‌ରୁ ଘରକୁ ଫେରିଲା ମୃତ୍ୟୁଜୟୀ ରାହୁଲ୍

ସୁସ୍ଥ ହୋଇ ଘରକୁ ଫେରିଲା ଛତିଶଗଡ଼ ପିହରିଡ୍ର ମୃତ୍ୟୁଜୟୀ ବାଳକ ରାହୁଲ୍ । ହସ୍ପିଟାଲ୍‌ଠୁ ଗାଁ ସବୁଠି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା, ସବୁଠି ଖେଳିଲା ଖୁସି...

Why celebrities commit suicide
କାହିଁକି ଆତ୍ମହତ୍ୟା କରୁଛନ୍ତି ସେଲିବ୍ରେଟି ?

ସିଲ୍କ ସ୍ମିତାଙ୍କଠୁ ନେଇ ସୁଶାନ୍ତ ସିଂ ରାଜପୁତ ଅବା ରାଇମୋହନ...ସଫଳତାର ଶୀର୍ଷରେ ଥାଇ ବି କାହିଁକି ଜୀବନ ହାରୁଛନ୍ତି ସେଲିବ୍ରିଟି...

Utkal University
ଏଣିକି ବାଣୀବିହାରରେ ପଶିପାରିବେ ନାହିଁ ଅଣଛାତ୍ର

ବିଶ୍ୱବିଦ୍ୟାଳୟରେ ଅଣଛାତ୍ରୀଙ୍କ ପ୍ରବେଶ ଉପରେ ଲାଗିଲା ରୋକ୍....

Special story
ରାଇମୋହନଙ୍କ ଆତ୍ମହତ୍ୟା ପଛର କାରଣ କଣ? ତଦନ୍ତ ପାଇଁ ଘରେ ପହଞ୍ଚିଲା କମିଶନରେଟ ପୋଲିସ

ରାଇମୋହନଙ୍କ ଘରେ କମିଶନରେଟ ପୋଲିସ , ଗତକାଲି ଆତ୍ମହତ୍ୟା କରିଥିଲେ ରାଇମୋହନ

ଅଭିନେତା ରାଇମୋହନ ପରିଡାଙ୍କ ମରଶରୀର ନିଆଯାଉଥିବା ବେଳର ଦୃଶ୍ୟ
ଅଲବିଦା ରାଇମୋହନ.. ତୁମେ ମନେ ରହିବ

ରାଇମୋହନ ପରିଡା ଅଭିନୟ ଭିତରେ ଅନେକ ଥର ମରିଛନ୍ତି, କିନ୍ତୁ ଏହା ଏମିତି ଏକ ମୃତ୍ୟୁ ଯେଉଁଠି ଆଉ ଥରେ ରଙ୍ଗ ମାରିବାର ସୁଯୋଗ ନାହିଁ କି ଆକ୍ସନ ଅର୍ଡର ପରେ ପରେ ଡାଇଲଗ ଶୁଭିବାର ସ୍କୋପ ନାହିଁ। ସେ ସିନା ଅକାଳରେ ଚାଲିଗଲେ କିନ୍ତୁ ତାଙ୍କ ଅଭିନୟର ଛାପ ରହିଗଲା, ସବୁଦିନ ପାଇଁ... ଅମର ହୋଇ

Special story
ଗ୍ୟାସ ଟାଙ୍କି ଫାଟି ଜଳିଗଲା ୫ବଖରା ଘର, ଅଳ୍ପକେ ବର୍ତ୍ତିଗଲେ ମାଆ-ଝିଅ

ଅଚାନକ୍‌ ଫାଟିଲା ଗ୍ୟାସ ସିଲିଣ୍ଡର । ଦେଖୁ ଦେଖୁ ହୁତୁ ହୁତୁ ନିଆଁ ଜଳିଲା ।

 fake Maoists
ଦୁଇ ନକଲି ମାଓବାଦୀଙ୍କୁ କାବୁ କଲା ପୋଲିସ୍‌ : ଧମକଚମକ ଦେଇ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲେ

ଭୟଭୀତ କରାଇ ଲୋକଙ୍କୁ ଲୁଟୁଥିଲେ ନକଲି ମାଓବାଦୀ, ଗିରଫ କଲା ପୋଲିସ୍ ।

Special story
କିଏ ଗାଏବ କରୁଛି ବିଧବା ବୃଦ୍ଧା ଲକ୍ଷ୍ମୀପ୍ରିୟାଙ୍କ ଭତ୍ତା ? ସରକାରୀ କାଗଜରେ ଟଙ୍କା ଉଠୁଛି, ହେଲେ ତାଙ୍କୁ ମିଳୁନି

୧୫ ମାସ ଧରି ଭତ୍ତା ମଞ୍ଜୁର ହୋଇ ସାରିଛି, ହେଲେ ଆଉ କେହି ଜଣେ ତାଙ୍କର ଭତ୍ତା ଟଙ୍କା ଉଠାଉଛି ।

14 brass idols unearthed at Nahabhanga village in Odisha's Cuttack
ମାଟିତଳୁ ଉଦ୍ଧାର ହେଲା ୧୪ଟି ପିତ୍ତଳ ମୂର୍ତ୍ତି

କଟକ ଜଲ୍ଲା ରାଉତି ପାଟଣା ନାହାରଙ୍ଗା ଗାଁର ଜଣେ ବ୍ୟକ୍ତିଙ୍କ ଘରର ମାଟି ତଳୁ ମିଳିଛି ୧୪ଟି ପିତଳ ମୂର୍ତ୍ତି ।

Special story
ପ୍ରେମ ବିବାହ କରିଥିଲେ ଲୋକପ୍ରିୟ ଖଳନାୟକ ରାଇମୋହନ, ହେଲେ ହଠାତ୍‌ ଏପରି ନିଷ୍ପତ୍ତି କାହିଁକି ?

ଭୁବନେଶ୍ୱରସ୍ଥିତ ଆମୋଫୋଇ ସଂସ୍ଥା ସହାୟତାରେ ବିବାହ କରିଥିଲେ ରାଇମୋହନ ।

Begging
ନାତି ପାଇଁ ଆଈ ହାତରେ ଭିକ୍ଷାଥାଳ : କାନ୍ଦି କାନ୍ଦି କହୁଛି, ମୋ ନାତିକୁ ବଞ୍ଚାଇ ଦିଅ..

ଡାକ୍ତର କହିଛନ୍ତି ବାହାରକୁ ନେଇ ଅପରେସନ କଲେ ଭଲ ହୋଇଯିବ । ହେଲେ ଭଲ କରିବାକୁ ପାଖରେ ଅର୍ଥ ନାହିଁ, ଯାହା ବି ଥିଲା ଡାକ୍ତରଖାନାରେ ଦେଖାଇ ସବୁ ସରିଯାଇଛି ।

Farming
ବିଟେକ୍‌ରୁ ସଫଳ ଚାଷୀ; ଚାକିରି ପଛରେ ନ ଧାଇଁ ବି ଲକ୍ଷପତି

ବିଟେକ୍ ପାଠ ପଢ଼ିଥିଲେ। କିନ୍ତୁ ଏ ଚାକିରି-ମହଙ୍ଗା ଯୁଗରେ ସେ ଆଉ ଚାକିରି ପଛରେ ନଗୋଡ଼େଇ ନୂଆ କିଛି କରି ପଇସା ରୋଜଗାର କରିବାକୁ ଉପାୟ କଲେ। ଶେଷରେ ଫୁଲଚାଷ କରି ସେ ଏବେ ଲକ୍ଷପତି। ଏ ଭିଡିଓ ଦେଖି ଆଜିକାଲିର ଯୁବକଯୁବତୀ, ରୋଜଗାର କରିବାର ଉପାୟଟି ତାଙ୍କଠାରୁ ଶିଖି ପାରିବେ।